Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ, ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ
ଜଳୁଛି ଜଙ୍ଗଲ। ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟାପି ଚାଲିଛି ନିଆଁ। ୭ ଦିନରେ ୫୩୩ଟି ସ୍ଥାନରେ ଲାଗିଲାଣି ନିଆଁ । ଜଳିପୋଡି ପାଉଁଶ ହୋଇଯାଉଛି ଏକର ଏକର ଗଛ । ଯେଉଁଥିରେ ରହିଛି ବହୁ ଔଷଧୀୟ ବୃକ୍ଷ । କେତେକ ସ୍ଥାନରେ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । କୋରାପୁଟ ସର୍କଲରେ ସର୍ବାଧିକ!-->…
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ…
ଭୁବନେଶ୍ବର: ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଗଲେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ILBS ହସ୍ପିଟାଲରେ ଅପରେସନ୍ କରାଯିବ। ଲିଭର ସିରୋସିସ୍ ରୋଗରେ ଗୁରୁତର ହୋଇ ପଡ଼ିଥିବା ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର!-->…
ମାର୍ଚ୍ଚ ୩୧ ସୁଦ୍ଧା ସ୍କ୍ରାପିଙ୍ଗ ହେବ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ୧୫ ବର୍ଷରୁ ପୁରୁଣା ସରକାରୀ ଓ ସରକାରୀ ସଂସ୍ଥାର ଗାଡି ସ୍କ୍ରାପିଙ୍ଗ ହେବ | ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି | ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୧୫ବର୍ଷରୁ!-->…
ନବ ଦାସଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଜନସ୍ବାର୍ଥ ମାମଲା…
କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ।
ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା!-->!-->!-->…
ଆଠଗଡ଼ ହେପାଜତ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପିସିସିଏଫ
ଆଠଗଡ଼: ଆଠଗଡ଼ ବନଖଣ୍ଡ ବନବିଭାଗ ହେପାଜତରେ ଅଟକଙ୍କ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ବନବିଭାଗ ହେପାଜତରେ ଜଣଙ୍କ ମୃତ୍ୟୁ ଘଟଣାକୁ ଦୁଃଖଦାୟକ ବୋଲି କହିଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ଏହାର ତଦନ୍ତ ପାଇଁ!-->…
ହାଇକୋର୍ଟରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଆବେଦନ ଖାରଜ
କଟକ: ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସିସୋର ଚିଟ୍ଫଣ୍ଡ ଘଟଣାକୁ ନେଇ ତାଙ୍କ ବିରୋଧରେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ଶ୍ରୀ ଜେନା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ!-->…
ସୋମାଲିକାଙ୍କ ବୟାନ ରେକର୍ଡ କଲା ପୋଲିସ…
ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଘଟଣାରେ ବୟାନ ରେକର୍ଡ କରିଛି ପୋଲିସ । ଜଗତସିଂହପୁର ଥାନାରେ ୫ ଘଣ୍ଟା ଧରି ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ ଚାଲିଛି । ମହିଳା ଆଡିସନାଲ ଆଇଆଇସିଙ୍କ ସମେତ ଏସଡିପିଓ, ଆଡିସନାଲ!-->…
ନବ ଦାସ ହତ୍ୟା ମାମଲା : ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚକଲା ଏସ୍ସିବି ଟିମ୍…
ଭୁବନେଶ୍ୱର : କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକଲା ଗୋପାଳକୃଷ୍ଣ ଦାସ ? ଏହି ପ୍ରଶ୍ନର ସେ ସିଧା ଉତ୍ତର ଦେଉନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ରବିବାର ଗୋପାଳଙ୍କର ମାନସିକ ସ୍ଥିତିର ଯାଞ୍ଚ କରିଛି ବିଶେଷଜ୍ଞ ଟିମ୍ । କାରଣ ଗୋପାଳ ବାଇପୋଲାର ଡିଜିଜ୍ର ଶିକାର!-->…
ଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍
ବାଲେଶ୍ୱର: ଚିଟ୍ଫଣ୍ଡ ଠକେଇ ମାମଲାରେ ଜେଲ୍ ଦଣ୍ଡାଦେଶ । ରାଜ୍ ଗଡସନ୍ କମ୍ପାନୀ ଏମଡି ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଗରିମାନା ଦେବାକୁ ଦଣ୍ଡାଦେଶ । ଜେଲ୍, ଜରିମାନା ଦଣ୍ଡାଦେଶ କଲେ ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୬ରେ କମ୍ପାନୀ ନାଁ ରେ ୩୮.୨୫ ଲକ୍ଷ!-->…
ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନା ନନ୍ଦ ମହାରଣା ଗୁରୁତର
କଟକ: ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନା ନନ୍ଦ ମହାରଣା ଗୁରୁତର। ଯାହା ସୂଚନା ରହିଛି ଭୁବନାନନ୍ଦଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଛି। ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ସୁସ୍ଥତା ବିଷୟରେ ଅଧିକ ଖବର ମିଳିପାରିନାହିଁ।