Browsing Category

ଓଡିଶା

ମୋ ବସ୍‌ରୁ ଚୋରି ଅଭିଯୋଗରେ ମହିଳା ଗିରଫ…

ଭୁବନେଶ୍ୱର: ଚୋରି ଅଭିଯୋଗରେ ଲିଙ୍ଗରାଜ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି । ସେ ହେଲେ କଟକ ଜିଲାର କିରଣ ସିନ୍ଧେ । ତାଙ୍କ ଠାରୁ ପୁଲିସ ଚୋରି ହୋଇଥିବା ୨୦୦୦ ଟଙ୍କା ଜବତ କରିଛି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଜଣକ ଶିଶୁପାଳଗଡ଼ରେ ଥିବା

ନବ ଦାସ ହତ୍ୟା ଘଟଣା; ଏଫବିଆଇ ସହାୟତା ମାଗିଛୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରଖିଛନ୍ତି ବିବୃତି। ମାମଲା ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳା ପତାକା ପ୍ରଦର୍ଶନ

ମାଲକାନଗିରି: ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳା ପତାକା ପ୍ରଦର୍ଶନ । ମାଲକାନଗିରି ଜିଲ୍ଲା ଗସ୍ତ ରେ ଆସିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମାଲକାନଗିରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କଳାପତାକା ପ୍ରଦର୍ଶନ କାରାଯାଇଥିବା ଦେଖିବାକୁ ମିଳିଛି । ‘ରୋହିତ ପୂଜାରୀ

ହାଇକୋର୍ଟରେ ୨ ମାମଲାରୁ ଅଭିନେତ୍ରୀ ବର୍ଷାଙ୍କୁ ଆଶ୍ୱସ୍ତି

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ ସତ୍ୟତା ନାହିଁ ବୋଲି ଭୁବନେଶ୍ୱର ଡିସିପି ଜଣାଇବା ପରେ ହାଇକୋର୍ଟ ଉଭୟ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏହି ଦୁଇଟି ମାମଲାରେ ଏତଲାକାରୀ ପରୋକ୍ଷ ଇଙ୍ଗିତରେ ଅଭିଯୋଗ

କୋର୍ଟରେ ଆତ୍ମସମର୍ପଣ କଲେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ଶୁଚିସ୍ମିତା ସୁଆରଙ୍କ କୋର୍ଟରେ ଆତ୍ମସାମର୍ପଣ। ଭବାନୀପାଟଣା BEO ଅଫିସ ଆକାଉଣ୍ଟଟେଣ୍ଟ ଶୁଚିସ୍ମିତା ସୁଆର ଗତ କାଲି ଭବାନୀପାଟଣା SDJM କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ଜାମିନ ନା ମଞ୍ଜୁର ହେବାପରେ ତାଙ୍କୁ ୭ ଦିନ ପାଇଁ

ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ତାତି…

ଭୁବନେଶ୍ୱର: ତାତିଛି ରାଜଧାନୀ ଭୁବନେଶ୍ୱର। ଅସ୍ତବ୍ୟସ୍ତ କରିଛି ଜୀବନ ଯାତ୍ରା। ଆଜି ଏ ବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ

ଜୟନାରାୟଣଙ୍କୁ ପ୍ରଶାନ୍ତଙ୍କ ଟାର୍ଗେଟ…

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଦୁର୍ଭାଗ୍ୟଜନକ କହିଛନ୍ତି। ଗଣତନ୍ତ୍ର ପ୍ରତି ଏହା ଅସମ୍ମାନ ବୋଲି ସେ କହିଛନ୍ତି। ସେହିଭଳି ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ପ୍ରଶାନ୍ତ

ଅଦାଲତରେ ସମାଧାନ ପାଇଁ ଆସିଥିବା ଦମ୍ପତି ହେଲେ ପିଟାପିଟି…

ବାଲେଶ୍ୱର: ବାଲେଶ୍ୱର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର। ବାଲେଶ୍ୱର ପରିବାର ଅଦାଲତର ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍‌ ହେଲେ ଦମ୍ପତି । ସ୍ୱାମୀଙ୍କ ହେଲ୍‌ମେଟ୍‌ ମାଡ଼ରେ ଗୁରୁତର ସ୍ତ୍ରୀ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

ଦୀପାଲିଙ୍କୁ କଡା ଜବାବ ଦେଲେ ମୋହନ…

ଭୁବନେଶ୍ୱର : ଦୀପାଲିଙ୍କ ମନ୍ତବ୍ୟ ବାପା ନବଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ । ଏହାର କଡା ଜବାବ ଦେଲେ ବିରୋଧିଦଳ ନେତା ମୋହନ ମାଝୀ । ଆମେ ଏହାକୁ ନେଇ ରାଜନିତି କରୁନୁ । ଓଡିଶା ପୋଲିସ ଏ ଘଟଣାକୁ ଚାପି ଦେବାକୁ ବସିଛି କିନ୍ତୁ ଆମେ ସେକାମ କରାଇ ଦେବୁନି ବୋଲି ସ୍ପଷ୍ଟ କରିଛନ୍ତି

ପୁରୁବାଈ କନ୍ୟାଶ୍ରମରେ ଅନ୍ତେବାସିନୀ ଅସୁସ୍ଥ ଘଟଣା : ଆଉ ୪ ବାଲେଶ୍ୱର ସ୍ଥାନାନ୍ତର…

ସୋର: ସୋର ପୌରପାଳିକା ଅନ୍ତର୍ଗତ ପୁରୁବାଈ କନ୍ୟାଶ୍ରମରେ ୨୭ ଜଣ ଅନ୍ତେବାସିନୀ ଅସୁସ୍ଥ ଘଟଣାରେ ଗତ ରାତିରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏମାନଙ୍କ ଜ୍ବର କମୁନଥିବା ହେତୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ