Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ
ମାଲକାନଗିରି : ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ। ତେବେ ଏହା ମଧ୍ୟରେ କିଛି ସ୍ଥାନରୁ ଅଂଶୁଘାତ ଜନିତ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି। ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା!-->…
ଦ୍ରୁତ ଗତିରେ ଆଗେଇ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା!-->…
ଆସନ୍ତା ୨୬ରୁ ଜୁନ୍ ୩୦ ଯାଏଁ +୨ ନାମଲେଖା ପାଇଁ ଆବେଦନ
ଭୁବନେଶ୍ବର:ଚଳିତ ଶିକ୍ଷାବର୍ଷ (୨୦୨୬-୨୭) ପାଇଁ + ୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍ ୩୦ ଯାଏଁ ଛାତ୍ରୀଛାତ୍ର ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପଯ୍ୟାୟରେ ଚୟନ ଛାତ୍ରୀଛାତ୍ର ଜୁଲାଇ!-->…
ବଦଳିଲା OTET 2026 ପରୀକ୍ଷା ତାରିଖ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, BSE, ଓଡ଼ିଶା ସୂଚନା ଦେଇଛି ଯେ ଜୁନ୍ 21 ତାରିଖରେ ହେବାକୁ ଥିବା OTET 2026!-->…
ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ରେ ରହିଲା ମାତ୍ର ୪ ଗାଡ଼ି
ଭୁବନେଶ୍ଵର:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ସମଗ୍ର ବିଶ୍ବ ତୈଳ ସଂଙ୍କଟ ନେଇ ଚିନ୍ତାରେ ପଡିଛନ୍ତି। ଏହାରି ଭିତରୁ ବାଦ ପଡିନାହିଁ ଭାରତ। ଭାରତରେ ଦିନକୁ ଦିନ ତୈଳ ସଂଙ୍କଟ ଦେଖାଦେଉଥିବାରୁ ଚିନ୍ତାରେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ!-->…
କାଲିଠାରୁ ୬ଦିନ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ
ଭୁବନେଶ୍ବର : ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଏହି ତଥ୍ୟ। ନଚେତ ଆପଣ ମଧ୍ୟ ହଇରାଣ ହୋଇ ପାରନ୍ତି। କାରଣ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ।
ସୂଚନା ଅନୁସାରେ ଆସନ୍ତା କାଲି ୨୩ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ପଡ଼ୁଛି। ଯେଉଁଥିପାଇଁ ବ୍ୟାଙ୍କ ସାଧାରଣତଃ ବନ୍ଦ!-->!-->!-->…
ଅଂଶୁଘାତରେ ୩ ମୃତ, ଜଣେ ଗୁରୁତର
ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ୍ୟ କରି ନ ପାରି ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଜଣଙ୍କର ଏବଂ ବୁଗୁଡ଼ା ଥାନାଞ୍ଚଳରେ ଆଉ ୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ!-->…
ନକଲି NIA ଅଫିସରକୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !। ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ । ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର । ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି । ଥାନାକୁ ଆସି ମିଛ!-->…
ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କାର ଠକେଇ, ୨ ଗିରଫ
ଭୁବନେଶ୍ୱର : ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । EOW ଜାଲରେ ଆଉ ୨ ଠକ । ରାୟପୁରରୁ ମାଡିବସିଲା ଟିମ୍ । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ ମାମଲାରେ EOW କୁ ବଡ଼ ସଫଳତା । ଆଉ ଦୁଇ ଜଣ ଠକଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି EOW!-->…
ଆସୁଛି ଦୁଇଟି ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ ଦୁର୍ବଳ ହୋଇଥିବା ମୌସୁମୀ!-->…