Browsing Category

ଓଡିଶା

ପାରାଦୀପ ପାରାକୁ ନେଇ ସବୁଆଡେ ଚର୍ଚ୍ଚା…

ପାରାଦୀପ: ପାରାଦୀପ ପାରାକୁ ନେଇ ସବୁଆଡେ ଚର୍ଚ୍ଚା । କେଉଁଠାରୁ ଆସିଛି ଏହି ଗୁଇନ୍ଦା ପାରା । କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ପାରାକୁ ପଠାଇଛି । କି ପ୍ରକାର ତାଲିମ ନେଇଛି ଏହି ପକ୍ଷୀଟି । ଏ ସମସ୍ତ ପ୍ରଶ୍ନ ଏବେ ଉଙ୍କି ମାରୁଛି ରାଜ୍ୟବାସୀଙ୍କ ମନରେ । ସୂଚନା ଅନୁଯାୟୀ, ଗୁଇନ୍ଦାଗିରି

୧୨ଶହ ଟଙ୍କାରେ ବ୍ରହ୍ମପୁର-ଭୁବନେଶ୍ବର ବିମାନ ଯାତ୍ରା

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁରରୁ ଭୁବନେଶ୍ବର ବିମାନ ସେବା ଗତ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି। ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଚଳିତ ମାସ ପାଇଁ

ପୁଣି ଫେରିବ ପଶ୍ଚିମା ଝଡ଼, ୧୫ରୁ ପୁଣି ବର୍ଷା…

ଭୁବନେଶ୍ୱର : ୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ଼ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ । ବର୍ଷା ହେବ ଓ ତାପମାତ୍ରା କମିବ । ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା

ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗ୍ରାମ ନିକଟରେ ଦନ୍ତାହାତିର ମୃତଦେହ ଗ୍ରାମବସୀ ଦେଖିବା ପରେ ବନବିଭାଗକୁ ଜଣାଇ ଥିଲେ।ଦନ୍ତାହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ଆନୁମାନିକ ବୟସ ୨୦

ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଗୁରୁତର ହୋଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ବାଲିଆରେ ଦୋଳ

ବ୍ୟାପି ଚାଲୁଛି H3N2 ଭାଇରସ୍: ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା…

ଭୁବନେଶ୍ବର: ଇନଫ୍ଲୁଏଞ୍ଜାକୁ ନେଇ ସବୁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା । ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ସର୍ଭେଲାନ୍ସକୁ ତ୍ୱରାନ୍ଵିତ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଜିଲ୍ଲାଗୁଡ଼ିକୁ ସତର୍କ

ସିଲ୍‌ ହେବ ସମ୍ରାଟ ମାର୍କେଟ୍‌ କୋଠା..!

ପୁରୀ :‌ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସ ଅଗ୍ନିକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୬ ଘଣ୍ଟା ପରେ ଏହି ମା‌ର୍କେଟ୍‌ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଅଗ୍ନିଶମ ବିଭାଗ ନିୟନ୍ତ୍ରଣକୁ ଆଣିଛି। ଅଗ୍ନିକାଣ୍ଡ ପରେ ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତିକୁ ନେଇ ପ୍ରଶାସନ ଆଶଙ୍କାରେ

କାର କାଚ ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍‌…

ପାଣିକୋଇଲି: ପାଣିକୋଇଲି ଛକରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ କାର କାଚ ଭାଙ୍ଗି‌ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଜିନିଷ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ଭୁବନେଶ୍ୱର ଅଞ୍ଚଳର ସୁବ୍ରତ କୁମାର ଚାନ୍ଦ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି। ଗତକାଲି ସେ ନିଜ ନେକ୍ସନ

ପ୍ରୋଟିନ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ…

କଟକ: କଟକରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି । କଟକ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ । ସ୍ଥାନୀୟ ଏକ ଜିମ୍‌ର ଟ୍ରେନରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଜୟନାରାୟଙ୍କ ମୁଣ୍ଡ ଦୋଷ ଅଛି ଓ ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି : ସୁଲତା ଦେଓ…

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାଂସଦ ସୁଲୋତା ଦେଓଙ୍କ ଟାର୍ଗେଟ। ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ। ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ