Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କ୍ୟାବିନେଟ୍ ସମ୍ପ୍ରସାରଣ ଓ ଓଡ଼ିଶା ବିକାଶ ଉପରେ ହେଲା ବଡ଼ ଆଲୋଚନା । ଏହି ସୌଜନ୍ୟମୂଳକ ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ!-->…
SIR ପ୍ରକ୍ରିୟାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର
ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ‘ବିଶେଷ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟାକୁ ନେଇ ବିଜୁ ଜନତା ଦଳ (BJD) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ପ୍ରଦାନ କରାଯାଇଛି। ଦଳର ବରିଷ୍ଠ ନେତା!-->…
ବାଲିଅନ୍ତା ମବ ଲିଞ୍ଚିଂ ବିବାଦ ପରେ ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର
ଭୁବନେଶ୍ୱର : ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର। ADGP କମ୍ୟୁନିକେସନ ପଦରୁ ହଟିଲେ ଦୟାଲ ଗଙ୍ଗୱାର। ଗୃହ ବିଭାଗ OSD ଭାବେ ମିଳିଛି ନିଯୁକ୍ତି । ଦୟାଲ ଗଙ୍ଗୱାରଙ୍କ ବଦଳିର କାରଣ କଣ ତାହା ସରକାରୀ ଭାବେ କୁହାଯାଇନାହିଁ । ତେବେ ସୌମ୍ୟରଂଜନଙ୍କ ସହ ଲିଙ୍କ ମାମଲାରେ!-->…
ଜିତୁ ମୁଣ୍ଡାଙ୍କୁ ଭେଟିଲେ ଆପ୍ ସାଂସଦ ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କେନ୍ଦୁଝର : ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଆପ୍ ସାଂସଦ ସଞ୍ଜୟ ସିଂ, ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । କେନ୍ଦୁଝର ଜିଲ୍ଲାର ଡିଆନାଳି ଗ୍ରାମରେ ଟଙ୍କା ପାଇଁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେଇଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ!-->…
୨୯ ଯାଏଁ ତାତିରୁ ନାହିଁ ନିସ୍ତାର
ଭୁବନେଶ୍ୱର : ୨୯ ଯାଏଁ ତାତିରୁ ନିସ୍ତାର ନାହିଁ । ଆଉ ୫ ଦିନ ତତଲା ତାୱାରେ ଭାଜି ହେବ ଓଡ଼ିଶା । ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା ଜାରି ରହିବ । ଆଜି ସମ୍ବଲପୁର, ବଲାଙ୍ଗର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି!-->…
କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର
ମୟୂରଭଞ୍ଜ: କାଜୁ ଜଙ୍ଗଲରୁ କଙ୍କାଳ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବାଉଁଶ ବଣି କାଜୁ ଜଙ୍ଗଲରୁ କଙ୍କାଳ ଜବତ। କଙ୍କାଳ ଚାଲୁଣିଆ ଗାଁର ଲାଖାଇ ମାଝୀଙ୍କ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସେ ଆଠ ମାସ ତଳୁ ନିଖୋଜ ଥିଲେ ।
ଗତ ସେପ୍ଟେମ୍ବର ମାସରେ ଚାଲୁଣିଆ ଗାଁର!-->!-->!-->…
ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ
ଆନନ୍ଦପୁର: ଗାତରେ ପଡି ଶିଶୁ ପୁତ୍ରର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁରେ ଲିକେଜ୍ ପାଣି ପାଇପ ମରାମତି ପାଇଁ ମେଗା କମ୍ପାନୀ ଖୋଳିଥିବା ଗାତରେ ପଡ଼ି ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମରାମତି ପାଇଁ ରାସ୍ତା!-->…
ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଉଦଳା: ଠିକାଦାରଙ୍କ ଗୁଣ୍ଡାଗିରି । ରାସ୍ତା କାମକୁ ନେଇ ଦୁଇ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଥିବା ଠିକାଦାରଙ୍କ ଗୁଣ୍ଡାଗିରି ଚରମସୀମାରେ । ଘରେ ପଶି ମହିଳାଙ୍କୁ ଅଶାଳୀନ ବ୍ୟବହାର ସହ ପୁଅର ମୁଣ୍ଡ ନେବାକୁ ଦେଲେ ଧମକ ।!-->…
ଦାଦାକୁ ପଥରରେ ଛେଚି ହତ୍ୟା କଲା ପୁତୁରା
କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ଫିକା ପଡ଼ିଲା ରକ୍ତ ସମ୍ପର୍କ। ଦାଦାକୁ ପଥରରେ ଛେଚି ହତ୍ୟା । ଜମି ପାଇଁ ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।!-->…
ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ପୋଲିସ ଗୁଳିରେ ଆହତ ଜଗା
ଭୁବନେଶ୍ବର: ପୋଲିସ ଏନକାଉଣ୍ଟରରେ ଜଗା ଆହତ। ଏନକାଉଣ୍ଟର୍ ସଂଖ୍ୟା ୯ ଦିନରେ ୩କୁ ବୃଦ୍ଧି । ପୁଣି ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗା ର ଦୁଇ!-->…