Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା ଦାଶ
ଭୁବନେଶ୍ବର: ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ। ସୋମାଲିକା ହେଉଛନ୍ତି ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ। ସେ ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ!-->…
ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ଓ ହେଲ୍ପର ଗୁରୁତର
ଭୁବନେଶ୍ୱର: ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଡ୍ରାଇଭର ଗୁରୁତର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ତମାଣ୍ଡୋ ଥାନା ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି।
ମିଳିଥିବା ଖବର!-->!-->!-->…
ପରିବାର ଲୋକଙ୍କ ସାଥିରେ ଦୀପ ଜାଳିବାକୁ ଆସି କୂଅରେ ପଡି ଚାଲିଗଲା ୮ ବର୍ଷ ନାବାଳକର ଜୀବନ
ଟାଙ୍ଗୀ: ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଗାଁ ନିକଟରେ ଅଘଟଣ। କୂଅରେ ପଡି ଜଣେ ୮ବର୍ଷ ନାବାଳକର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଙ୍କିଆ ଗ୍ରାମର ବାୟା ବେହେରାଙ୍କ ନାତି ବୋଲି ଜଣା ପଡିଛି । ନାବାଳକ ଜଣଙ୍କ ତାର ପରିବାର ଲୋକଙ୍କ ସହିତ ଶିବରାତ୍ରିରେ ମନ୍ଦିରକୁ ଦୀପ ଜାଳିବାକୁ!-->…
ଚାକିରି ନାମରେ ସାଢେ ଛକ କୋଟି ଠକେଇ; ସଂସ୍ଥାର ସଂପାଦକ ଗୋପାଳଗଞ୍ଜରୁ ଗିରଫ
ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ କରିଥିବା ଏକ ଟିମ୍ର କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲୁ ପର୍ଦ୍ଦାଫାସ କରିଛି । ଆନ୍ତଃରାଜ୍ୟ ରାକେଟ ଚଳାଇଥିବା ଏହି ସଂସ୍ଥା ଓଡ଼ିଶା ସମେତ ୧୭ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଠକେଇ କରିଥିଲା । ହେଲେ ଓଡ଼ିଶାରେ ଠକେଇ!-->…
ୟୁଜି ନାମଲେଖାରେ ସିୟୁଇଟି ସ୍କୋର ବ୍ୟବହାର ପାଇଁ ୟୁଜିସିର ନିର୍ଦ୍ଦେଶ
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ୟୁଜି ଏବଂ ପିଜି ନାମଲେଖା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏକକ ପିଜି ପ୍ରବେଶିକା ପରୀକ୍ଷା(ସିୟୁଇଟି) ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷାରୁ ମୁକ୍ତ କରିବା ଏବଂ ସମସ୍ତ ପିଲାଙ୍କୁ ସମାନ ସୁଯୋଗ ଦେବା ଥିଲା ଏହି!-->…
ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ…
କାମାକ୍ଷାନଗର: ରାମିଆଳ ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତା ଯୁବତୀ ହେଲେ କାମାକ୍ଷାନଗର ଥାନା ଜଗନ୍ନାଥପୁର ଗ୍ରାମର ବିରଞ୍ଚି ରାଉତଙ୍କ ଝିଅ ଟିକିନା ରାଉତ । ସୂଚନା ମୁତାବକ ଗତକାଲି ଶୁକ୍ରବାର ଅପରାହ୍ନରେ ଟିକିନା ଏକାକି ଗ୍ରାମ ନିକଟସ୍ଥ ରାମିଆଳ ନଦୀକୁ ଗାଧୋଇବା ପାଇଁ!-->…
ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା କଲା ମା‘…
ନୟାଗଡ଼: ପିଟି ପିଟି ମାରିଦେଲା ସାବତ ମାଆ। ସମ୍ପତ୍ତି ପାଇଁ ସାବତ ପୁଅକୁ ହତ୍ୟା !। ନୟାଗଡ଼ ଦଶପଲ୍ଲା ଶିମିଳି ସାହିରେ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭ ଏବଂ ବିବାହ ପ୍ରସ୍ତାବ ଘଟଣାକୁ କେନ୍ଦ୍ର କରି ସାବତ ମାଆ ଓ ସାନ ପୁଅ ମିଶି ବଡ଼ ଭାଇ ବିଜୟ କୁମାର ପ୍ରଧାନଙ୍କୁ ପିଟିପଟି ମାରି!-->…
ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ୩ ମୃତ
ଅନୁଗୁଳ: ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ବନ୍ତଳା ଥାନା ଶଙ୍ଖପୁର ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା। ଜାଗର ଯାତ୍ରା ଦେଖି ଅଟୋରେ ୪ ଜଣ କୁଲାସିଂହାରୁ ରାଇଗୁଡ଼ା ଫେରିଲାବେଳେ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ!-->…
ସରିଲା କୃଷି ଓଡ଼ିଶା-୨୦୨୩
ଭୁବନେଶ୍ବର : କୃଷିର କୌଣସି ବିକଳ୍ପ ନାହିଁ। ପ୍ରଯୁକ୍ତି ଅନେକ ଅସାଧ୍ୟ ସାଧନ କରିପାରୁଥିଲେ ମଧ୍ୟ ଫୁଲଟିଏ ଫୁଟାଇ ପାରିବ ନାହିଁ। କୃଷିଠାରୁ ହିଁ ସଭ୍ୟତାର ଆରମ୍ଭ ହୋଇଛି। ଧର୍ମ, ପରମ୍ପରା, ଐତିହ୍ୟ, ଜୀବନଶୈଳୀ, ଜୀବନବୋଧ ଏବଂ ଦୃଷ୍ଟି ଓ ଦର୍ଶନର କେନ୍ଦ୍ରରେ ରହିଛି କୃଷି। ଚାଷୀଙ୍କ ସହ!-->…
ଏସିଡ ମାଡ଼ ଘଟଣାର ପର୍ଦାଫାସ, ୨ ଗିରଫ…
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଜଣେ ଯୁବକ ଉପରେ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସୁକାନ୍ତି ମୁଣ୍ଡା ଓ ମାଣ୍ଡୁଳ ମୁଣ୍ଡା । ଅନୈତିକ ସମ୍ପର୍କ ଓ ନିଶା କାରବାର ଅର୍ଥ!-->…