Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ…
ଝାରସୁଗୁଡ଼ା: କ୍ରାଇମ୍ବ୍ରାଞ୍ଚକୁ ଅଦାଲତି ଝଟକା ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତ ଯାଞ୍ଚ ପାଇଁ ବାଙ୍ଗାଲୁରୁର ନିମହାନ୍ସରେ ମେଡିକାଲ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ!-->…
ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ ନୁହେଁ, ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଆଜି ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ!-->…
ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଆଇଟିଆଇ କଲେଜ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ନାଗେଶ୍ୱରୀ ଗଣ୍ଡ। ସେ ଆରଏସି ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ନାଗେଶ୍ୱରୀଙ୍କ ଘର ରାଇଘର ସରଗୁଲି ସାଲେଭାଟ୍ଟା ଗାଁରେ ବୋଲି!-->…
ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ବିଜୁ ମହିଳା ଜନତା ଦଳର ପ୍ରତିବାଦ
ଭୁବନେଶ୍ୱର : ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି । ଦର ବୃଦ୍ଧିକୁ ବିରୋଧ କରି ରାଜଭବନ ଆଗରେ ବିକ୍ଷୋଭ କରିଛି ବିଜୁ ମହିଳା ଜନତା ଦଳ । ଏହାସହ ପ୍ରତିବାଦ ସଭା ମାଧ୍ୟମରେ ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବା ପାଇଁ ଦଳ ଦାବି!-->…
ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍
ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ରାଜ୍ୟର ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରୋଡ଼ ବିଣିଆପାଟ, ବଜାଜ ସୋ’ରୁମ, ହୋଟେଲ ଇଣ୍ଡିଆଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି।
!-->!-->…
କନ୍ୟାଶ୍ରମରେ ଝାଡାବାନ୍ତି: ୧୧ଛାତ୍ରୀ ଆକ୍ରାନ୍ତ ; ୬ ଗୁରୁତର
ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବl କନ୍ୟାଶ୍ରମରେ ଝାଡ଼ାବାନ୍ତି। ଝାଡ଼ାବାନ୍ତି ରେ ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ଗୁରୁତର ଥିବାରୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନେ ହେଲେ!-->…
ଆଜି ଥିଲା ଚତୁର୍ଥୀ, ଶୌଚ ପାଇଁ ଯାଇଥିବା ବେଳେ ବୁଡି ଗଲେ ଯୁବକ
ବାଲେଶ୍ଵର : ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ । ଗତ ୧ ମାର୍ଚ୍ଚରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ ।
ସୂଚନା ଅନୁସାରେ ଗତ ୧ ତାରିଖରେ ଯୁବକ!-->!-->!-->…
ଭିଜିଲାନ୍ସ ଜାଲରେ KBK ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ରେଡ୍ କରୁଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱରର ୩ଟି, କଳାହାଣ୍ଡି ସ୍ଥିତ!-->…
ଥାନା ପରିସରରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ
କେନ୍ଦ୍ରାପଡା: ପ୍ରେମ କାହାଣୀକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କିଛି ପ୍ରେମ କାହାଣୀ ସଫଳ ହେଉଛି ତ କିଛି କାହାଣୀ ବିଫଳ। ତେବେ ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଜଣେ ଯଦି ଅନ୍ଯ ଜଣଙ୍କୁ ସେତିକି ମନ ଦେଇ ଭଲ ପାଇଥିବ ତେବେ ସେ ତା ପ୍ରେମ କୁ ପାଇବା!-->…
ଚାପି ଦେଲା ଟ୍ରକ୍, ଚାଲିଗଲା କନେଷ୍ଟବଳଙ୍କ ଜୀବନ
ନବରଙ୍ଗପୁର: ଡ୍ୟୁଟି ସାରି ମେସ୍ମୁହାଁ ହୋଇଥିଲେ। ମାତ୍ର ବାଟରେ ଘଟିଲା ଅଘଟଣ। ମେସ୍ରେ ପହଞ୍ଚିବା ପୂର୍ବରୁ ରାସ୍ତା ଉପରେ ଚାପି ଦେଲା ଟ୍ରକ୍। ଫଳରେ ଅକାଳରେ ଛଟପଟ ହୋଇ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ନବରଙ୍ଗପୁର ସହର ର ଡିଆରଡିଏ!-->…