Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ: ବିଜେପି
ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ ।!-->…
ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ, ଦେଖାଇଲା ଡେମୋ
ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା!-->…
ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର, ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି: ବିଜେଡି
ବରଗଡ଼: ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି। କେନ୍ଦ୍ରର ଅବହେଳା ନେଇ ପ୍ରେସ୍ମିଟରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଏକ କୃଷକ ବହୁଳ ରାଜ୍ୟ। କିନ୍ତୁ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟ୍ରେ କଟିଲା ୨୦ ହଜାର କୋଟି ଟଙ୍କା। ଓଡ଼ିଶାରୁ!-->…
କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍…
କଟକ: କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍ଟି ପକ୍ଷରୁ ରେଡ୍ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍ଟି ।
ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି।!-->!-->!-->…
ଲୁନାକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର
ନୟାଗଡ: ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁନାଗାଡିକୁ ପଛପଟୁ ଧକ୍କାଦେଲା ମଧୁବାସନ୍ତି ଗଣନାଟ୍ୟର ଟ୍ରକ।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ!-->…
ପୁଅ ସହ କଥା ହେବାରୁ ଝିଅକୁ ରାତିସାରା ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକ
ଭୁବନେଶ୍ୱର: ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକେ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଜଗନ୍ନାଥ ଲେ୍ପର୍ଶି କଲୋନୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା!-->!-->!-->…
ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ…
ଖଲ୍ଲିକୋଟ: ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ।
ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ!-->!-->!-->…
ସତ୍ୟନଗର ସ୍ଥିତ ୧୨ ମହଲାକୁ ସ୍ଥାନାନ୍ତର ହେଲା ସ୍ମାର୍ଟସିଟି କାର୍ଯ୍ୟାଳୟ…
ଭୁବନେଶ୍ୱର: ବଦଳିଲା ସ୍ମାର୍ଟସିଟି କାର୍ଯ୍ୟାଳୟର ଠିକଣା। ସତ୍ୟନଗର ସ୍ଥିତ ୧୨ ମହଲା ଵିଶିଷ୍ଠ ଆଇ ସି ଓ ଏମ ସି କୋଠାର ୫ମ ମହଲାକୁ ସ୍ଥାନାନ୍ତର ହୋଇଛି ସ୍ମାର୍ଟସିଟି କାର୍ଯ୍ୟାଳୟ। ପୂର୍ବରୁ ଏହି କାର୍ଯ୍ୟାଳୟ ସହିଦନଗର ସ୍ଥିତ ବିଏମସି ମଲରେ କାର୍ଯ୍ୟ କରୁଥିଲା। ଏହି କୋଠର ୭ମ ରୁ!-->…
ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର
କଟକ : ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ ।!-->…
ଏକତରଫା ପ୍ରେମରେ ବିଫଳ ପରେ ଯୁବକର ଉନ୍ମତ୍ତକାଣ୍ଡ, ଝିଅର ଘରେ ପଶି ନିଆଁ ଲଗାଇ ଦେବାକୁ ଦେଲା ଧମକ…
ଭଦ୍ରକ : ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମରେ ସଫଳ ନହେବାରୁ ବାଡି ପଟେ ଆସି ଘରେ ପଶିବାକୁ ଉଦ୍ୟମ କଲା ଆଉ ଧରା ପଡିବା ସମୟରେ ସୁଯୋଗ ନମିଳିବାରୁ ମାରଣାସ୍ତ୍ର ଧରି ଧମକାଇବା ସହିତ ପେଟ୍ରୋଲ ଢାଳି ଘର ଜାଳି ଦେବାକୁ ଧମକ ଦେଲା । ଶେଷରେ ଗ୍ରାମବାସୀ ଉକ୍ତ!-->…