Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଥଚାରୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବିସିଜେଡି ପକ୍ଷରୁ ଜଳ ସେବା କେନ୍ଦ୍ର ଉଦଘାଟିତ
ଭୁବନେଶ୍ବର: ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି ଲୋକଙ୍କୁ ବେହାଲ କରିଛି । ରାଜଧାନୀରେ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ପାଣିଟୋପେ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅସିତ ରଞ୍ଜନ ଦାସଙ୍କ!-->…
ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ଅଧିକାରୀ: ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ପଡ଼ିଗଲେ ଶିକ୍ଷାଧିକାରୀ। ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲା ବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା!-->…
ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସକାଳେ ମର୍ଣ୍ଣିଂ ୱାକ କରୁଥିବା ବେଳେ କିଛି ଦୁର୍ବୃତ୍ତ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡିଛି । ଘଟଣା ଘଟିଛି କପିଳେଶ୍ଵର ଭୀମକୁଣ୍ଡ ମନ୍ଦିର ଛକରେ। ଯୁବକଙ୍କ ନାଁ ସରୋଜ ତ୍ରିପାଠୀ ।!-->…
ବଦଳିଗଲା ଶବ..! ଅନ୍ୟ ଜଣକ ମୃତଦେହକୁ ନିଜର ଭାବି ଦାହ କରିଦେଲେ ପରିବାର ଲୋକେ
ସାଲେପୁର: ସରିଲା ଶେଷକୃତ୍ୟ। ଦେଖୁ ଦେଖୁ ପାଉଁଶ ହୋଇଗଲା ଶବ। ଭାଇ ବନ୍ଧୁ କୁଟୁମ୍ବ ଯିଏ ଯାହା ବାଟରେ ଚାଲିଗଲେ। ପରିବାର ଲୋକେ ବି ନିଜର ଲୋକକୁ ମନେପାକାଇ ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଥାନ୍ତି। ହେଲେ ହଠାତ୍ ଆସିଲା ଫୋନ୍। ଜଣାପଡିଲା ପରିବାର ଲୋକେ ଯେଉଁ ଶବକୁ ପୋଡିଛନ୍ତି ସେ ଶବ!-->…
ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ପ୍ରତିରୋଧ ପାଇଁ ଆରମ୍ଭ ହେଲା ସମରାଭ୍ୟାସ
ପାରାଦୀପ: ଆରମ୍ଭ ହୋଇଛି ସମରାଭ୍ୟାସ । ୨୬.୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ଯ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ବର୍ଷ ଦୁଇଥର ଆୟୋଜିତ ହୋଇଥାଏ ମିଳିତ ସମରାଭ୍ଯାସ ସାଗର କବଚ। ତେବେ ଏ ବର୍ଷର ପ୍ରଥମ ସମରାଭ୍ଯାସ ସାଗର କବଚ OD -23!-->…
ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ
ଭୁବନେଶ୍ୱର :ଆଜିଠାରୁ ପିଲାଙ୍କର ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି!-->…
ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର : ବଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କ ଉପରକୁ ଆଜି ସକାଳୁ ମରଣାନ୍ତକ ଆକ୍ରମଣ ହୋଇଛି l ଆଜି ସକାଳେ ସେ ଲୋକନାଥ ମର୍ଣ୍ଣିଂ ୱାକ କରି ଫେରୁଥିବା ବେଳେ ସୋର ଥାନା ନିକଟରେ ଏହି ଆକ୍ରମଣ ହୋଇଛି l
ଲୋକନାଥ ଆଜି ସକାଳେ ମର୍ଣ୍ଣିଂ ୱାକ କରିବାକୁ ଘରୁ!-->!-->!-->…
ଆଜି ବିଶ୍ୱ ଛେନାପୋଡ଼ ଦିବସ: ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପ୍ରୟାସ…
ଭୁବନେଶ୍ୱର : ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ଆଜି ପାଳନ ହେଉଛି ବିଶ୍ୱ ଛେନାପୋଡ଼ ଦିବସ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗର ମାନ୍ୟତା ଦେବା ପାଇଁ ନୟାଗଡ଼!-->…
ଗାୟତ୍ରୀ ସ୍ୱୟଂସହାୟକ ଗୋଷ୍ଠୀ ଦ୍ଵାରା ନିମ୍ନ ମାନର ଛତୁଆ ପ୍ରସ୍ତୁତ…
ତିନି ମାସର ରାଜ୍ୟ ପରୀକ୍ଷଣ
ରିପୋର୍ଟରେ ମାନ ହ୍ରାସ ତଥାପି ପ୍ରଶାସନ ଚୁପ...
ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଲେ ମହାଡାକପାଳ…
ଭୁବନେଶ୍ୱର : ପୋଷ୍ଟାଲ ଡିପାର୍ଟମେଣ୍ଟରେ ଫେକ୍ ସାର୍ଟିଫିକେଟ ଦେଇ ଚାକିରି କରିବା ମାମଲାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖିଛନ୍ତି ମହାଡାକପାଳ। ଫେକ୍ ସାର୍ଟିଫିକେଟରେ ଏକାଧିକ ରାଜ୍ୟର ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଥିବା ଜଣାପଡ଼ିଛି। ଜାଲ ସାର୍ଟିଫିକେଟ ଦେଇ!-->…