Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୁଲୁଛନ୍ତି ବାଘ ଓ ବାଘୁଣୀ ! ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ କରାଇଲା ନୂଆପଡା ବନବିଭାଗ
ନୂଆପଡା: ସାବଧାନ୍! ଗାଁରେ ବୁଲୁଛି ବାଘ। ସଭିଏଁ ରୁହ ସତର୍କ। ଏମିତି କିଛି କହି ମାଇକ୍ ଦ୍ବାରା ଲୋକଙ୍କୁ ସତର୍କ କରାଉଛି ବନ ବିଭାଗ। ଏ ହେଉଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁ ଏବଂ ଅଭୟାରଣ୍ୟ ସଂଲଗ୍ନ ରହିଥିବା ଜଙ୍ଗଲ ତଳି ଅଂଚଳର ଦ୍ରୁଶ୍ଯ। ଯେଉଁଠି ବାଘ ଓ ବାଘୁଣୀଙ୍କ!-->…
ହୋଡିଂ ଉପରେ କାମ କରୁଥିବା ବେଳେ ମହୁମାଛି ଆକ୍ରମଣ, ତଳେ ପଡି ଜଣେ ମୃତ
ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଡି କାମ କରିବା ବେଳେ ମହୁମାଛି ଆକ୍ରମଣରେ ଖସି ପଡ଼ି ଯୁବକ ମୃତ ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଟୋରେଣ୍ଟ ଆଡ଼ଭାଇଟାଇଜମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇ ଜଣ ଯୁବକ ବିଳମ୍ବିତ!-->…
ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର..
ପୁରୀ : ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର। ଭିଡିଓ ଫୁଟେଜ୍ ଏତେ ସ୍ପଷ୍ଟ ଦୃଶ୍ୟମାନ ହେବ ଯେ ସହଜରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ହେବ। ଅବଢ଼ା ଯୋଜନାରେ କାମ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଓବିସିସି ପକ୍ଷରୁ ଏ ନେଇ ଟେଣ୍ଡର!-->…
ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼। ଆହତ ହେଲେ କାଳୁ ଗୌଡ଼, ଜୋହ୍ନl ଗୌଡ଼ ଓ ପ୍ରତିମା ଗୌଡ଼l ଆହତ ମାନଙ୍କୁ ପ୍ରଥମେ!-->…
ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବନ୍ଧା ହେଲେ ଯୁବକ
ଭୁବନେଶ୍ବର: ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। କେବଳ ସେତିକି ନୁହେଁ, ସୋଶାଲ ମିଡିଆରେ ସମ୍ପୃକ୍ତା ଯୁବତୀଙ୍କ ଜାଲ୍ ଭିଡିଓ ଅପଲୋଡ୍ କରିବା ପରେ ବନ୍ଧା ହେଲେ ଯୁବକ । ଏପରି ଘଟଣା ରାଜଧାନୀରେ ଘଟିଥିବା ବେଳେ ଗିରଫ ଯୁବକଜଣକ ହେଲେ ପ୍ରୀତି ପ୍ରକାଶ ନାୟକ ନାମକ ।!-->…
ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ…
ଭୁବନେଶ୍ୱର : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆଜି ସକାଳେ !-->…
୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା !
ଭୁବନେଶ୍ୱର: ବର୍ଷା ଆଣୁଛି ପଶ୍ଚିମା ଝଡ଼ । ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଛି । ଦେଶର ଉତ୍ତର ପଶ୍ଚିମ ଭାରତରେ ବର୍ଷା ହୋଇଥିବା ବେଳେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୭ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ବଢ଼ିବ । ଆଜି କିଛି ଜିଲ୍ଲାରେ!-->…
ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲା ବିଜେଡି, ଜବାବ ରଖିଲା ବିଜେପି..
ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ ଘୋଷଣା କରନ୍ତି,!-->…
ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍
ଭଦ୍ରକ: ବାଲି ବୋଝେଇ ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍ । ଓଭର ଲୋଡିଂ ପାଇଁ ଫାଇନ୍ କରିଛନ୍ତି ଭଦ୍ରକ ତିହିଡି ତହସିଲଦାର ପ୍ରତୀକ ସାହୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍କୁ!-->…
ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି…
ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ – ଗରିବ – ଆଦିବାସୀଙ୍କୁ!-->…