Browsing Category

ଓଡିଶା

ରାଜ୍ୟରେ କମିଛି ଶୀତ ବଢୁଛି ତାତି…

ଭୁବନେଶ୍ୱର : ରାଜ୍ୟରେ ବଦଳୁଛି ପାଣିପାଗ, କମିଛି ଶୀତ। ମାଘ ମାସରେ ବାଘୁଆ ଶୀତ ହେବା କଥା କିନ୍ତୁ ରାଜ୍ୟରୁ ଶୀତ ଏବେ ଗାଏବ ହେଉଛି। ଏହି ସମୟରେ ଖରା ମାଡ଼ି ଆସିଲାଣି। କିଛି ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ୪ ଡିଗ୍ରୀ ସେଲସିୟସ ଉପରେ ରହୁଛି ପାରଦ। ସେହିପରି ବିଭିନ୍ନ ସ୍ଥାନରେ

‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି

କୋରାପୁଟ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଗମାଙ୍ଗ ପରିବାର

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ଦୁଇ ଯୁବକ…

ଯାଜପୁର: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜ‌ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରଜତ କୁମାର ସାହୁ।

୬ ଆନ୍ତଃ ଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତି ଚୋର ଗିରଫ, ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ…

ମାର୍ଶାଘାଇ: ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପୁଲିସ ୬ ଜଣ ଆନ୍ତଃ ଜିଲ୍ଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୁଣ୍ଡପାଟଣା ଗାଁର ନାରାୟଣ ସାହୁ

୫ କୋଟି ଟଙ୍କାର ବ୍ରାଉନ୍‌ସୁଗର ଓ ଗଞ୍ଜେଇକୁ ପୋଡ଼ିଲା STF

ଖୋର୍ଦ୍ଧା: ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF । ୫ ହଜାର ୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କେଜି ୩୨ ଗ୍ରାମ ଜବତ ବ୍ରାଉନ ସୁଗରକୁ ପୋଡି ନଷ୍ଟ କରାଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଟାଙ୍ଗିଆପଡା ଠାରେ ଥିବା ସାନିକ୍ଳିନ ପ୍ରାଇଭେଟ ଲିମିଟେଡରେ ଏସବୁ

ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲା: ୫ ଗିରଫ

ଭୁବନେଶ୍ବର: ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍‌ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଜଣ ଗିରଫ । ସେମାନଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଜଣେ ଫେରାର ଅଛି । ସମସ୍ତେ ରାଜଧାନୀର ବିଭିନ୍ନ ବସ୍ତିର ରହୁଥିଲେ । ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି

୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ…

ଭୁବନେଶ୍ବର: ୩ ଘଣ୍ଟାର ଜେରା ପରେ ଇଡିରୁ ବାହାରିଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ୧୦ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଥିଲେ ବ୍ରଜ ପ୍ରଧାନ। ବେଆଇନ ଖଣି କାରବାର ନେଇ ED ଜେରା କରିଥିବା ଜଣାପଡ଼ିଛି। ଗତ ୨୦ତାରିଖରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ

ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ହାଇପରସୋନିକ ଟେଷ୍ଟ…

ବାଲେଶ୍ବର: ଭାରତର ହାଇପରସୋନିକ ଟେଷ୍ଟ । ଧାମରା ଅବଦୁଲ କାଲାମ ଦ୍ଵୀପରୁ ପରୀକ୍ଷଣ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇପରସୋନିକ ମିସାଇଲ HSTDV । ଏହା ଶବ୍ଦର ଗତି ଠାରୁ ୬ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍କାର୍ମ ଜେଟ୍‌ ଇଞ୍ଜିନ

ସାଙ୍ଗଙ୍କ ସହ ମିଶି ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ ଭାଇ…

କାକଟପୁର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବଡ଼ବାପାଙ୍କ ପୁଅ ଓ ତାର ୩ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ । ଏ ନେଇ ପୀଡ଼ିତାଙ୍କ ମା’ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ

ଶ୍ରୀମନ୍ଦିର ନୀତିରେ ମହାବିଳମ୍ବ, ଗତକାଲିର ନୀତି ଆଜି ହେଲା ସମ୍ପନ…

ପୁରୀ: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି। ତେବେ ଗତକାଲିର ପହୁଡ଼ ବିଳମ୍ବ ହେବାରୁ ଆଜି