Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାହାଘରର ଦିନକ ପୂର୍ବରୁ ବିଷ ପିଇଦେଲେ ମଙ୍ଗୁଳା କନିଆଁ…
ଭୁବନେଶ୍ୱର : ରାତି ପାହିଲେ ପଡ଼ିଥାଆନ୍ତା ହାତ ଗଣ୍ଠି। ସେଥିପାଇଁ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ଫାଟି ପଡୁଛି ଘର। ମାଟିପକା ସହିତ ସାରି ଯାଇଥିଲା ହଳଦୀ କାର୍ୟ୍ୟକ୍ରମ। ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳେ ବିଷ ଖାଇ ଦେଲା ମଙ୍ଗୁଳା କନିଆଁ। ଗୁରୁତର ଅବସ୍ଥାରେ ତାଙ୍କୁ!-->…
ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ
ଭୁବନେଶ୍ୱର: ପେଶାଦାର ଅପରାଧୀ ଶାଳିଆକୁ ତଡ଼ିପାର ନିର୍ଦ୍ଦେଶ । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ଅପରାଧୀ ଅମିତ ସ୍ୱରୂପ ମହାପାତ୍ର ଓରଫ ଶାଳିଆକୁ ତଡ଼ିପାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ରୁ ୨୦୨୨ ମଧ୍ୟରେ ତା ନାଁରେ ଲିଙ୍ଗରାଜ ଓ ଏୟାରପୋର୍ଟ ଥାନାରେ ୯ଟି ମାମଲା ରହିଛି।
!-->!-->!-->…
ନବ ଦାସଙ୍କ ହତ୍ୟା ପଛରେ ଅନେକ ଲୋକଙ୍କ ହାତ ରହିଛି : ଜୟଦେବ
ଭୁବନେଶ୍ୱର: ଦିନକୁ ଦିନ ନବ ଦରସଙ୍କ ହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ନବ ଦାସଙ୍କୁ ହତ୍ୟା ନେଇ ଗୋପାଳର ଫୋଟୋ ଭାଇରାଲ ହେବାର ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି । ଏହି ମାମଲରୁ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଯଦି ଏହି ଫଟୋ ଥିଲା ତେବେ ୨୭!-->…
ବାପାଙ୍କ ହତ୍ୟାକୁ ନେଇ ରାଜନୀତି କରାନଯାଉ : ଦୀପାଳି…
ଭୁବନେଶ୍ବର: ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଏହା ଏକ ସମ୍ବେଦନଶୀଳ ମାମଲା। କ୍ରାଇମ୍ବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଆଜି ପ୍ରେସ୍ମିଟ୍ କରି ଏହା କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି, ବାପା ଗଲା ପରେ ମୁଖ୍ୟମନ୍ତ୍ରୀ!-->…
ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ କଲେ ଚାଷୀ…
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ କ୍ଷୀର ଢାଳିଲେ ଚାଷୀ। ଓମ୍ଫେଡ୍ର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଜଣାଇ ଗୋ-ଚାଷୀମାନେ ରାସ୍ତା ଉପରେ କ୍ଷୀର ଢାଳିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି, ଅନ୍ୟ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦାମ୍ ବଢ଼ାଇଥିବା ବେଳେ!-->…
ବିଡିଓଙ୍କ ଗାଡି ଧକ୍କାରେ ଜଣେ ମୃତ…
ଗଜପତି:ବିଡିଓଙ୍କ ବୋଲେରୋ ଧକ୍କାରେ ଛଟପଟ ହୋଇ ରାସ୍ତା ଉପରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ। ବୋଲେରୋ ଚକା ତଳେ ଚାପି ହୋଇଗଲା ମୁଣ୍ଡ । ହେଲେ ମାନବିକତା ଦୃଷ୍ଟିରୁ ଅଟକିଲେନି ବିଡିଓ। ଘଟଣାସ୍ଥଳରୁ ଦ୍ରୁତ ଗତିରେ ଗାଡ଼ି ସହ ବିଡିଓ ଚମ୍ପଟ ମାରିଥିବା ବେଳେ ଆଉ ଫୋନ୍ ବି ଉଠାଉ ନାହାନ୍ତି।
!-->!-->…
ଜୟନାରାୟଣ ମିଶ୍ରଙ୍କ ବିସ୍ପୋରକ ବୟାନ…
ଭୁବନେଶ୍ୱର: ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ବଡ ମନ୍ତବ୍ୟ । ୫ଟି ସଚିବ,ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ସନ୍ଦେହ କଲେ । ଉଭୟଙ୍କ ନଁ ଦେଇ ଆରୋପ ଲଗାଇଲେ ଜୟନାରାୟଣ ମିଶ୍ର । ହତ୍ୟାର ୪ଦିନ ପୂର୍ବରୁ ୫ଟି ସଚିବ,ପ୍ରଣବ ପ୍ରକାଶ ଦାସ କଥା ହୋଇଥିଲେ । ଉଭ୍ରଙ୍କ ମଧ୍ୟରେ!-->…
ବିଧାନସଭାରେ ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ…
ଭୁବନେଶ୍ୱର: ବିଧାନସଭାରେ ତିନି ଦିବଙ୍ଗତ ସଦସ୍ୟଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ତିନି ସଦସ୍ୟ ହେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସ, ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଓ ଗଙ୍ଗାଧର ଦାସ। ଏହି ଶୋକ ପ୍ରସ୍ତାବକୁ ସମର୍ଥନ!-->…
ବିଧାନସଭା ସମୟରେ ବିରୋଧି ଦଳର ହୋହାଲ୍ଲା
ଭୁବନେଶ୍ୱର: ଚଳତିବର୍ଷ ବିଧାନସଭା ଅଧିବେଶନ ସମୟରେ ଉଭୟ ବିରୋଧି ଦଳଏବଂ ବିଜେପିର ହୋହାଲା । ଜୟନାରାୟଣଙ୍କ ବିସ୍ପୋରଣ । ପୋଡିୟମ ତଳେ ଠିଆହୋଇ ପ୍ରତିବାଦ ଜଣାଇଲେ କଂଗ୍ରେସ କର୍ମୀ । ନବଦାସ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟୟ ନେଇ ପ୍ରତିବାଦ ଜଣାଇଇଲେ ।ରାଜ୍ୟପାଳଙ୍କ ଭାଷଣବେଳେ କଂଗ୍ରେସ!-->…
ବିଜେପିର କକ୍ଷତ୍ୟାଗ ସହ ଧରଣା…
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କଲା ବିରୋଧୀ ଦଳ ବିଜେପି । ଅଭିଭାଷଣ ଚାଲିଥିବା ବେଳେ କକ୍ଷ ତ୍ୟାଗ କଲେ ବିଜେପି ସଦସ୍ୟ । ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟଙ୍କ ଧାରଣା । ହାତରେ ବିଭିନ୍ନ ଫ୍ଲାକାର୍ଡ ଧରି ଧାରଣାରେ ବସିଲେ ବିଜେପି ସଦସ୍ୟ ।
ଦୂର ସଦସ୍ୟମାନେ!-->!-->!-->…