Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୩ ଦିନ ପରେ ପୁଣି ବଢ଼ିବ ଶୀତ…
ଭୁବନେଶ୍ବର : ରାଜ୍ୟରେ ଏବେ ଶୀତ ଟିକେ କମିଛି । ଦିନର ତାପମାତ୍ରା ମଧ୍ୟ ବଢ଼ିଛି । ରାତିରେ ବିଶେଷ ଶୀତ ଅନୁଭବ ହେଉନାହିଁ । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବାକୁ ଥିବା ବେଳେ ପରେ ଟିକେ ଶୀତ ବଢ଼ିବ । ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି!-->…
ଘରକୁ ଗଲେ ପୁଅ ବୋହୂ ମାରୁଛନ୍ତି, ଏମିତି ଅଭିଯୋଗ ଆଣି ଥାନାରେ ବୃଦ୍ଧଙ୍କ ଧାରଣା…
କାକଟପୁର: ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେଇପାରୁନି ସେହି ଜନ୍ମକଲା ପୁଅ। ସାମାନ୍ଯ ସ୍ବାର୍ଥ ପାଇଁ ପାଲଟି ଯାଉଛି ପଶୁ। ବାପା ଯେ ତାକୁ ଦିନେ ଜନ୍ମ ଦେଇ ପାଳିପୋଷି ମଣିଷ!-->…
ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ…
ଭୁବନେଶ୍ୱର: ରବିବାର ପୂର୍ବାହ୍ନରେ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଛି । ଏହାରି ମଧ୍ୟରେ ଆଜି ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ!-->…
ନବଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଟୁଇଟ୍ର ଆକାଉଣ୍ଟରେ!-->…
ନବ ଦାସଙ୍କ ପରଲୋକରେ ଶୋକ ଜଣାଇଲେ ବିଶିଷ୍ଟ ବ୍ୟକ୍ତି…
ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକରେ!-->…
ନବ ଦାସଙ୍କ ବିଜ୍ନେସ୍ ପାର୍ଟନରଙ୍କୁ ଶନିବାର ମିଳିଥିଲା ହତ୍ୟା ଧମକ…
ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ଗୁଳିମାଡ଼ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ତାଙ୍କ ବିଜ୍ନେସ୍ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ସୂଚନା ଅନୁଯାୟୀ, କେହି ଦୁର୍ବୃତ୍ତ!-->…
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ଦାବି କରିଛନ୍ତି।ସେ କହିଛନ୍ତି, ଏହି ଘଟଣାକୁ ଆମେ ନିନ୍ଦା କରୁଛୁ। ଏଭଳି ଘଟଣା ଘଟିବା କଥା ନୁହେଁ। ଏ!-->…
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ…
ଭୁବନେଶ୍ବର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ!-->…
ଜିନ୍ଦଲନଗରରେ ହେବ ମଲ୍ଟି ସ୍ପେସାଲିଟି ଡାକ୍ତରଖାନା…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର୍ ଉଦ୍ୟୋଗର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍ପି ଫାଉଣ୍ଡେସନ୍ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲର ଭୂମିପୂଜା ଅନୁଷ୍ଠିତ!-->…
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁଳିମାଡ଼ରେ ଗୁରୁତର : ରକ୍ଷକ ସାଜିଲା ଭକ୍ଷକ…
ଝାରସୁଗୁଡ଼ା - ୨୯/୦୧/୨୩ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଗୁଳି ମାଡରେ ଗୁରୁତର ଆହତ ହୋଇଛନ୍ତି । ଗୋପାଳ ଚନ୍ଦ୍ର ଦାସ ନାମକ ଜଣେ ପୁଲିସ କର୍ମଚାରୀ ତାଙ୍କ ଉପରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଥିବା ପୁଲିସ ଏସଡିପିଓ!-->…