Browsing Category

ଓଡିଶା

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର

ବାଲେଶ୍ୱର : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ

ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ ଶ୍ରୀଗଣେଶନ୍‌

ଭୁବନେଶ୍ୱର: ପ୍ରଦୀପ ଜାଳିଲା ବେଳେ ଲିଭିଗଲା ଜୀବନ ଦୀପ। ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ।

ମେଡିକାଲ ଅବ୍ୟବସ୍ଥା ନେଇ ଜିଲ୍ଲା ମିଡିଆ ଫୋରମର ଦାବିପତ୍ର ପ୍ରଦାନ : ସିଡ଼ିଏମଓଙ୍କ ସ୍ଥିତି ଅନୁଧ୍ୟାନ…

ଫଲବାଣୀ: ଫୁଲବାଣୀ ମେଡ଼ିକାଲର ବିଭିନ୍ନ ସମସ୍ୟା ତଥା ମେଡ଼ିକାଲକୁ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଓ ସିଡ଼ିଏମଓ ମନୋଜ କୁମାର ଉପାଧ୍ୟୟଙ୍କୁ ଜିଲ୍ଲା ମିଡ଼ିଆ ଫୋରମ ଫକ୍ଷରୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି

ଉଚ୍ଚଶିକ୍ଷା ବିଭାଗରୁ ମନ୍ତ୍ରୀଙ୍କ ପରେ ହଟିଲେ ସଚିବ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ସକାଳେ ମନ୍ତ୍ରୀ ଆଉ ସନ୍ଧ୍ୟା ହେଉ ହେଉ ସଚିବ | ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବଙ୍କୁ ବଦଳି କରାଯାଇଛି | ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର

ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା: ରୋହିତ ପୂଜାରୀ

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ

କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି | ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ

ନବବଧୂକୁ ହତ୍ୟା ଅଭିଯୋଗ

ଦଶରଥପୁର:ପାଦରୁ ଅଳତା ଲିଭିନାହିଁ, ହାତରୁ ମେହେନ୍ଦି ଛାଡ଼ିନାହିଁ, ସ୍ୱାମୀର ସୁଖ ଶାଶୁ ଶ୍ୱଶୁରଙ୍କ ସ୍ନେହ କଣ ଜାଣିନାହିଁ, ହେଲେ ଚାଲିଯାଇଛି ଜଣେ ନବବିବାହିତ ବଧୂର ଜୀବନ। ହଁ  ଅଳକୁଣ୍ଡ ଥାନା ବରିକୁଳ ଠାକୁରବାଡ଼ି ଗ୍ରାମର ପରେଶ ଚନ୍ଦ୍ର ଦାଶ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତ

ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ୱର: ରାଜଧାନୀରେ ବିଦ୍ୟୁତ୍ ବିଭ୍ରାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ଟୁଇଟ ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ସରକାର ନିଜେ ବହୁ ଟଙ୍କା ଖର୍ଚ୍ଚ କରି ଭୂତଳ କେବୁଲ ବିଛାଇବା ପାଇଁ ଗୋଟିଏ ଯୋଜନା

ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡ଼ି: ଦୁର୍ଘଟଣାଗ୍ରସ୍ତ ବଗିରୁ ବାହାରିଲା ଗନ୍ଧ, ଯାଞ୍ଚ ବେଳେ ବାହାରିଲା ୩ ଟନ୍‌ ଅଣ୍ଡା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ପରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ବାହାରିବା ଘଟଣାର ଖୋଳତାଡ଼ ହୋଇଛି। ଗନ୍ଧ ବାହାରୁଥିବା ବଗିରେ କୌଣସି ମୃତଦେହ ଥିବା ଆଶଙ୍କା କରାଯାଉଥିଲା। ହେଲେ ଯାଞ୍ଚ ବେଳେ ଏହା ମୃତଦେହ ନୁହେଁ, ଅଣ୍ଡାରୁ ଗନ୍ଧ ଆସୁଥିବା

ବାହାନଗା ଟ୍ରାଜେଡି: ୬୬୧ ଜଣଙ୍କୁ ମିଳିଲାଣି ୨୨.୬୬ କୋଟି କ୍ଷତିପୂରଣ

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତକ ଓ ଆହତଙ୍କୁ ରେଳ ବିଭାଗ ପକ୍ଷରୁ ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି। ଏଯାବତ୍ ୬୬୧ ଜଣଙ୍କୁ କ୍ଷତିପୂରଣ ରାଶି ମିଳିଥିବା  ଦକ୍ଷିଣ ପୂର୍ବ ରେଲୱେର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ରେଳ