Browsing Category

ଓଡିଶା

୫୦ ଫୁଟ ତଳକୁ ଖସିଲା କାର୍‌, ୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ନିଆଳି ଥାନା ବିଲାସୁଣୀ ବଳିକୁଡଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଳିକୁଡଠାରେ ଥିବା କୁଣ୍ଡିମୁହଁ ପୋଲ ଅତିକ୍ରମ କରିବା ପରେ ଏକ କାର୍‌ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ କାର୍‌ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି।

‘ବିଧାୟକ କ୍ୟାରେକ୍ଟରଲେସ୍‌, ତାଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି’

ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍‌। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି। ସେପରି ପୁଅକୁ ବିବାହ କରିବାଠୁ ଅବିବାହିତ ରହିଯିବା ଭଲ। କିନ୍ତୁ ସେ ଦଣ୍ଡ ପାଇବା ଉଚିତ। ’ ଗଣମାଧ୍ୟମ ସମ୍ମୁଖରେ ଏପରି କହିଛନ୍ତି ଜଗତସିଂହପୁର

୧୫ଫୁଟ୍‌ ତଳକୁ ଖସିଲା ବାଇକ୍‌; ଶଳା ମୃତ, ଭିଣୋଇ ଆହତ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଜଣକ ହେଲେ

ନବ ଦାସ ହତ୍ୟା ଘଟଣାରେ ଜଣେ ପୁଲିସ ଗୁଳିକରି ମାରିବା ଆଶ୍ଚର୍ଯ୍ୟ ଲାଗୁଛି : ସୌମ୍ୟରଞ୍ଜନ ପଟ୍ଟନାୟକ

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ  ପଟ୍ଟନାୟକ କହିଛନ୍ତି ଯେ, ନବ ଦାସଙ୍କୁ ପୁଲିସ ଗୁଳି କରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ବିଶ୍ବାସ ହେଉନାହିଁ।

ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌…

ବାଲେଶ୍ୱର: ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍‌ ମୁଡ୍‌ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍‌ଡୋଜର ଲଗାଇ ଭଙ୍ଗା

ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି

ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚର ଛାନଭିନ୍ : ସ୍ତ୍ରୀ ଓ ପୁତୁରାଙ୍କୁ ପଚରା ଉଚରା…

ବହ୍ମପୁର: ନବ ଦାସ ହତ୍ୟାକାରୀ ଗୋପାଳ ଦାସ ଘରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନ୍‌ବିନ୍‌ । ଗୋପାଳ ଦାସର ବ୍ରହ୍ମପୁର ଶିଳ୍ପାଞ୍ଚଳରେ ଘରେ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି । ଗୋପାଳ ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିଲା ଟିମ୍‌ । ଗୋପାଳଙ୍କ ପଡିଶା

ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଉପରେ ଚଢ଼ିଗଲା ହାଇୱା ! ଘଟଣାସ୍ଥଳରେ ମୃତ୍ୟୁ…

ଯାଜପୁର : ସଡକ ଦୁର୍ଘଟଣାରେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଅର୍ଜୁନ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଉପରେ

ମର୍ଣ୍ଣିଂ ଓ୍ୱାକ୍ ବେଳେ ଆକ୍ରମଣ କଲା ମହୁମାଛି, ବିଧାୟକ ଆହତ…

ଆନନ୍ଦପୁର : ମହୁମାଛି ଆକ୍ରମଣରେ ବିଧାୟକ ଆହତ । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି । ସକାଳୁ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ହଠାତ୍‌ ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନିକଟସ୍ଥ ଏକ କ୍ଲବ

ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୧୦ରୁ ଉର୍ଦ୍ଧ୍ୱ ଗିରଫ

ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ। ପରେ ବାଲି ମାଫିଆ ଉପଜିଲ୍ଲାପାଳ ଓ