Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦେବୀ ନଦୀରେ ଗାଧୋଇବା ବେଳେ ବୁଡି ଗଲେ ୩ ଛାତ୍ର, ଜଣେ ଉଦ୍ଧାର…
ଜଗତସିଂପୁର : ଜଗତସିଂହପୁର ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀରେ ଅଘଟଣ । ୪ ସାଙ୍ଗ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ । ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା ବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି।
୪ ଛାତ୍ର ଭୁବନେଶ୍ୱର ସତ୍ୟନଗର ସ୍ଥିତ ଏକ କଲେଜରେ ପାଠ ପଢୁଥିବା ସୂଚନା ରହିଛି। ୨!-->!-->!-->…
ବଢୁଛି କୋଭିଡ କେସ୍: ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି
ଭୁବନେଶ୍ୱର : ବିଭିନ୍ନ ରାଜ୍ୟରେ କୋଭିଡ କେସ୍ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା େଓ୍ଵବସାଇଟରେ ଅପଲୋଡେ କରାଯିବ ।
!-->!-->!-->…
ସ୍କୁଲ ପିଲାଙ୍କୁ ଡ୍ରାଇଭ୍ ମନା
ଭୁବନେଶ୍ୱର: ବେଆଇନ ଗାଡି ଚଳାିଥିବା ସ୍କୁଲ ପିଲାଙ୍କୁ ଜବତ ପାଇଁ ପଦକ୍ଷେପ । କାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ । ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନଙ୍କ ସୂଚନା ।
ବିନା ଲାଇସେନ୍ସରେ ଡାଇଭ୍ କରୁଥିଲେ ୨୫ ହଜାର ଜରିମାନା ଦାବି ହୋଇଛି । ପିଲା!-->!-->!-->…
ଏଫବିଆଇ ତଦନ୍ତ ନେଇ ଭାରତ ସରକାରଙ୍କଠାରୁ କୌଣସି ଉତ୍ତର ଆସିନି: ଗୃହ ରାଷ୍ଟ୍ରମନ୍ତ୍ରୀ…
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଏ ପର୍ଯ୍ୟନ୍ତ ଏଫବିଆଇ ତଦନ୍ତ ନେଇ କେନ୍ଦ୍ର ପକ୍ଷରୁ କୌଣସି ଉତ୍ତର ଆସିନି। ଅନ୍ୟ ରାଜ୍ଯରେ ଏଫବିଆଇ ତଦନ୍ତ ନେଇ ରାଜ୍ଯ ସରକାରଙ୍କ ପାଖରେ ଖବର ନାହିଁ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା!-->…
ଯଦି କଂଗ୍ରେସ କହିବ ରାହୁଲ ଗାନ୍ଧୀ ଆଇନର ଊର୍ଦ୍ଧ୍ୱରେ, ତେବେ କିଛି କହିବାର ନାହିଁ: ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଆଜି ବିଧାନସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ କଳା ପୋଷାକ ପିନ୍ଧି ଗୃହରେ ପ୍ରତିବାଦ କରିଥିଲେ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବରିଷ୍ଠ ବିଜେପି ନେତା କହିଛନ୍ତି, ଆଇନର ଊର୍ଦ୍ଧ୍ୱରେ କେହି ନୁହେଁ।!-->…
ବିଧାନସଭାରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକଙ୍କ ହୋ-ହଲ୍ଲା
ଭୁବନେଶ୍ୱର : ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ଆରମ୍ଭରୁ କଂଗ୍ରେସ ବିଧାୟକ ପ୍ରବଳ ହଟ୍ଟଗୋଳ କରିଥିଲେ । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ ।
ମୋଦୀ ସରକାରଙ୍କ!-->!-->!-->…
ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଟାଙ୍ଗୀ : ରେଳ ଧାରଣା ପାର୍ଶ୍ୱରୁ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁଦେହ ଉଦ୍ଧାର। ଆଜି ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।
!-->!-->!-->…
ଭୁବନେଶ୍ୱରର ବିଭିନ୍ନ ପାର୍କ ସାମ୍ନାରେ ଖୋଲିଲା ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଫୁଡ୍ ଷ୍ଟଲ…
ଭୁବନେଶ୍ୱର : ପୁଷ୍ଟିଶସ୍ୟର ଉତ୍ତମ ଗୁଣବତ୍ତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚଳିତ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।!-->…
ଜିଲ୍ଲା ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ
ଭଞ୍ଜନଗର: ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ। ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ଡାକରା ଦିଆଯାଇଥିଲା । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା । ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ!-->…
ଅଜଣା ପୋକକୁ ନେଇ ଗାଁରେ ଆତଙ୍କ, କାମୁଡି ଦେଲେ ଫୁଲିଯାଉଛି ଲୋକଙ୍କ ହାତ ଗୋଡ…
ବାଲେଶ୍ୱର: ଗାଁ ସାରା ପୋକ ସାଲୁବାଲୁ । ପାଦ ପକାଇବା ବି କଷ୍ଟକର ହୋଇପଡୁଛି । ଖାଇବା ଥାଳି ଓ ପାଣିରୁ ବାହାରୁଛନ୍ତି ଅଜଣା ପୋକ । ବାଲେଶ୍ୱର ଜିଲ୍ଲା ଗେଙ୍ଗୁଟି ପଞ୍ଚାୟତ ଜମ୍ଭେଶ୍ୱରପୁର ଗାଁରେ ଛାରପୋକ ପ୍ରଜାତିର ପୋକ ଆତଙ୍କ । ଇଏ କେଉଁ ପ୍ରଜାତିର ପୋକ? କେଉଁଠୁ ଆସୁଛି? ତାହା!-->…