Browsing Category

ଓଡିଶା

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ରାଜ୍ୟର ୧୮ଟି ସ୍ଥାନରେ ଚଢ଼ାଉ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୬ଟି ସ୍ଥାନ ସହିତ କଲେଜ ରୋଡ଼ ବିଣିଆପାଟ, ବଜାଜ ସୋ’ରୁମ, ହୋଟେଲ ଇଣ୍ଡିଆଠାରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି। …

କନ୍ୟାଶ୍ରମରେ ଝାଡାବାନ୍ତି: ୧୧ଛାତ୍ରୀ ଆକ୍ରାନ୍ତ ; ୬ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବl କନ୍ୟାଶ୍ରମରେ ଝାଡ଼ାବାନ୍ତି। ଝାଡ଼ାବାନ୍ତି ରେ ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ଗୁରୁତର ଥିବାରୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନେ ହେଲେ…

ଆଜି ଥିଲା ଚତୁର୍ଥୀ, ଶୌଚ ପାଇଁ ଯାଇଥିବା ବେଳେ ବୁଡି ଗଲେ ଯୁବକ

ବାଲେଶ୍ଵର : ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଖଡ଼ୁପାହି ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଅଜୟ କୁମାର ଭଞ୍ଜ । ଗତ ୧ ମାର୍ଚ୍ଚରେ ଅଜୟଙ୍କ ହୋଇଥିଲା ବାହାଘର ଆଜି ଥିଲା ରିସେପ୍ସନ । ସୂଚନା ଅନୁସାରେ ଗତ ୧ ତାରିଖରେ ଯୁବକ…

ଭିଜିଲାନ୍ସ ଜାଲରେ KBK ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରୁଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱରର ୩ଟି, କଳାହାଣ୍ଡି ସ୍ଥିତ…

ଥାନା ପରିସରରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ

କେନ୍ଦ୍ରାପଡା: ପ୍ରେମ କାହାଣୀକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କିଛି ପ୍ରେମ କାହାଣୀ ସଫଳ ହେଉଛି ତ କିଛି କାହାଣୀ ବିଫଳ। ତେବେ ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଜଣେ ଯଦି ଅନ୍ଯ ଜଣଙ୍କୁ ସେତିକି ମନ ଦେଇ ଭଲ ପାଇଥିବ ତେବେ ସେ ତା ପ୍ରେମ କୁ ପାଇବା…

ଚାପି ଦେଲା ଟ୍ରକ୍‌, ଚାଲିଗଲା କନେଷ୍ଟବଳଙ୍କ ଜୀବନ

ନବରଙ୍ଗପୁର: ଡ୍ୟୁଟି ସାରି ମେସ୍‌ମୁହାଁ ହୋଇଥିଲେ। ମାତ୍ର ବାଟରେ ଘଟିଲା ଅଘଟଣ। ମେସ୍‌ରେ ପହଞ୍ଚିବା ପୂର୍ବରୁ ରାସ୍ତା ଉପରେ ଚାପି ଦେଲା ଟ୍ରକ୍‌। ଫଳରେ ଅକାଳରେ ଛଟପଟ ହୋଇ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ନବରଙ୍ଗପୁର ସହର ର ଡିଆରଡିଏ…

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌

ମୟୂରଭଞ୍ଜ : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଗତକାଲି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ବୁଲି ଏହାର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ପାଲଟିଥିବା ଦ୍ୱାରସୁଣି ଘାଟିର ବିକଳ୍ପ ଚିନ୍ତା କରିଛନ୍ତି । ରାଇରଙ୍ଗପୁର…

କୋରାପୁଟରେ ମୃଦୁ ଭୂମିକମ୍ପ

କୋରାପୁଟ : କୋରାପୁଟରେ ମୃଦୁ ଭୂମିକମ୍ପ। ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା ୩.୮। ଆଜି ଭୋର ୫ଟା ୫ ମିନିଟ୍‌ରେ ହୋଇଥିଲା ଭୂମିକମ୍ପ। କୋରାପୁଟ, କାକିରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡ଼ାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଘର ଓ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ: ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ବିଳମ୍ବିତ ରାତିରେ…

ଆଇନଜୀବି ପୀତବାସ ପଣ୍ଡା ଙ୍କ ପାର୍ଥିପତ୍ର ଦାଖଲ…

ବ୍ରହ୍ମପୁର:ଦୀର୍ଘ ଦଶ ବର୍ଷ ପରେ ଆସନ୍ତା ଏପ୍ରିଲ୧୫ ତାରିଖ ରେ ରାଜ୍ୟ ଆଇନଜୀବି ପରିଷଦ ର ହେବାକୁଥିବା ନିର୍ବାଚନ ରେ ବ୍ରହ୍ମପୁର ର ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଆଜି କଟକ ସ୍ଥିତ ରାଜ୍ୟ ଆଇନଜୀବି ପରିଷଦ କାର୍ଯ୍ୟାଳୟ ରେ ପାର୍ଥିପତ୍ର ଦାଖଲ କରିଛନ୍ତି ।ବ୍ରହ୍ମପୁର ସହର ତଥା ଗଞ୍ଜାମ…