Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନବରଙ୍ଗପୁର ଜିଲାପାଳ ପାଇବେ ରାଜ୍ୟସ୍ତରୀୟ ସମ୍ମାନ…
ନବରଙ୍ଗପୁର: ଜାତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପ୍ରକାରେ ଗତ ୫ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ପ୍ରଥମ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଉତ୍ତମ ପାରଦର୍ଶିତା ଲାଭ କରିଛି । ଏହି ସଫଳତା ପାଇଁ!-->…
ଅକ୍ସିଜେନ ଅଭାବରୁ ଏସସିବିରେ ରୋଗୀଙ୍କର ମୃତ୍ୟୁ ଅଭିଯୋଗ…!
କଟକ: କଟକ ବଡ଼ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ମୃତକ ବାଲେଶ୍ୱର ଜିଲ୍ଲାର ଜଣେ ୮୨ ବର୍ଷିୟ ବୃଦ୍ଧ ଭାଗବତ ମହାନ୍ତି। ସଂପର୍କୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି।
ବୃଦ୍ଧ ପ୍ରଥମେ ବାଲେଶ୍ବର ଡାକ୍ତରଖାନାରେ!-->!-->!-->…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ନାବାଳକ ଅଭିଯୁକ୍ତ ଲୋଡ଼ି ପାରିବେ ଆଗୁଆ ଜାମିନ
କଟକ : କୌଣସି ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ନାବାଳକ ଆଗୁଆ ଜାମିନ ଆବେଦନ କରି ପାରିବେ। ସିଆର୍ପିସିର ଧାରା ୪୩୮ରେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି!-->…
କୋର୍ଟରେ ହାଜର ହେବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍ଙ୍କ କୋର୍ଟରେ ହାଜର ହେବେ। ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି।
ପ୍ରସ୍ତୁତ ହେଉଛି ବୃହତ୍ ନନ୍ଦନକାନନ ନକ୍ସା: ଚୂଡ଼ଙ୍ଗଗଡ଼କୁ ଉଠିଯିବ ସଫାରି…
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ। ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ। କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ କରିବା!-->…
ଏକ କୋଟି ନୁହେଁ, ୧୦ ଲକ୍ଷ ଟଙ୍କାର ସୁନା କଳସ ଶନି ମନ୍ଦିରକୁ ଦାନ କରିଛି : ନବ ଦାସ..
ସମ୍ବଲପୁର : ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଥରିଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି।!-->…
ଅର୍ଚ୍ଚନା ନାଗ ମାମଲା: ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହୋଇପାରନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ରେ ଦୋଷୀ ଭାବେ ଦର୍ଶାଯାଇଛି। ଇଡି ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି। ୨୪ ତାରିଖରେ ହାଜର ହେବାକୁ!-->…
ପ୍ରେମିକ ନଥିଲେ ଛାତ୍ରୀଙ୍କୁ କଲେଜ ଆସିବା ମନା… !
ଜଗତସିଂହପୁର: ବୟଫ୍ରେଣ୍ଡ ନଥିଲେ କଲେଜରେ ଗେଟ୍ ମନା । ପରିଚୟ ପତ୍ର ଭଳି ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ କଲେଜର ପ୍ରବେଶ ଦ୍ୱାରରେ ଦେଖାଇ ଏଣ୍ଟ୍ରି କରିପାରିବେ । ଜଗତସିଂହପୁର ଜିଲ୍ଲାର ସର୍ବ ପୁରାତନ ଝଠଗ କଲେଜ ନାମରେ ଭାଇରାଲ ହେଉଛି ଏମିତି କିଛି ବେନାମୀ ନୋଟିସ।
ଖବର ଅନୁଯାୟୀ,!-->!-->!-->…
ପ୍ରେସ୍ ଲେଖାଥିବା ଗାଡିରେ ମଦ ଚାଲାଣ: କାର୍ ଛାଡି ଅଭିଯୁକ୍ତ ଫେରାର…
ଢେଙ୍କାନାଳ: ଗାଡ଼ିରେ ପ୍ରେସ୍ ଲେଖି ଚାଲିଥିଲା ମଦ ବେପାର ।ଢ଼େଙ୍କାନାଳ ଟାଉନ ଥାନା ପୁଲିସ ଆଜି ଏହିପରି ଏକ ଗାଡିକୁ ଜବତ କରିଛି । ଗାଡିରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗାଡ଼ ଛାଡ଼ି ଚମ୍ପଟ୍ ମାରିଛି ଡ୍ରାଇଭର। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ!-->…
ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍, ଯୁବକ ଗୁରୁତର…
ତିଗିରିଆ : ଭାରସାମ୍ୟ ହରାଇ ଅଟୋ ଏବଂ ହାଇୱା ସହ ଧକ୍କା ହେଲା ବାଇକ୍। ଯୁବକ ଗୁରୁତର। ତିଗିରିଆ ଥାନା ଅନ୍ତର୍ଗତ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ବର ରାଜପଥ ଜେମାଦେଇପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୁଚନା ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ!-->…