Browsing Category

ଓଡିଶା

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯାଇଛି ୨୦୨୩ର ଦ୍ଵିତୀୟ ପର୍ଯ୍ଯାୟ ପଦ୍ମ ପୁରସ୍କାର । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ଯାଦାଜନକ ପୁରସ୍କାର ପ୍ରଦାନ କରିଛନ୍ତି…

ଏକାଧିକ କ୍ରସରରେ ଆୟକର ଚଢ଼ଉ

ଭୁବନେଶ୍ୱର :କଳାପଥର କେଳେଙ୍କାରୀକୁ ନେଇ ଚର୍ଚ୍ଚାରେ ଥିବା ଧର୍ମଶାଳା ତହସିଲ ଅଞ୍ଚଳର ୫ କ୍ରସର ଓ ଏକ ପେଟ୍ରୋଲ ପମ୍ପ ଉପରେ ୩ ଦିନ ଧରି ଚଢ଼ାଉ ଜାରି ରହିଛି। ଏହି ମାଲିକଙ୍କ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏକକାଳୀନ ୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ…

ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ ବଡ଼ ବାବୁ…

ଭୁବନେଶ୍ୱର : ସବୁ ସଚିବ ଓ ବରିଷ୍ଠ ଅଧିକାରୀମାନେ ବ୍ୟାପକ ଫିଲ୍‌ଡ ଭିଜିଟ୍‌ କରିବେ । ଦୁର୍ଗମ ଓ ଗ୍ରାମାଞ୍ଚଳରେ ରାତ୍ରିଯାପନ କରିବେ । ଏନେଇ ସବୁ ସଚିବ, ସ୍ୱତନ୍ତ୍ର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର । ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ…

ପୁଣି ଚିଲିକାର ଅଟକିଲା ଯାତ୍ରୀବାହୀ ଘାଟ ଡଙ୍ଗା

ବ୍ରହ୍ମଗିରି: ସାତପଡ଼ା ଚିଲିକା ରେ ଜହ୍ନିକୁଦା ରୁ ସାତପଡ଼ା କୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା, ଜହ୍ନିକୁଦା ଠାରୁ ୩୦୦ମିଟର ଆସିବା ପରେ ଫସି ରହିଛି। ଏହି ଘାଟ ଡଙ୍ଗା ରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିଲା ବେଳେ ୨୦ରୁ ଉର୍ଦ୍ଧ ବାଇକ ରହିଛି। କିଛି ମହିଳା ଯାତ୍ରୀ ଥିବା ଜାଣିବାକୁ ମିଳିଛି।…

ରାଜ୍ୟରେ ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

ଭୁବନେଶ୍ୱର :ରାଜ୍ୟରେ ମେ ପହିଲାରୁ ଆରମ୍ଭ ହେବ ଓବିସି ବା ପଛୁଆ ବର୍ଗ ସର୍ଭେ। ଯାହା ମେ’ ୨୦ ତାରିଖରେ ସରିବ। ପରେ ମେ’ ୨୧ରୁ ୨୭ ତାରିଖ ଯାଏ ସ୍ପେସାଲ ଡ୍ରାଇଭ ଚାଲିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଏନେଇ ଆଜିଠାରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବିଭାଗୀୟ…

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା…

ଦେବଗଡ଼ : ଅଫିସରୁ ଭଡ଼ା ଘରକୁ ଫେରିବା ସମୟରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ। ମୃତ ମହିଳା ଜଣଙ୍କ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରିତା ସାହୁ…

ଟ୍ରକ ପଛରେ ପିଟି ହେଲା ଟ୍ରକ: ୨ ଜୀବନ ଗଲା

ଯାଜପୁର: ରାଜ୍ୟରେ ଚଳିତବର୍ଷ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ…

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ। ନିୟୋଜିତହେବେ ୧୫ ହଜାର ମୂଲ୍ୟାଙ୍କନକାରୀ। ଉଭୟ ଅନଲାଇନ ଓ ଆଫଲାଇନରେ ମୂଲ୍ୟାଙ୍କନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ…

ଟୋକିଓରେ ଓଡ଼ିଶା ବିଜନେସ୍‌ ମିଟ୍‌, ବିଜନେସ୍‌ ମିଟ୍‌କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ…

ଜାପାନରେ ଓଡ଼ିଶା ବିଜନେସ୍‌ ମିଟ୍‌କୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ନେଇ ଅବଗତ କରାଇଛନ୍ତି ନବୀନ । ଓଡ଼ିଶାରେ ନିବେଶ କରିବାକୁ ଜାପାନ ନିବେଶକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜନେସ୍‌ ମିଟରେ ଯୋଗ ଦେଇଥିଲେ ଜାପାନର ୨୦୦ ଶିଳ୍ପପତିଙ୍କ ସହ…

ବିଏସକେୱାଇ କାର୍ଡ କେଳେଙ୍କାରୀ: ଶୋଭା ନର୍ସିଂହୋମ ମାଲିକଙ୍କର ୨୮ ଲକ୍ଷ ଟଙ୍କା ଜବତ

କଟକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କେଳେଙ୍କାରୀ ଘଟଣାରେ ୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଶୋଭା ନର୍ସିଂହୋମର ସମସ୍ତ ବିଏସକେୱାଇ କାର୍ଡ ସ୍ବାପ୍ ସଂକ୍ରାନ୍ତ ତଥ୍ୟ ମଧୁପାଟଣା ଥାନା ପୁଲିସ ଜାଣିବାକୁ ଚାହିଁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କ…