Browsing Category

ଓଡିଶା

ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ଡେଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିବା ବେଳେ ମୃତ ଛାତ୍ରଜଣକ ମେଡିକାଲ କଲେଜର ତୃତୀୟ ବର୍ଷର ଏମବିବିଏସ ଛାତ୍ର ହିତେଷ୍ଣୁ ଦାସ(୨୨) ବୋଲି ଜଣାପଡ଼ିଛି। ଖବରପାଇ

ଗଛକୁ ପିଟିହେଲା ବାଇକ୍, ୩ ମୃତ…

ଓଡ଼ଗାଁ: ଗୁରୁବାର ବିଳମ୍ବିତ ରାତିରେ ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟି ହୋଇ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ଗ୍ରାମ

ସମ୍ବଲପୁରରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ୭ ମୃତ

ରେଙ୍ଗାଲି: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲକୁ ଏକ ବୋଲେରୋ ଗାଡ଼ି ଖସି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ୭ ମୃତକଙ୍କ ପରିଚୟ ମିଳିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ,

ପୁଣି ମାତିଲେ ମାଓବାଦୀ ଦୀର୍ଘଦିନ ନୀରବତା ପରେ ଟାୱାର ପୋଡିଲେ ନକ୍ସଲ…

ମାଲକାନଗିରି :ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତର ଅଞ୍ଚଳରେ ପୁଣି ନକ୍ସଲ ହିଂସା l ନକ୍ସଲମାନେ ବର୍ତ୍ତମାନ ଛତିଶଗଡର କୋଣ୍ଡାଙ୍ଗାବ ଜିଲ୍ଲାରେ ଏକ ବଡ଼ ଘଟଣା ଘଟାଇଛନ୍ତି ​​l ନକ୍ସଲମାନେ କୋଣ୍ଡାଙ୍ଗାବ ଜିଲ୍ଲାର ବୟନାର ପୋଲିସ ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଥିବା ଏକ ଘରୋଇ

ରାମନବମୀ ଉପଲକ୍ଷେ ଝରୀଗାଁରେ ବିଶାଳ ଶୋଭାଯାତ୍ରା

ଉମରକୋଟ : ଆଜି ରାମ ନବମୀ | ହିନ୍ଦୁ ପୁରାଣ ଅନୁସାରେ ହିନ୍ଦୁ ପୁରାଣ ରାମାୟଣ ର ମୁଖ୍ୟ ନାୟକ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଚୈତ୍ର ମାସ ର ଶୁକ୍ଲପକ୍ଷ ନବମୀ ତିଥିରେ ତ୍ରେତୟା ଯୁଗରେ ଅଯୋଧ୍ୟା ଠାରେ ଜନ୍ମ ନେଇଥିଲେ | ଆଜିର ଏହି ଦିନକୁ ରାମନବମୀ ଭାବେ ସମଗ୍ର ଭାରତ ବର୍ଷ

ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ଯ ଜାରି

ଭୁବନେଶ୍ୱର: ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ଉକ୍ତ ନାବାଳକ ଜଣଙ୍କ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ନାଁ ୧୩ ବର୍ଷୀୟ ସୁମିତେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି। ସେ ଶିଶୁପଳଗଡ଼ ଇନ୍ଦିରା କଲୋନୀର ରହୁଥିବା ସୂଚନା। ଖବର

ରାଜଧାନୀରୁ ୫ ଅପହରଣକାରୀ ଗିରଫ, ଦାବି କରିଥିଲେ ଦେଢ଼ କୋଟି ଟଙ୍କା

ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ଦାବିରେ ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରୁ ତିନି ଜଣଙ୍କୁ ଅପହରଣ ଘଟଣାରେ କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମନୋଜ ମହାପାତ୍ର, ଜଣେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସିଭିଲ ସପ୍ଲାଏ

୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ, ୨ ଗିରଫ

ଢେଙ୍କାନାଳ: ୭ ମାସ ପରେ ମାଟି ତଳୁ ମିଳିଲା ନରକଙ୍କାଳ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଗିରଫ । ଅନ୍ୟ ଜଣେ ଫେରାର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାଲିପଶି ଗାଁରେ ଏହି ଘଟଣା ଘଟିଛି । ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ବର୍ଷ ସେପ୍ଟେମ୍ବରରେ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଜଣଙ୍କୁ ପ୍ରଧାନଶିକ୍ଷକ ଅଫିସକୁ ଡାକି ଅସଦାଚରଣ କରିଥିବା

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ

କୋରାପୁଟ: ପାରିବାରିକ ଅଶାନ୍ତିର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଂଚାୟତର ଚିନ୍ତାଲ ଗୁଡା ଗ୍ରାମରେ ଘଟିଛି ଅଘଟଣ। ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ । ଘଟଣା ସମ୍ପର୍କରେ ଜାଣିବାପରେ ସାଇଣ୍ଟିଫିକ ଟିମ୍ ପହଁଚି