Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଲିସ ଘରୁ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର
ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ!-->…
ଆସନ୍ତାକାଲି ଜାଗର; ଲୋକନାଥ ପୀଠରେ ଭୋର ୪ ଟାରେ ଉଠିବ ମହାଦୀପ
ପୁରୀ: ଆସନ୍ତାକାଲି ଜାଗର । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ!-->…
ଚୋରା ମଦ ବେପାର ବନ୍ଦ ପାଇଁ ଅବକାରୀ କମିଶନରଙ୍କୁ ବିଧାୟକ ଚିଠି ଲେଖିବା ପରେ ଦୋକାନ ଭାଙ୍ଗିଲେ ମହିଳା
ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଚୋରା ମଦ ବେପାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ବିଧାୟକ ହିମାଂଶୁ ଶେଖର ସାହୁ ନିକଟରେ ଅବକାରୀ କମିଶନରଙ୍କୁ ଚିଠି ଲେଖିବା ପରେ ବିଭାଗୀୟ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ଅବକାରୀ ସଚିବ ଯାଜପୁର ଅବକାରୀ ଅଧିକ୍ଷକ ଙ୍କୁ ଚିଠି କରିବା ପରେ ବିଭିନ୍ନ!-->…
୫କୋଟିର ଠକେଇ, ୨ ସାଇବର ଠକ ଗିରଫ
ବଲାଙ୍ଗିର : ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଣ୍ଟି ଓ ସୌମ୍ୟରଞ୍ଜନ!-->…
ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି; ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ
ବାସୁଦେବପୁର :ସମିତି ଅଧ୍ୟକ୍ଷ ଓ ବିଡ଼ିଓଙ୍କ ମନମାନି କାରଣକୁ ନେଇ ବ୍ଲକ ପରିସରରେ ଆମରଣ ଅନଶନରେ ବସିଲେ ସରପଞ୍ଚ ଓ ସମିତି ସଭ୍ୟ। ଏହି ପ୍ରତିବାଦ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଘଟିଛି। ଲୋକପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦିଆନଯିବ। ତାହା ସହ ଅଧ୍ୟକ୍ଷଙ୍କ ସମେତ ବିଡିଓ ଓ ବ୍ଲକ!-->…
ଅଙ୍ଗନବାଡ଼ିରେ ଦଳିତ କର୍ମୀଙ୍କୁ ବିରୋଧ : ସ୍ଥିତି ପରଖିଲେ କଂଗ୍ରେସ ଜିଲ୍ଲା ସଭାପତି
ରାଜନଗର : ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ନିଯୁକ୍ତି ବିରୋଧ ଘଟଣାରେ ସ୍ଥିତି ପରଖିଛି କଂଗ୍ରେସ। ଘଟଣାସ୍ଥଳରେ ଜିଲ୍ଲା ସଭାପତିଙ୍କ ସହ କଂଗ୍ରେସର ଏକ ଦଳ ପହଞ୍ଚି ଆଲୋଚନା କରିଛନ୍ତି।
କଂଗ୍ରେସ ଜିଲ୍ଲା ସଭାପତି ଡାକ୍ତର ଦେବସ୍ମିତା!-->!-->!-->…
‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର : ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି । ଆସନ୍ତା ୪ ବର୍ଷରେ ଏହି ଯୋଜନାରେ !-->…
ବୋର୍ ୱେଲରେ ପଡି ଶିଶୁ କନ୍ୟା ମୃତ
ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋର୍ ୱେଲରେ ପଡି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭାଣୀଜି । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଦିଂ ନିକଟରେ ମାମୁଁ ଘର l ଖେଳୁ ଖେଳୁ ବୋର ୱେଲ୍ ଖସି ପଡିଥିଲା ଶିଶୁ ।!-->…
ଏସିଡ ମାଡରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ
ବାଲେଶ୍ବର : ବାଲେଶ୍ବରରେ ବହୁଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ (ଏସ ସି , ଏସ ଟି) ଅବଦୁଲ୍ ସମିମ୍ ଅଖତର । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩!-->…
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ!-->…