Browsing Category

ଓଡିଶା

ଚୌଦ୍ୱାର ପୌର ପାଳିକାରେ କାଉନସିଲର-ସୂଚନାକର୍ମୀ ହାତାହାତି, ଥାନାରେ ମାମଲା ରୁଜୁ…

ଚୌଦ୍ୱାର : କାଉନ୍‌ସିଲର ଓ ସୂଚନାକର୍ମୀ ହାତାହାତି । ଚୌଦ୍ୱାର ପୌର ପାଳିକାରେ କାଉନସିଲର ଓ ସୂଚନାକର୍ମୀଙ୍କ ମଧ୍ୟରେ ଅଶୋଭନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଉଭୟ ପକ୍ଷରୁ ଥାନାରେ ରୁଜୁ ହୋଇଛି ମାମଲା । ଚୌଦ୍ୱାର ପୌରପାଳିକାରେ ହୋଇଥିବା ବିଭିନ୍ନ ଘୋଟାଲା ଉପରେ ତଥ୍ୟ

ଜାତୀୟ ମହିଳା ଖୋଖୋ ଖେଳାଳି ବେକରେ ରସି ଲଗାଇ ହାରିଲେ ଜୀବନ…

କେନ୍ଦୁଝର: ଜାତୀୟ ମହିଳା ଖୋ ଖୋ ଖେଳାଳୀଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ନୟାଧନୁର୍ଜୟପୁର ଗାଁର +2 କଲେଜ ଛାତ୍ରୀ ମନିକା ନାଏକ ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମନିକା ଜାତୀୟ ଜୁନିୟର୍ ମହିଳା ଖୋ ଖୋ ଦଳରେ ଓଡ଼ିଶାର

ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ…

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ନଜର ଆସିଛି ଏଭଳି ଅଭାବନୀୟ ଘଟଣା । ସୂଚନା

ଜଙ୍ଗଲରୁ ୨ ମୃତଦେହ ଉଦ୍ଧାର ଘଟଣାର ଖୋଳତାଡ…

ଆଠଗଡ଼: ଜଙ୍ଗଲରେ ଡେଥ୍‌ ସସ୍‌ପେନ୍‌ସ। ୨୪ ଘଣ୍ଟା ପରେ ବି ମିଳିନି ଦୁଇ ମୃତକଙ୍କ ପରିଚୟ। ସେମାନେ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରିଛି। ସେନେଇ କାରଣ ଜଣାପଡିନଥିବାବେଳେ ତଦନ୍ତ କରୁଛି ଖୁଣ୍ଟୁଣୀ ପୋଲିସ। ଗତକାଲି ଆଠଗଡ଼ ଖୁଣ୍ଟୁଣୀ ଥାନା ରାଧାକୃଷ୍ଣପୁର ଭୋଗୁଆ ଜଙ୍ଗଲରୁ

ପୁଣି ଜଣେ ଛାତ୍ର ମସ୍ତିଷ୍କ ଜ୍ୱରରେ ଆକ୍ରନ୍ତ; ପଜିଟିଭ୍‌ ସଂଖ୍ୟା ୮କୁ ବୃଦ୍ଧି…

ସୋର: ପୁଣି ଜଣେ ୧୨ ବର୍ଷୀୟ ଛାତ୍ର ଜାପାନିଜ ଏନସେଫାଲାଇଟସ ପଜିଟିଭି ଆକ୍ରାନ୍ତ। ପଜିଟିଭି ସଂଖ୍ୟା ୭ରୁ ବଢ଼ି ଏବେ ୮ରେ ପହଞ୍ଚିଛି। ପ୍ରଥମ ଥର ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମ ବାହାରୁ ସାଦମପୁର ଗାଁରୁ ବାହାରିଲା ପଜିଟିଭି। ଛାତ୍ର ଜଣକ ରାଧାନାଥ ସ୍କୁଲର ଷଷ୍ଠ ଶ୍ରେଣୀର

ପୁଣି ସକ୍ରିୟ ହେଲେ ମାଓବାଦୀ : ପୋଲିସ ଇନ୍ଫୋର୍ମର ସନ୍ଦେହ ରେ ହତ୍ୟା…

ଉମରକୋଟ( 24/02/2023) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଳେପାଡ଼ାରେ ଗତ କାଲି ଵିଲୋମ୍ବିତ ରାତିରେ ସ୍ବର୍ଗୀୟ ଧରନିଧର ମଲ୍ଲିକାଙ୍କ ପୁଅ ଚନ୍ଦନ ମଲ୍ଲିକ କୁ ଘରୁ ଡାକି ନେଇ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଛନ୍ତି l ମାରିବା ଜାଗାରେ ମାଓବାଦୀ

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ…

ସୁନ୍ଦରଗଡ଼/ରାଉରକେଲା: ୨୪/୨/୨୦୨୩: କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର

ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ ଫ୍ଲାଇଟ୍‌

ଭୁବନେଶ୍ବର: ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍‌ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରଜ୍ୟ ସରକାରଙ୍କ

ରାଜ୍ୟରେ ଆରମ୍ଭ ହେଲାଣି ଗ୍ରିଷ୍ମ ପ୍ରବାହ…

ଭୁବନେଶ୍ବର: ଫେବୃଆରୀରେ ପ୍ରବଳ ଖରା। ଟାଇଁ ଟାଇଁ ଖରାରେ ବଢୁଛି ତାତି। ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ପ୍ରାୟ ୩୫ ଡିଗ୍ରୀ ଛୁଇଁଛି। ଗତକାଲି ଭୁବନେଶ୍ୱରରେ ତାପମାତ୍ରା ପାର କରିଥିଲା ୩୮ ଡିଗ୍ରୀ। ବିଗତ ଦିନରେ ଏହି

ଓଡ଼ିଶାରେ ପ୍ରସ୍ତୁତ ହେଲା ବ୍ରେନ୍‌ ମ୍ୟାଲେରିଆ ଔଷଧ

ଭୁବନେଶ୍ୱର:ବ୍ରେନ୍ ମ୍ୟାଲେରିଆ ପାଇଁ ମହୌଷଧି। ବ୍ରେନ୍ ମ୍ୟାଲେରିଆ ରୋଗର ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ସଫଳତା। ରାଜ୍ୟରେ ଉଦ୍ଭାବନ ହୋଇଛି ମ୍ୟାଲେରିଆ ଚିକିତ୍ସାର ମହୌଷଧ ଥେରାପେଟିକ୍ ଇଣ୍ଟରଭେନସନ୍। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଆଇଏଲ୍ଏସ ବୈଜ୍ଞାନିକ ଲ୍ୟାବ୍ରେ ଏହି