Browsing Category

ଓଡିଶା

୧୫ବର୍ଷରୁ ପୁରୁଣା ସବୁ ସରକାରୀ ଗାଡ଼ି ଅଚଳ ଘୋଷଣା…

ଭୁବନେଶ୍ବର : ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି। ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ଲୋକାଲ ଅଥରିଟି, ସରକାରଙ୍କ

କେନ୍ଦ୍ରାପଡ଼ାରେ ଅପରାଜିତାଙ୍କ ପଦଯାତ୍ରା: ବୈଠକ ଆଳରେ ଦୂରେଇ ରହିଲେ ଅନ୍ୟ ନେତା…

କେନ୍ଦ୍ରାପଡ଼ା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କେନ୍ଦ୍ରାପଡ଼ା ଗସ୍ତ ବିଜେପି ଭିତରେ ଚାଲି ଆସିଥିବା ପତିଆରା ଲଢେଇକୁ ପଦାରେ ପକାଇ ଦେଇଛି। ଆଜି ଏ ପ୍ରକାର ଚର୍ଚ୍ଚା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି। ଅପରାଜିତା ଠିକ ଯେଉଁ ସମୟରେ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ ଠିକ ସେହି

ଚାରି ଦିନ ପରେ ୨ ଡିଗ୍ରି ଖସିବ ତାପମାତ୍ରା…

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ଅଧିକ ରହିଛି। ଶୀତ କିମ୍ବା କୁହୁଡ଼ି ମଧ୍ୟ ବିଶେଷ ନାହିଁ। ଆ‌ସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଏହାର ପରବର୍ତ୍ତୀ ସମୟରେ ରାଜ୍ୟର ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ଯାଏ କମିବ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ

ଭୁବନେଶ୍ବର: ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି। କ୍ୟାପିଟାଲ

ଢେଙ୍କାନାଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଲାଗି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ

ନବ ଦାସଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ କର୍ମୀଙ୍କ ଗୁଳିମାଡ଼, ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର…

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ

ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…

କଟକ: ହାଇକୋର୍ଟ ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଏହାସହ ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା : ଫରେନସିକ୍‌ ଲ୍ୟାବକୁ ଗଲା ମୃତକର ମୋବାଇଲ…

ଖୋର୍ଦ୍ଧା : ବାଣପୁରରେ ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା । ମୋବାଇଲ ଫୋନରେ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତକର ମୋବାଇଲ ଖୋଲିବ ହତ୍ୟାର କାହାଣୀ । ମୋବାଇଲ ଫୋନକୁ ରାଜ୍ୟ ଫରେନସିକ୍‌ ଲ୍ୟାବକୁ ପଠାଯାଇଛି । କଲ ଡିଟେଲସ୍‌, ମୋବାଇଲରେ ଥିବା ଭିଡିଓ ଓ ଚାଟ୍‌ରୁ ମିଳିବ

ଓଡ଼ିଶା ମୋ ପରିବାରର ସହାୟତାରେ ବାହାରିନ୍ ରୁ ଉଦ୍ଧାର ହେଲେ ଉଚ୍ଚ ଶିକ୍ଷିତା ମହିଳା…

ଭୁବନେଶ୍ୱର : ଅନେକ ଯୁବପିଢୀ ଉଚ୍ଚଶିକ୍ଷିତ ହୋଇ ସୁଦ୍ଧା ବର୍ତ୍ତମାନ ଚାକିରି ପ୍ରଲୋଭନରେ ବାହାର ଦେଶକୁ ଯାଇ ମାନସିକ ଏବଂ ଶାରୀରିକ ଅତ୍ୟାଚାରର ଶିକାର ହେଉଛନ୍ତି । ବିଭିନ୍ନ ବିଜ୍ଞାପନରେ ବାହାରିଥିବା ନିଯୁକ୍ତିରେ ବିଶ୍ଵାସ ରଖି ସଠିକ୍ ବିଚାର ନ’କରି ଚାକିରି କରିବା ପାଇଁ ଦେଶ ବାହାରକୁ