Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ: ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। କେବଳ ସାଧାରଣ ଲୋକ!-->…
ଆହ୍ଲାବାଦର ପ୍ରୟାଗରାଜ୍ ଗଲା ନବ ଦାସଙ୍କ ଅସ୍ଥି…
ଝାରସୁଗୁଡ଼ା: ଆହ୍ଲାବାଦ ଗଲା ନବ ଦାସଙ୍କ ଅସ୍ଥି । ବାପାଙ୍କ ଅସ୍ଥି ନେଇ ଗଲେ ପୁଅ ବିଶାଲ । ଝାରସୁଗୁଡ଼ା ବିମାନବନ୍ଦରରୁ ଗଲେ ପୁଅ ବିଶାଲ । ଗତ ରବିବାର ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ପୁଅ ବିଶାଲଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ୟ ଆହ୍ଲାବାଦ ଯାଇଛନ୍ତି ।!-->…
ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି…
ଝାରସୁଗୁଡ଼ା : ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍ । ତାର ଲେୟର୍ଡ ଭଏସ୍ ଆନାଲିସିସ୍ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ!-->…
ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ…
ଯାଜପୁର : ଯାଜପୁର ଦଶରଥପୁର ବିଜିପୁର ଗାଁରେ ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ସଡ଼କ ଦୁର୍ଘଟଣା ରେ ତାଙ୍କର ପରଲୋକ ହୋଇଥିଲା। ସେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ। ଅର୍ଜୁନ ବାଇକରେ ଭୁବନେଶ୍ୱର ଯାଉଥିବା ବେଳେ!-->…
୧୫ ବର୍ଷର ପୁରୁଣା ଗାଡ଼ି ଉପରେ ଟିକସ ଓ ଫାଇନ ଛାଡ଼ କଲେ ସରକାର…
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।!-->…
ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ…
ନୀଳଗିରି: ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣା ଠାରେ ଅଜଣା ଗାଡି ଧକ୍କାରେ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଥିବା ସୂଚନା । ମାଆ ଭାଲୁ ସହ ୨ଟି ଛୁଆ ଭାଲୁଙ୍କର ମୃତ୍ୟୁ ହୋଇଛି ।
ସୂଚନାନୁଯାୟୀ, ରବିବାର ଭୋର!-->!-->!-->…
ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା…
ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ସ୍କୁଲ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା । ଏହି ପରୀକ୍ଷା ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା!-->…
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁୁଙ୍କ ଉପସ୍ଥିତିରେ ଜଳିଲା ଝାଡ଼ଦୀପ…
ଢେଙ୍କାନାଳ: ୧୮୭୪ମସିହାରୁ ଆରମ୍ଭ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୧୫୦ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଅନୁଷ୍ଠିତ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଜଣାଯାଇଛି । ସନ୍ଧ୍ୟା ୫ଟା୧୫ରେ ଝାଡରେ ଅଗ୍ନୀ ସଂଯୋଗ!-->…
ଓଏଏସ ସ୍ତରରେ ଅଦଳବଦଳ…
ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ) ସ୍ତରରେ ବଦଳି କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ଅବକାରୀ ବିଭାଗର ଅତିରିକ୍ତ!-->…
ମତ୍ସ୍ୟଜୀବୀଙ୍କ ସହାୟତା ନିମନ୍ତେ ଆବେଦନକାରୀଙ୍କ ଭିଡ଼, ପୁଲିସ୍ ଫୋର୍ସ ମୁତୟନ
ଅସ୍ତରଙ୍ଗ: ମତ୍ସ୍ୟଜୀବୀ ସହାୟତା ପାଇବା ନିମନ୍ତେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଫିସ୍ ନିକଟରେ ପ୍ରବଳ ଭିଡ଼ ଲାଗିରହିଛି। ଶୁକ୍ରବାର ଠାରୁ ଏଭଳି ଭିଡ଼ ଯେ ସମ୍ବାଳି ପାରୁନି ସାମୁଦ୍ରିକ ମତ୍ସ୍ୟବିଭାଗ। ପାଞ୍ଚଟି ପଞ୍ଚାୟତରୁ ଲୋକମାନେ ଜମା ହେବା ଫଳରେ ହୋହାଲ୍ଲା!-->…