Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜି ପବିତ୍ର ରାମନବମୀ
ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ!-->…
ଦୁର୍ନୀତି ରେ ଉବୁଟୁବୁ ରାଉରକେଲା ତହସିଲ :ଏଠାରେ ଆଦାୟ ପ୍ରବଳ କାମ ଦୁର୍ବଳ…!
ସୁନ୍ଦରଗଡ଼ //ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା, ବୀରମିତ୍ର ପୁର, କୁରମୁଣ୍ଡା ତହସିଲ ଦୁର୍ନୀତି ରେ ଉବୁଟୁବୁ କୁ ନେଇ କଥା ବାଟରୁ ଯାଇ ହାଟରେ ଗଡ଼ିଲାଣି ତଥାପି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚେତା ପଶୁନି l ଏହି ତହସିଲ ଅଞ୍ଚଳ ସରକାରଙ୍କ ଗୁଡ ମାଠିଆ କହିଲେ କିଛିବି ଭୁଲ!-->…
୧୨୦୫ ଡାକ୍ତରଙ୍କୁ କୃତକାର୍ଯ୍ୟ ଘୋଷଣା କଲା ଓପିଏସସି
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ସହକାରୀ ସର୍ଜନ ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ମୋଟ ୧୨୦୫ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସ୍ସି ଏହି ୧୨୦୫ ଜଣ ଡାକ୍ତରଙ୍କୁ ସହକାରୀ ସର୍ଜନ ଭାବେ ନିଯୁକ୍ତି ଦେବାକୁ!-->…
ବାଣିକ୍ ଉପରେ ସେଣ୍ଟ୍ରାଲ ଜିଏସଟି ରେଡ୍…
ଭୁବନେଶ୍ବର: ବଣିକ୍ କୋଚିଂ ସେଣ୍ଟର ନାଁ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ କରି ଯାଞ୍ଚ ଚଳାଇଛି ସେଣ୍ଟ୍ରାଲ ଜିଏସଟି। ଗ୍ରାହକ ସାଜି ସେଣ୍ଟ୍ରାଲ GSTର ଗୁଇନ୍ଦା ଟିମ ଚଳାଇଥିଲା ଅପରେସନ। ଗଲା ୫ ବର୍ଷ ଧରି ଟ୍ୟାକ୍ସର!-->…
୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଝାରସୁଗୁଡ଼ାରୁ ଅପହରଣ, ବରଗଡ଼ରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ର ମୃତଦେହକୁ ପୁଲିସ ବରଗଡ଼ ଜିଲ୍ଲାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଛି। ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଏହା ନମିଳିବାରୁ ନାବାଳକକୁ ହତ୍ୟା!-->…
ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ଭୁବନେଶ୍ବର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତି କିମ୍ବା ବ୍ୟକ୍ତିଗତ ସମସ୍ୟାରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଆର୍ଡି ଲେଡିଜ୍ ହଷ୍ଟେଲର!-->…
ଝାରସୁଗୁଡା ଉପନିର୍ବାଚନ: ମେ’ ୧୦ରେ ଭୋଟ୍ ଗ୍ରହଣ, ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି…
ଝାରସୁଗୁଡା: ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ!-->…
ଜାଲ ସାର୍ଟିଫିକେଟ ପ୍ରସଙ୍ଗ: ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି
ଭୁବନେଶ୍ବର: ଆଜି ଶୂନ୍ୟକାଳରେ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ରହିଛି। ଏହି ମାମଲାରେ ୧୯ ଜଣ ଗିରଫ ହେଲେଣି। ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଛି। ଏଥିରେ ଆଉ!-->…
ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ: ୨ ମୃତ
ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର । ଦୁର୍ଘଟଣା ପରେ ସ୍ଥାନୀୟ!-->…
କୋଇଡା ବିଡିଓଙ୍କୁ ମାଡ ମାରି ବନ୍ଧା ହେଲେ ବାପା, ଭାଇ ଫେରାର…
ବଣାଇ: କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ମାଡ। ବିଡିଓଙ୍କ ସମେତ ସହକାରୀ ଯନ୍ତ୍ରୀଙ୍କୁ ନିର୍ଧୁମ ମାଡ ମାରିଲେ ବିଡିଓଙ୍କ ବାପା ଓ ଭାଇ। ଏନେଇ କୋଇଡା ଥାନାରେ ଦେଇଛନ୍ତି ପଲ୍ଲବୀ ରାଣୀ ରାଜ। ବିଡିଓଙ୍କ ପ୍ରାଥମିକ ଚିକିତ୍ସା ପାଇଁ ରାଉରକେଲାକୁ ପଠା ଯାଇଥିଲା ପରେ ସେଠାରୁ କଟକ ବଡ!-->…