Browsing Category

ଓଡିଶା

ଡ଼ିସେମ୍ବର ୨୪ରୁ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ଆସନ୍ତା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ଆସନ୍ତା ୧୭ ତାରିଖରେ କଂସ

ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

କଟକ: ଆଜି ସରିଥାନ୍ତା, ହେଲେ ଆଉ ଗୋଟିଏ ଦିନ ବଢିଲା। କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ

ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ମ୍ୟାଚ୍ ସମୀକ୍ଷା । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ T20 ମ୍ୟାଚ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ । ମୁଖ୍ୟସଚିବ, ପୋଲିସ

ଡକାୟତି ଉଦ୍ୟମ ପଣ୍ଡ ହେବାରୁ ବୋମାମାଡ଼, ୩ ଗୁରୁତର

ନୟାଗଡ଼: ଡକାୟତି ବେଳେ ବୋମାମାଡ଼ । ୩ ଗୁରୁତର ମେଡିକାଲରେ ଭର୍ତ୍ତି । ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗାଁରେ ରାସ୍ତା କାମ ଚାଲୁଥିବାରୁ ୨ ଜଣ ଯୁବକ ସିମେଣ୍ଟ ଜଗିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେ ୧୨ଟା ସମୟରେ ବିଭିନ୍ନ ମାରଣାସ୍ତ୍ର

୪ କୋଟିର ଗଞ୍ଜେଇ ଜବତ, ୬ ଗିରଫ

ଭୁବନେଶ୍ୱର: ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା। ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଚାଲାଣ ମାମଲା ସାମ୍ନାକୁ ଆସିଛି। ଆଜି ସୋନପୁରରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୬ ଗିରଫ ହୋଇଥିବା ବେଳେ ୪ଟି କାର୍ ଜବତ କରାଯାଇଛି। ବେଆଇନ ଗଂଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ। ଜବତ

ଦିଲ୍ଲୀ ବିସ୍ଫୋରଣ ପରେ ସାମୁଦ୍ରିକ ଥାନାଞ୍ଚଳରେ ହାଇଆଲର୍ଟ, ମଝି ସମୁଦ୍ରରେ ପଇଁତରା ମାରୁଛି ପୋଲିସ

କେନ୍ଦ୍ରାପଡ଼ା: ନୂଆଦିଲ୍ଲୀରେ ସୋମବାର ରାତିରେ ବିସ୍ଫୋରଣ ପରେ ସାରା ଭାରତୀୟଙ୍କ ମଧ୍ୟରେ ଛନକା ପଶିଛି। ୧୦/୧୧ ମୁମ୍ବାଇ ଆକ୍ରମଣ ଦିନରେ ଏହି ଆକ୍ରମଣ ହୋଇଥିବା ଯୋଗୁଁ ସମୁଦ୍ରପଥରେ କଡ଼ାକଡ଼ି ଯାଞ୍ଚ୍‌ ଆରମ୍ଭ ହୋଇଛି । ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲାରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ, ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଥିଲା। ତେବେ

ରାତି ପାହିଲେ ପ୍ରଥମାଷ୍ଟମୀ, ମାଧବାନନ୍ଦଙ୍କ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ଗଲା ପୋଢୁଆଁ ଭାର

ଗୋପ: ଚଳଚଞ୍ଚଳ ହୋଇ ଉଠିଛି ନିଆଳୀ ନିକଟସ୍ଥ ମାଧବ ମନ୍ଦିର । ଶଙ୍ଖ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ଆଜି ସକାଳୁ ସକାଳୁ ମନ୍ଦିର ନିକଟସ୍ଥ ୨୫ରୁ ଅଧିକ ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁ ବଡ଼ ଠାକୁରଙ୍କ ପୋଢୁଆଁ ଭାର ଯିବାବେଳେ

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ

କଟକ : କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ

ଘାଟିରେ ଓଲଟିଲା ଅଟୋ, ୧୩ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଲକ ତ୍ରପୁର ବ୍ଲକ ତୁରିବୁଡି ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଅଟୋଟି କିଛି ଲୋକଙ୍କୁ ନେଇ କୁମ୍ଭିଖାଲ ଗାଁକୁ ଏକ ଏକୋଇସା ଭୋଜିରେ ଯୋଗଦେବାକୁ ଆସୁଥିଲା। ହେଲେ ଭାରସାମ୍ୟ ହରାଇ ଏକ ଘାଟି