Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ…
ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରନାଁରେ ପୁଣି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଆସିଛି ଅଭିଯୋଗ ।
ଖବର ଅନୁଯାୟୀ, ପଥର!-->!-->!-->…
ନବ ଦାସଙ୍କୁ ହତ୍ୟା ଘଟଣା: ଫୋରେନସିକ ଲାବ୍ ଗଲା ଜବତ ହୋଇଥିବା ପିସ୍ତଲ, ଗୁଳି…
ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାକୁ ଦୁଇ ଦିନ ହେଲାଣି । କିନ୍ତୁ ଏଯାଏ ଜଣା ପଡ଼ିନି କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଗତକାଲି ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇଥିଲା କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ!-->…
ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା, କୋର୍ଟଙ୍କ ଅନୁମତି କ୍ରମେ ଜେଲରେ ରହି ଦେବେ ପରୀକ୍ଷା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା । ଝାରପଡ଼ା ଜେଲ୍ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍ ମାନୁଆଲ ଅନୁୟାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ!-->…
ଆକାଶମାର୍ଗରେ ଭୁବନେଶ୍ୱର ସହ ଯୋଡିହେଲା ଜାମସେଦପୁର, ଉଡିଲା ବିମାନ…
ଭୁବନେଶ୍ୱର : ଆଜିଠୁ ଆକାଶ ମାର୍ଗରେ ଭୁବନେଶ୍ୱର ସହ ଯୋଡିହେବ ଜାମସେଦପୁର। ଜମାସେଦପୁରକୁ ଉଡ଼ାଣ ଭରିବେ ଯାତ୍ରୀ। ଭୁବନେଶ୍ୱରରରୁ ଜାମସେଦପୁର ଓ ଜାମସେଦପୁରରୁ କୋଲକାତାକୁ ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ୍ ଏୟାର। ଭୁବନେଶ୍ୱରରୁ ସକାଳ ୯ଟାରେ ବାହାରି ଜାମସେଦପୁରରେ ୧୦ଟା ୧୫ରେ!-->…
ନବ ଦାସଙ୍କୁ ଗୁଳିମାଡ଼ ଘଟଣା; ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି…
ଭୁବନେଶ୍ୱର: ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର । ଗୃହ ବିଭାଗ ହାଇକୋର୍ଟ ରେଡିଷ୍ଟ୍ରାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ତଦନ୍ତର ତଦାରଖ ଦାୟୀତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ!-->…
ଅଭିଯୁକ୍ତ ଗୋପାଳ ଦାସ ଦୋଷ ସ୍ୱୀକାର କରିଛି : ଅରୁଣ ବୋଥ୍ରା…
ଝାରସୁଗୁଡ଼ା: ଦୋଷ ସ୍ବୀକାର କଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ । ଅଧିକ ତଥ୍ୟ ସଂଗ୍ରହ ପାଇଁ ରିମାଣ୍ଡ ଆବେଦନ କରାଯିବ । ସମସ୍ତ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ!-->…
ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ: ବିଏମ୍ସି ଡେପୁଟି କମିଶନର ଥାନାରେ ଅଟକ…
ଭୁବନେଶ୍ବର: ବିଏମ୍ସି ଡେପୁଟି କମିଶନର ଥାନାରେ ଅଟକ। ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍ସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି। ଅଟକ ରଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଯୋଗେଶ୍ୱରଙ୍କ ପାଲଟା ଅଭିଯୋଗ ଆଣିଛନ୍ତି।!-->…
ଚାକିରିରୁ ବିଦା ହେଲେ ଏଏସ୍ଆଇ ଗୋପାଳ ଦାସ
ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ନବ ଦାସଙ୍କୁ ହତ୍ୟା ଘଟଣାରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଧାରା ୩୧୧ ଆଧାରରେ ତାଙ୍କୁ ବହିଷ୍କାର କରାଯାଇଛି । ଗୋପାଳକୃଷ୍ଣ ଦାସଙ୍କୁ ଝାରସୁଗୁଡା ଏସପି ବହିଷ୍କାର କରିଥିବାବେଳେ ଆଜି ତାଙ୍କୁ!-->…
କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର…
ଭବାନୀପାଟଣା : ଭବାନୀପାଟଣା -ଜୁନାଗଡ଼ ଜାତୀୟ ରାଜପଥ ୨୬ଜାରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଆରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ମୃତ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମିଳିଥିବା ଖବର ଅନୁଯାୟୀ,!-->…
ପଞ୍ଚଭୂତରେ ବିଲୀନ ହେଲେ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଲ…
ଝାରସୁଗୁଡା: ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ | ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ!-->…