Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇରାନୀ ରାୟ ବିଜେଡିର ସାଧାରଣ ସମ୍ପାଦକ ନିଯୁକ୍ତ…
ନୟାଗଡ଼: ନୟାଗଡ଼ ଜିଲ୍ଲାର ବରିଷ୍ଠ ନେତ୍ରୀ ଇରାନୀ ରାୟଙ୍କୁ ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି ।ଗତ ନିର୍ବାଚନ ପୂର୍ବରୁ ଇରାନୀ ରାୟ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହେବା ପରେ ବିଜେଡି ଦଳ ସାଙ୍ଗଠନିକ କ୍ଷେତ୍ରରେ ମଜଭୁତ ହୋଇଛି । ନୟାଗଡ଼ ନିର୍ବାଚନ!-->…
ବ୍ରହ୍ମପୁର (ବି.ଏମ.ସି) ର ହୁଗୁଳା ପଟ୍ଟା ଗାଁ ରେ ହୁଗୁଳା କାମ.! ବିନା କାର୍ଯ୍ୟ ଫଳକ ରେ ଆଦର୍ଶ ଗୋ ଶାଳା…
ଆଦର୍ଶ ଗୋ ଶାଳା ଏବେ ଅପରାଧ ତତ୍ତ୍ୱ ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି…..!ବ୍ରହ୍ମପୁର: : ବ୍ରହ୍ମପୁର ମହା ନଗର ନିଗମର ମହାନ କାମର ନଗ୍ନ ନମୁନା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଳା ପଟ୍ଟା ଗାଁ ରେ ଦେଖିବାକୁ ମିଳିଛି। ବିଗତ କିଛି ବର୍ଷ ହେଲା ବି.ଏମ.ସି ରେ ବଡ଼ ବଡ଼ ସ୍କାମ ଘଟିଛି।!-->!-->!-->…
ବାଇକ୍ ସୋରୁମ୍ରେ ଲାଗିଲା ନିଆଁ : ଜଳିଗଲା ୩୦ ବାଇକ୍
ଗୋପ : ବ୍ୟାଟେରୀ ଚାଳିତ ଗାଡ଼ି ସୋରୁମରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ପ୍ରାୟ ୨୦ରୁ ଅଧିକ ବ୍ୟାଟେରୀ ଚାଳିତ ମଟର ସାଇକେଲ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଲା ବେଳେକୁ ଜଳି ଯାଇଥିଲା ସମସ୍ତ ଗାଡ଼ି । ଆଜି ଅପରାହ୍ନ ୫ ଟା ସମୟରେ ହଠାତ ନିଆଁ ଜଳିଥିଲା କୋଣର୍କ!-->…
ରାଜଧାନୀକୁ ରେଡ୍ ଆଲର୍ଟ, ଆହୁରି ୫ ଦିନ ନାହିଁ ବର୍ଷାରୁ ନିସ୍ତାର…!
ଭୁବନେଶ୍ବର: ଗୋଟେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରକୁ ଘାଇଲା କରିଛି ଘଣ୍ଟାଏ କାଳର ବର୍ଷା । ପ୍ରବଳ ବର୍ଷା ପରେ ବେହାଲ ହୋଇଛି ରାଜଧାନୀ । ରାସ୍ତାରେ ପାଣି, ଘରେ ପାଣି ପଶି ଜୀବନ ଅସ୍ତବ୍ୟକ୍ତ ହୋଇଛି । ବର୍ଷା ପାଇଁ ଗାଡ଼ି ଫସିଛି,!-->…
ଏସ୍ଆଇ ପରୀକ୍ଷା କେଳେଙ୍କାରୀ : ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଭୁବନେଶ୍ଵର : ଏସ୍ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ଗିରଫ ହୋଇଥିବା ୧୧୪ ପରୀକ୍ଷାର୍ଥୀ ଏବଂ ୫ ଜଣ ଦଲାଲଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି।
ସେପଟେ ପୁଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା!-->!-->!-->…
ଭାଲୁ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ
ନୀଳଗିରି: ନୀଳଗିରି ତିନିକୋଶିଆ ଜଙ୍ଗଲକୁ ଛତୁ ଓ ଶୁଖିଲା କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ମହିଳା ମୃତ। ମୃତ ମହିଳା ନୀଳଗିରି ଥାନା ଅଧିନ ସଜନାଗଡ଼ ପଞ୍ଚାୟତ ପାଣବନ୍ଧ ଗାଁର ଚନ୍ଦ୍ର ମୋହନ ନାୟକଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ। ସକାଳୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଦୁଇଜଣ ପାଖ!-->…
ବାପାକୁ ଟାଙ୍ଗିଆରେ ହାଣି ପୋତିଦେଲା ପୁଅ !
ଦେବଗଡ : ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା ଔତଳ ଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ମାତ୍ର ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ!-->…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
!-->!-->…
କାମାକ୍ଷାନଗରରେ ପୁଣି ବାଘ ଆତଙ୍କ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଏକ ଗାଇକୁ ଜଙ୍ଗଲ ଭିତରକୁ ଘୋଷାଡି ନେଇ ମାରିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାଘକୁ ଠାବ!-->…
ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍
କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍। ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର!-->…