Browsing Category

ଓଡିଶା

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପରିଚୟପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ବୈଧ ପରିଚୟପତ୍ର ବହନ କରିବା ବାଧ୍ୟତାମୂଳକ କରାଯାଇଛି । ବିଶ୍ବବିଦ୍ୟାଳୟ କୁଳସଚିବଙ୍କ ଦ୍ବାରା ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାରି ହୋଇଥିବା ନୋଟିସ୍ ଅନୁଯାୟୀ, କ୍ୟାମ୍ପସରେ ବୈଧ ପରିଚୟପତ୍ର ବହନ କରିବା ଜରୁରୀ। ଯଦି କୌଣସି ବ୍ୟକ୍ତି ବିନା…

ପୁଲିସ କେସ ଦେବାରୁ ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର : ସତସଙ୍ଗ ବିହାର ଛକରେ ଘଟିଛି ଭୟାନକ ଘଟଣା। ଚୋରି ମାମଲାରେ ଅଭିଯୋଗ କରିବାରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ସୂଚନା ଅନୁସାରେ ମହିଳା ଜଣକ ସତସଙ୍ଗ ବିହାର ଛକରେ ମକା ଦୋକାନ କରିଛନ୍ତି।ଏକ ଚୋରି ମାମଲାକୁ ନେଇ ପୋଲିସ କେସ ଦେବାରୁ କିଛି ଦୁର୍ବୃତ୍ତ ଆକ୍ରମଣ…

ବାଣ ବିସ୍ଫୋରଣରେ ୩ ଗୁରୁତର

କଟକ : ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ବିସ୍ଫୋରଣ। ଘଟଣାରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ…

ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ମନମୋହନ ସାମଲ, କହିଲେ- ଭୁଲ୍ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ ନଷ୍ଟ…

ଭୁବନେଶ୍ବର ୧୯।୨: ଧାନ କିଣା ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ । ବିଧାନସଭାରେ ଚର୍ଚ୍ଚା ଆଲୋଚନା ହେଉ ତାର ଜବାବ ମୋହନ ସରକାର ଦେବେ । ବିରୋଧୀ ବିଧାନସଭାରେ ଭୁଲ ତଥ୍ୟ ଦେଇ ଲୋକଙ୍କ ଅର୍ଥ ଓ ସମୟ…

ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମୋହନ; କହିଲେ, ଧାଡ଼ିଏ କହି ଖସିଯିବା ନେତା ମୁଁ ନୁହେଁ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଁ ପଳାୟନ ପନ୍ଥି ନୁହଁ, ଘରେ କି ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ଟାର୍ଗେଟ୍ କରି…

ବିଭାଗର ଗୁମର ଖୋଲିଲେ ଜେଲ ଡିଜି

ଭୁବନେଶ୍ବର: ରାଜ୍ୟରେ ଜଣେ ବି ଜେଲ୍‌ ଅଧିକାରୀ କି କର୍ମଚାରୀ ପଦକ ପାଇବାକୁ ଯୋଗ୍ୟ ହେଉନାହାନ୍ତି। ଚଳିତ ବର୍ଷ ବିଭିନ୍ନ ଜେଲ୍‌ର ୩୦ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲିଛି। ଚୌଦ୍ବାର ଜେଲ୍‌ର ଜଣେ ମହିଳା କଏଦୀଙ୍କ ଗହଣା କର୍ତ୍ତୃପକ୍ଷଙ୍କ ହେପାଜତରେ ଥାଇ ଚୋରି ହୋଇଯିବା ଘାଟଣାର…

ଉପଜିଲ୍ଲାପାଳଙ୍କ ମହାନତା, ନିଜ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଦୁଇ ପରୀକ୍ଷାର୍ଥୀଙ୍କୁ ପଠାଇଲେ

ଭୁବନ: ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ଭୁବନ ପରୀକ୍ଷା କେନ୍ଦ୍ରର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ୍‌ରେ ବସି କାମାକ୍ଷାନଗର ବସ ଷ୍ଟାଣ୍ଡରେ ଏଣେ ତେଣେ ବୁଲୁଥିବା ସମୟରେ ଉଭୟଙ୍କୁ…

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ

ଭୁବନେଶ୍ବର: ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବ୍ରୁଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା…

ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ…

 ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ…