Browsing Category

ଓଡିଶା

ଡ୍ରାଇଭରମାନଙ୍କ ଆନ୍ଦୋଳନ: ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ

ପୋଲିସ ଡିଜିଙ୍କ ସହ ବୈଠକ ପରେ ଅନଲାଇନ ଅଟୋ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ…

ଭୁବନେଶ୍ୱର : ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଲା । ସେହିପରି ଯେଉଁ ଯେଉଁ ସ୍ଥାନରେ ଗତକାଲି ଦୁର୍ବ୍ୟବହାର ହୋଇଥିଲା । ସେନେଇ ସ୍ଥାନୀୟ ଥାନାରେ ଏତଲା ଦିଆଯିବ । ସଂଘ

ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ…

ଭୁବନେଶ୍ୱର: ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ । ପଛୁଆ ବର୍ଗ ଲୋଲକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏନେଇ ଚୂଡାନ୍ତ ନିର୍ଦ୍ଦେଶନାମା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଛି । ଏହି ସର୍ଭେ କେବଳ ଓଡ଼ିଶା

ରାଜ୍ୟରେ ଏଚ୍‌୩ଏନ୍‌୨ ମାମଲା ୬୧କୁ ବୃଦ୍ଧି…

ଭୁବନେଶ୍ବର : ଦେଶବ୍ୟାପୀ ଇନ୍‌ଫ୍ଲୁଏଞ୍ଜା ଲୋକମାନଙ୍କ ନିଦ ହଜାଇଛି। ସଂକ୍ରମଣ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣକୁ ନଜରରେ ରଖି ପୁଡ଼ୁଚେରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦ଦିନ ଯାଏ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ମାତ୍ର

ବିଦେଶକୁ ରପ୍ତାନି ହୋଇଛି ୯୭୫ କେଜି ମିଲେଟ

ଭୁବନେଶ୍ବର : ଚଳିତବର୍ଷ ପୂର୍ବ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରୁ ୯୭୫ କେ.ଜି ମିଲେଟ ଦୁବାଇ ଓ ୟୁଏଇକୁ ଏପିଇଡିଏ(କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନି ବିକାଶ କର୍ତୃପକ୍ଷ) ମାଧ୍ୟମରେ ରପ୍ତାନି କରାଯାଇଛି। ୨୦୧୮-୧୯ ମସିହାରୁ ଚାଷୀମାନଙ୍କଠାରୁ ଉତ୍ପାଦିତ ହେଉଥିବା ମାଣ୍ଡିଆକୁ

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର..

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍‌ ନାନପୁର ମୌଜାର ପତିସାହିରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଉକ୍ତ ପାରାର ଦୁଇ ଗୋଡ଼ରେ ଦୁଇଟି ନଳି ଲାଗିଥିବା ବେଳେ ଡେଣାରେ ଅଜଣା ଭାଷାରେ କିଛି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଗୋଡ଼ରେ ଚିପ୍ ସଦୃଶ ଜିନିଷ ମଧ୍ୟ ରହିଛି। ଯାହାକୁ ନେଇ ସନ୍ଦେହ

ପୁଲିସ୍‌ ଉପରକୁ ବୋମା ମାଡ଼…

ବ୍ରହ୍ମପୁର: ପୁଲିସ୍‌ ଉପରକୁ ବୋମା ମାଡ଼ ହୋଇଛି। ଆଜି ଏପରି ଚିତ୍ର ଆସିଛି ବ୍ରହ୍ମପୁରରୁ। ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ହୋଇଛି ବୋମା ମାଡ଼। ଅଳ୍ପକେ ବର୍ତ୍ତିଲା ପୁଲିସ୍‌ କର୍ମଚାରୀଙ୍କ ଜୀବନ। ମଙ୍ଗଳବାର ଲକ୍ଷ୍ମୀନୃସିଂହ ସାହିରେ ଏକ ଘରକୁ ବୋମାମାଡ଼ ହୋଇଥିଲା। ଏହି

ଜିଲ୍ଲା ଶିକ୍ଷାଧିକାରୀଙ୍କ ଛତ୍ର ଛାୟାତଳେ ବଲସ୍କୁମ୍ପା ହାଇସ୍କୁଲର ଦୁର୍ନୀତି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା (5 T ) ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ଦୁର୍ନୀତିକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ବଖାଣି ଥିଲେ ସ୍କୁଲ କମିଟି l ହେଲେ ଶିକ୍ଷାଧିକାରୀଙ୍କର ଛତ୍ର ଛାୟାତଳେ

ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯିବୁ: ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ବର: ତିନି ମାସ ସମୟ ନେଲେ ସରକାର। ହେଲେ ଦାବି ପୂରଣ କଲେନି। ତେଣୁ ପୁଣିଥରେ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ଆଉ ଆଜି ଆନ୍ଦୋଳନକୁ ପୁଲିସ ଅନୁମତି ଦେଇନଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ

ଭୁବନେଶ୍ୱର: ୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ। ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ ମା ଓ ଶିଶୁ ବିକାଶ ସହିତ ନିରାପଦ ମାତୃତ୍ଵ ପାଇଁ କାମ କରି ଆସୁଥିବା ଆଶା କର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଆଶାକର୍ମୀମାନେ ଦାବି କରିଛନ୍ତି ଯେ ମାସିକ