Browsing Category

ଓଡିଶା

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳା ମହାବଳ ବାଘର ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ଏକ ସାଢ଼େ ୩ ବର୍ଷର ବିରଳ କଳା ମହାବଳ ବାଘର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲି। ସେ କହିଛନ୍ତି, ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ କଳା ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ନିଜ…

ବଡ଼ବିଲରେ ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ସ୍ପଷ୍ଟ ଦିବାଲୋକରେ ଗୁଳି କରି ଯୁବକଙ୍କୁ ହତ୍ୟା । ବଡ଼ବିଲ ୬ ନମ୍ବର ୱାର୍ଡ଼ରେ ଏହି ଗୁଳିକାଣ୍ଡ ହୋଇଛି । ମୃତକଙ୍କ ନାଁ ସୁନୀଲ ସିହ୍ନା । ସକାଳ ସାଢ଼େ ୮ଟା ସମୟରେ ସ୍କୁଟିରେ ଘରକୁ ଯିବାବେଳେ, ୱାର୍ଡ ନଂ ୬ ମନି ଟାୱାର ନିକଟରେ ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରୁ ଏକ ଖୋକା…

ନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ପଞ୍ଚମ ଶ୍ରେଣୀ ଓଡ଼ିଆ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର

କେନ୍ଦ୍ରାପଡା : ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ଓଡ଼ିଆ ଭାଷା ସ୍ଥାନରେ ତେଲଗୁ ପ୍ରଶ୍ନପତ୍ର । କାନ୍ଦି କାନ୍ଦି ଫେରିଲେ ପଞ୍ଚମ ଶ୍ରେଣୀ ଛାତ୍ର । କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପୀଠରେ ନବୋଦୟ ପରୀକ୍ଷାରେ ଏଭଳି ବିଭ୍ରାଟ ସାମନାକୁ ଆସିଛି । ମାର୍ଶାଘାଇ ବ୍ଲକ…

ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ। ପୁରୀରୁ ବାଙ୍ଗିରିପୋଷି ଫେରୁଥିବା ସୁପରଫାଷ୍ଟ ଟ୍ରେନରେ କଟି ସଂପୃକ୍ତ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଖଣ୍ଡାଧାର ଜଳପ୍ରପାତରୁ ୨୦୦ ମିଟର ତଳକୁ ଖସି ଯୁବକଙ୍କ ମୃତ୍ୟୁ

ବଣାଇ : ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ନେପା ମୁର୍ମୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଖଣ୍ଡାଧାରକୁ ବୁଲିଆସିଥିବା ତିନି ଜଣ ସାଙ୍ଗ ସେଠାରେ ଝରଣାରେ ଗାଧୋଇବା ବେଳେ ଗୋଡ଼ ଖସିଯିବା ଫଳରେ ପ୍ରାୟ ୨୦୦ ଫୁଟ ତଳକୁ ଖସିପଡ଼ିଥିଲେ। ପାହାଡ଼ ମଝିରେ ଅଟକି…

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଚାଲିଛି ବିରାଟ ପ୍ରସ୍ତୁତି, ବଦଳୁଛି ଗାଁର ରୂପରେଖ

ମୟୂରଭଞ୍ଜ : ଦୁଇ ଦିନ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ନିଜ ଜନ୍ମମାଟି ଯିବେ ମହାମହିମ । ତାଙ୍କୁ ସ୍ୱାଗତ କରିବା ପାଇଁ ବିରାଟ ପ୍ରସ୍ତୁତି ଚାଲିଛି । ରାଷ୍ଟ୍ରପତିଙ୍କ ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ…

ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ, କୁକୁରଙ୍କ ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର : ରାଜଧାନୀରେ କୁକୁରପ୍ରେମୀ ହୋଇଯାଆନ୍ତୁ ସାବଧାନ। ଏଣିକି ଆପଣଙ୍କ କୁକୁର କାହାକୁ କାମୁଡିଲେ ଆପଣ ଗଣିବେ ବଡ଼ ତଣ୍ଡ। କୁକୁର ପାଳିବାକୁ ହେଲେ ଆପଣଙ୍କୁ ମାନିବାକୁ ପଡିବ ନୂଆ ନିୟମ। ଭୁବନେଶ୍ବରରେ ଲଗାତାର କୁକୁର କାମୁଡା ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମସି ପ୍ରଣୟନ…

ଏୟାରପୋର୍ଟରୁ ମେଟ୍ରୋ ଟ୍ରେନ ଚାଲିବା ପ୍ରସଙ୍ଗ: ସିଏମ୍‌ପି ରିପୋର୍ଟ ମାଗିଲା ଡିଏମ୍‌ଆରସି

ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଓଡିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ଓଆରଆଇଇଡିଏଲ୍‌କୁ ଏକ ରିପୋର୍ଟ ମାଗିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ- ଡିଏମ୍‌ଆରସି। ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ …

ରାଜଧାନୀରେ ୪ ଜଣ ବାଇକ ଲୁଟେରା ଗିରଫ

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ…

ମହାନଦୀ ଜଳ ବିବାଦ: ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର/ରାୟପୁର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗତ ୪୦ ବର୍ଷ ହେଲା ବିବାଦ ଜାରି ରହିଛି। ଏହାର ସମାଧାନ ଲାଗି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି। ଏହା ପରେ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟ୍ରିବ୍ୟୁାନାଲ ଗଠନ…