Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍
ମୟୂରଭଞ୍ଜ : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର!-->…
କୋରାପୁଟରେ ମୃଦୁ ଭୂମିକମ୍ପ
କୋରାପୁଟ : କୋରାପୁଟରେ ମୃଦୁ ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୮। ଆଜି ଭୋର ୫ଟା ୫ ମିନିଟ୍ରେ ହୋଇଥିଲା ଭୂମିକମ୍ପ। କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଘର ଓ!-->…
ହାତୀ ଆକ୍ରମଣରେ ବୃଦ୍ଧ ମୃତ
କରଞ୍ଜିଆ: ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ।
ସୂଚନା ଅନୁସାରେ ବିଳମ୍ବିତ ରାତିରେ!-->!-->!-->…
ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ…
ବ୍ରହ୍ମପୁର:ଦୀର୍ଘ ଦଶ ବର୍ଷ ପରେ ଆସନ୍ତା ଏପ୍ରିଲ୧୫ ତାରିଖ ରେ ରାଜ୍ୟ ଆଇନଜୀବି ପରିଷଦ ର ହେବାକୁଥିବା ନିର୍ବାଚନ ରେ ବ୍ରହ୍ମପୁର ର ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଆଜି କଟକ ସ୍ଥିତ ରାଜ୍ୟ ଆଇନଜୀବି ପରିଷଦ କାର୍ଯ୍ୟାଳୟ ରେ ପାର୍ଥିପତ୍ର ଦାଖଲ କରିଛନ୍ତି ।ବ୍ରହ୍ମପୁର ସହର ତଥା ଗଞ୍ଜାମ!-->…
ମାଲକାନଗିରି ସୀମାନ୍ତ ରେ ଏନକାଉଣ୍ଟର ସମୟରେ ନକ୍ସଲ ଦମ୍ପତି ଗିରଫ…
ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଅନ୍ତର୍ଗତ ଗାଦିରାସ ଥାନା ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରରେ ୧୦ ଲକ୍ଷ ଇନାମୀ ନକ୍ସଲ ଦମ୍ପତି ଗିରଫ l ଗିରଫ ହୋଇଥିବା ଦୁଇ ନକ୍ସଲ ମଧ୍ୟରୁ ପୁରୁଷ ନକ୍ସଲ ଉପରେ ୮ ଲକ୍ଷ ଏବଂ ମହିଳା ନକ୍ସଲ ଉପରେ ୨ ଲକ୍ଷ ଛତିଶଗଡ!-->!-->!-->…
ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା…
ସମ୍ବଲପୁର (୨/୩) : କେନ୍ଦୁପତ୍ର ୱେଲଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ଓ ସି ଡି ଏମ ଓ ଙ୍କ ଆଲୋଚନା କରିଛନ୍ତି।
ଗତ ବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ!-->!-->!-->…
ସନରାଇଜ ହସ୍ପିଟାଲ ସିଲ୍
କେନ୍ଦୁଝର: କେନ୍ଦୁଝର ସହରରେ ଥିବା ସନରାଇଜ ହସ୍ପିଟାଲ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବିଏସ୍କେୱାଇ ଯୋଜନାରେ ଏହି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ବି ରୋଗୀଙ୍କୁ ପ୍ରଲୋଭିତ କରି ଆଡମିଟ କରୁଛି। ପରେ କାର୍ଡ ବନ୍ଧା ରଖି ଟଙ୍କା ଦେବାକୁ ବାଧ୍ୟ କରୁଛି । ଏପରି ସାଂଘାତିକ ଅଭିଯୋଗ!-->…
୭ କୋଟି ୩୫ ଲକ୍ଷ ଟଙ୍କାର ନକଲି ଔଷଧ ରାକେଟର ପର୍ଦ୍ଦାଫାସ
ନକଲି ଔଷଧର ଉତ୍ତରପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ । ବଡ଼ ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାସ । ଓଡ଼ିଶା ସରକାର ୟୁପି ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତରପ୍ରଦେଶ ଷ୍ଟେଟ ଟାସ୍କ ଫୋର୍ସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ସିକନ୍ଦ୍ରାବାଦ ଥାନା ବୁଲନ୍ଦସହର ଅଶୋକ!-->…
ରାଜନୈତିକ ଫାଇଦା ପାଇଁ ଦରଦାମ ବୃଦ୍ଧି କଥା କହୁଛି ବିଜେଡି: ବିରୋଧୀ ଦଳ ମୁଖ୍ୟ ସଚେତକ
ଭୁବନେଶ୍ବର: ଦରଦାମ ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଦରଦାମ ବୃଦ୍ଧି କାରଣରୁ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ପାଇଛି। ଦରଦାମ ତଳ ଉପର ହେବା ସ୍ୱାଭାବିକ।!-->…
ମଣ୍ଟୁ ଛୁରିଆଙ୍କ ନାମରେ ଫେକ ଆକାଉଣ୍ଟ କରି ଟଙ୍କା ମାଗିବା ଘଟଣାରେ ୨ ଗିରଫ…
ସମ୍ବଲପୁର: ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଫେସବୁକ ଓ ପବଜି ଆକାଉଣ୍ଟ କରି ଟଙ୍କା ମାଗିବା ଅଭିଯୋଗରେ ୨ ଗିରଫ। ଗିରଫ ଅଭିଯୁକ୍ତମାନେ ଦେବଗଡ ଜିଲ୍ଲାର ହୋଇଥିବାବେଳେ ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜକୁ ମଣ୍ଟୁ ଛୁରିଆ କହି!-->…