ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ଯ ଜାରି

add-all

ଭୁବନେଶ୍ୱର: ଦୟାନଦୀରେ ଭାସି ଯାଇ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟରୁ ଉକ୍ତ ନାବାଳକ ଜଣଙ୍କ ଭାସିଯାଇଛନ୍ତି। ନିଖୋଜ ନାବାଳକ ଜଣଙ୍କ ନାଁ ୧୩ ବର୍ଷୀୟ ସୁମିତେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି। ସେ ଶିଶୁପଳଗଡ଼ ଇନ୍ଦିରା କଲୋନୀର ରହୁଥିବା ସୂଚନା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉକ୍ତ ନାବାଳକକୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.