Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଷ୍ଟେସନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, କର୍ମଚାରୀ ଗିରଫ
ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ ଗିରଫ । ଜଣେ ୫୪ ବର୍ଷୀୟ ରେଳ କର୍ମଚାରୀ ଷ୍ଟେସନର!-->…
ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଶାସନିକ ସେବାର ୧୪ ଅଧିକାରୀଙ୍କୁ IAS ପଦୋନ୍ନତି
ଭୁବନେଶ୍ୱର : ୧୪ OAS ଅଧିକାରୀଙ୍କୁ IAS ପଦୋନ୍ନତି । ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ IASକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ-DoPT ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫ ସିଲେକ୍ଟ ଲିଷ୍ଟ ପାଇଁ ନିର୍ଦ୍ଧାରିତ!-->…
ଏକା ଦିନେ ଓପିଏସ୍ସିର ଦୁଇଟି ପରୀକ୍ଷା ; ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ
ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍ (ଓଏଇଏସ୍)ର ସହକାରୀ ଏଗ୍ରିକଲଚର୍ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି।!-->…
ଗଛରେ ପିଟି ହେଲା ବସ୍: ଡ୍ରାଇଭର ମୃତ, ୨୫ ଗୁରୁତର
ନୟାଗଡ : ଗଛରେ ପିଟି ହେଲା ବସ୍ । ବାଉଅଁଶିଆପଡା ନିକଟରେ ଗଛରେ ପିଟିଲା ଏକ ଘରୋଇ ବସ୍ । ବସ୍ ଭୂବନେଶ୍ବରରୁ ନୟାଗଡ ଆସୁଥିଲା । ଜଣେ ମୃତ ୨୫ରୁ ଅଧିକ ଗୁରୁତର । ସମସ୍ତ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି । ବସ ର ଡ୍ରାଇଭର ନୀଳ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ଭିତରୁ ୮ ଜଣଙ୍କୁ!-->…
ଏଫସିଆଇ ଉଠାଉନି ଚାଉଳ, ଭରା ସଭାରେ ଯୋଗାଣ ମନ୍ତ୍ରୀଙ୍କ କ୍ଷୋଭ
ଭୁବନେଶ୍ୱର : ଏଫସିଆଇ ଚାଉଳ ଉଠାଉନଥିବାରୁ ରାଜ୍ୟ ଯୋଗାଣ ନିଗମର ୪୭ ତମ ବାର୍ଷିକ ଉତ୍ସବରେ ଭାରତୀୟ ଖାଦ୍ୟ ନିଗମ ମହାପ୍ରବନ୍ଧକଙ୍କ ଆଗରେ କ୍ଷୋଭ ବ୍ୟକ୍ତ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଥିଲେ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଏଫସିଆଇ ଟାର୍ଗେଟ ଦେଇଥିଲା। କିନ୍ତୁ ଏଯାଏ!-->…
ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରହିଛି ଶେକ୍ ଆଣ୍ଡ୍ ଆଲର୍ଟ ସୁବିଧା
ଭୁବନେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାରେ ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମାନ୍ୟବର!-->…
ପେପରଲେସ୍ ହେବ ଜମି ପଞ୍ଜୀକରଣ, ଚାରି ପୃଷ୍ଠାରେ ସୀମିତ ରହିବ ଦଲିଲ
ଭୁବନେଶ୍ୱର : ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ ବିଲ୍ । ଜମି କିଣାବିକା ଓ ଦଲିଲ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଏବଂ ଦ୍ରୁତ କରିବାକୁ!-->…
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା; ‘ଜାଣିଶୁଣି ଚାପି ଦିଆଯାଇଥିଲା’ କମିସନ୍ ରିପୋର୍ଟ : ଆଇନମନ୍ତ୍ରୀ
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ଉପୁଜିଥିବା କହିଛନ୍ତି ଆଇନମନ୍ତ୍ରୀ। ପୂର୍ବ ବିଜେଡି ସରକାର ଉପରେ ଗୁରୁତର ଅଭିଯୋଗ ଆଣି ଆଇନମନ୍ତ୍ରୀ କହିଛନ୍ତି, ଜାଣିଶୁଣି କମିସନ୍ ରିପୋର୍ଟକୁ!-->…
୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା
ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା!-->…
ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଏନକାଉଣ୍ଟର
ବାଲେଶ୍ବର: ବାଲେଶ୍ବର ସିମୁଳିଆରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଗୁଳି କଲା ପୋଲିସ। ରାଣୀତାଲ କୁପାରୀ ରାସ୍ତା ଅଡାସୋଲା ଛକ ନିକଟରେ ଏନକାଉଣ୍ଟର ହୋଇଛି । ସିମୁଳିଆରେ ମୁକେଶ ଆତ୍ମଗୋପନ କରିଥିବା ପୋଲିସ ଖବର ପାଇ ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍!-->…