Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମଦଭାଟି ଉପରେ ଚାଲିଲା ବୁଲଡୋଜର
ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶନିବାର ସକାଳେ ଅବକାରୀ ବିଭାଗ ଚଢାଉ କରି ପ୍ରଥମ ଥର ପାଇଁ ବେଆଇନ ମଦଭାଟିଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଚଡାଉ ସମୟରେ ପ୍ରଥମେ ବେଆଇନ ଭାବେ ଗଢି ଉଠିଥିବା ୧୫ରୁ ଅଧିକ ମଦଭାଟି ଓ ତା!-->…
ପୁରୀ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ପରଲୋକ, ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ନାବାଳିକା
ଭୁବନେଶ୍ୱର: ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତା ଆଉ ନାହାନ୍ତି। ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ!-->…
ନିଜ ନାମ ପଢିପାରୁନାହାନ୍ତି ତେଜସ୍ୱୀ: ସମ୍ରାଟ
ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର!-->…
ମିଛ କହି ଧରାପଡ଼ିଲେ ତେଜସ୍ଵୀ ଯାଦବ
ପାଟନା : ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ!-->…
ମଧ୍ୟାହ୍ନ ଭୋଜନରେ ଝିଟିପିଟି: ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ
ଟିଟିଲାଗଡ଼: ଟିଟିଲାଗଡ଼ ବଡ଼ତେନ୍ତୁଳୀଖୁଣ୍ଟି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିବା ଘଟଣା ସମ୍ପକରେ ଖବର ପାଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତରଖାନା ପହଞ୍ଚିଛନ୍ତି । ପୁର୍ବରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଲାଇନ ଲାଗି ରେଜିଷ୍ଟ୍ରେସନ କରିବାକୁ!-->…
ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ; ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦିଗପହଣ୍ଡି ବିଧାୟକ ତଥା ଓଲିଉଡ୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ ଘଟିଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଦ୍ଧାନ୍ତଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ୍ସରେ ପୋଷ୍ଟ!-->…
ସ୍କୁଲ ପିଲା ଅଣ୍ଡା ନ ଖାଇଲେ ଦିଆଯିବ ଫଳ
ଭୁବନେଶ୍ବର: ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ନିଷ୍ପତ୍ତି ଅନୁସାରେ, ଯେଉଁଦିନ ଛାତ୍ରଛାତ୍ରୀମାନେ!-->…
ବ୍ରହ୍ମପୁର ପୁଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ
ବ୍ରହ୍ମପୁର: ଅପରାଧୀ ଧରପଗଡ ସମୟରେ ଗୋଳନ୍ଥରା ପୁଲିସ ଗୁଳିରେ ଗଞ୍ଜାମ ଜିଲ୍ଲାର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ସୁନିଲ ନାହକ ଓରଫ ମଲ୍ଲ ଆହତ ହୋଇଛି। ତା’କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ୩ ଗୁଳି, ୨୧ ହଜାର ଟଙ୍କା ଜବତ କରିଛି।
!-->!-->…
ପୂର୍ବ ସରକାର ଛତିଶଗଡ଼ ପାଣି ନେଇଗଲା କହିଲେ, ହେଲେ ସମାଧାନ କଲେନି: ମନମୋହନ ସାମଲ
ଭୁବନେଶ୍ବର: ମହାନଦୀକୁ ନେଇ ବର୍ଷ ବର୍ଷ ଧରି ଛତିଶଗଡ଼ ସହିତ ଚାଲିଆସିଥିବା ଜଳବିବାଦର ଏପର୍ଯ୍ୟନ୍ତ ଆପୋସ ସମାଧାନ ହୋଇନାହିଁ। ପୂର୍ବରୁ ଥିବା ବିଜେଡି ସରକାର ଏନେଇ ଛତିଶଗଡ଼ ସହିତ ଅନେକ ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିନାହିଁ। ଏବେ ମହାନଦୀ ଜଳବିବାଦର ସମାଧାନ ରାଜନୈତିକ ସ୍ତରରେ!-->…
ମହାନଦୀ ଜଳବିବାଦ – ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବିଜେଡିର ପ୍ରତିକ୍ରିୟା
ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗତକାଲି ଜଳବିବାଦର ଆପୋସ ସମାଧାନ ସଂକ୍ରାନ୍ତରେ ଏକ ବୈଠକ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।ବିଜେଡି ଉପସଭାପତି ଶ୍ରୀ ମିଶ୍ର କହିଛନ୍ତି, କେଉଁ ଆଧାରରେ!-->…