Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟ୍ୱିନ ସିଟିରେ ଗଡିବ ମେଟ୍ରୋ ! କଟକ-ଭୁବନେଶ୍ବରରେ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଏବଂ 5T ସଚିବଙ୍କ ସହ ବରିଷ୍ଠ…
ଭୁବନେଶ୍ୱର : ରାଜଧାନୀ ବାସୀଙ୍କ ପାଇଁ ଖୁସିଖବର। ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସମୀକ୍ଷା। କେଉଁ କେଉଁ ରୁଟ ଦେଇ ମେଟ୍ରୋ ଯିବ ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ମେଟ୍ରୋ ଟ୍ରେନ ଚାଲିଲେ ବହୁ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି ।!-->…
ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର
ଭୁବନେଶ୍ୱର :ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ। ଉତ୍କଳମଣି ଗୋପବନ୍ଧୁ!-->…
ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କଲେ 5T ସଚିବ..
କଟକ: ଫାଇଭ ଟି ସଚିବଙ୍କ ସାଲେପୁର ଗସ୍ତ । ସକାଳ ୫ଟା ସମୟରେ ମଧୁବାବୁଙ୍କ ଜନ୍ମ ପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍ ପାଗା ସତ୍ୟଭାମାପୁର୍ରେ ପହଞ୍ଚି ଥିଲେ । ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିବା ସହ ବୁଲି ଦେଖିଛନ୍ତି । ସ୍ଥାନୀୟ ଅଧିକାରୀମାନେ ପୀଠର ନକ୍ସା ଦେଖାଇବା ସହ 5T!-->…
ବ୍ରହ୍ମପୁର ରିଜର୍ଭ ପୋଲିସ ପଡିଆ ଠାରେ ପାଳିତ ହେଲା ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ…
ବ୍ରହ୍ମପୁର : ଆଜି ସାରା ଓଡିଶାରେ ଉତ୍କଳ ଦିବସ ପାଳିତ ହେଉଅଛି । ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ। ଏବଂ ଏହି ପଵିତ୍ର ଦିବସରେ ଓଡିଶା ପୋଲିସ ର ମଧ୍ୟ ପ୍ରତିଷ୍ଠା ଦିବସ l ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ମଧ୍ୟ ଏହି ୮୮ ତମ ପ୍ରତିଷ୍ଠା!-->…
ମାଲକାନଗିରି ପୋଲିସ ପ୍ୟାରେଡ଼ ପଡିଆ ଠାରେ ପାଳିତ ହେଲା ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ…
ମାଲକାନଗିରି :, ଆଜି ସାରା ଓଡିଶାରେ ଉତ୍କଳ ଦିବସ ପାଳନ ହେଉଅଛି । ଭାଷା ଭିତରେ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ। ଆଜି ଏହି ଦିନରେ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ । ଜିଲ୍ଲା ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ!-->!-->!-->…
ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ…
ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ଯ୍ୟ ଦିବସ ଥିଲା। ଏହି!-->…
ସାରଦା ପ୍ରସାଦ ନାୟକଙ୍କ କାର୍କୁ ଧକ୍କା ଦେଲା କ୍ରେନ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାୟକ
କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍କୁ ଏକ ଭାରି ଯାନ ‘କ୍ରେନ୍’ (ଏସ୍କର୍ଟ ହାଇଡ୍ରା) ଧକ୍କା ଦେଇଛି। ଖୁସିର କଥା ଯେ, ବିଧାୟକ ଶ୍ରୀ ନାୟକ!-->…
ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ…
ଭୁବନେଶ୍ବର: ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯,୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭,୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ବଢ଼ିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୯୫,୩୧୧ କୋଟିରୁ ୧ ଲକ୍ଷ ୯ ହଜାର ୫୮୬!-->…
ଅଭିଯୁକ୍ତର ଆକ୍ରମଣରେ ଏସ୍ଆଇ ଓ ଏଏସ୍ଆଇ ସମେତ ୫ ପୁଲିସ କର୍ମଚାରୀ ଆହତ
ନୀଳଗିରି: ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ ହାଣିଛି। ହତ୍ୟା ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଜାମ୍ବୁଡ଼ିହିସାହିରେ ଶୁକ୍ରବାର ପୁଲିସ ଉପରେ ଆକ୍ରମଣ କରିଛି। ଆକ୍ରମଣର ଶିକାର ହୋଇଛନ୍ତି ଏସ୍ଆଇ ବିରଞ୍ଚି ସାହୁ ଓ ଏଏସ୍ଆଇ!-->…
ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥୀ ଚୟନ ଲାଗି କଂଗ୍ରେସର ପାଞ୍ଚଜଣିଆ ଟିମ୍ ଗଠିତ…
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ପିସିସି ସଭାପତି କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ପାଞ୍ଚଜଣିଆ ଟିମ ଗଠନ କରିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ!-->…