Browsing Category

ଓଡିଶା

୫୫୦ ଲିଟର ମଦ, ୫ ହଜାର ଲିଟର ପୋଚ ଜବତ

ଯାଜପୁର : ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି ସୁକିନ୍ଦା ଥାନା ବ୍ରାହ୍ମଣୀ ନଦୀ ଅବବାହିକାର ହରିପୁର ଓ ମଙ୍ଗରାଜ ନଦୀପଠାର ୧୦ ରୁ ଅଧିକ ଚୋରା ମଦଭାଟିରେ ଚଢ଼ଉ କରାଯାଇଥିଲା। ମୋଟ୍‌ ୫୫୦ ଲିଟର ରନ୍ଧା ଦେଶୀ ମହୁଲି ମଦ ଓ ୫ ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ

ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ, ଚାଲିଛି ବାସୀ ଓ ଅପମିଶ୍ରିତ ମିଠାର ଯାଞ୍ଚ

ଭୁବନେଶ୍ୱର ୨୭।୦୮ : ଆକ୍ସନରେ ଖାଦ୍ୟ ନିରାପତ୍ତା ବିଭାଗ । ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ମିଠା ବିକ୍ରି ଜୋରଦାର ଚାଲିଛି । କେଉଁ ମିଠା ଭେଜାଲ, କେଉଁ ମିଠା ଅପମିଶ୍ରିତ । ସେନେଇ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଖାଦ୍ୟ ନିରାପତ୍ତା ବିଭାଗ । ମିଠା ଦୋକାନରେ ଖାଦ୍ୟ

ବଙ୍ଗୋପସାଗର ମଝିରୁ ‘ମାତୁୟାନାମା’ ଉଦ୍ଧାର, ୨୮ ଦିନ ଧରି ଥିଲା ନିଖୋଜ

ଭୋଗରାଇ ୨୭।୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ । ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା

ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା: ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ

ପାରଳାଖେମୁଣ୍ଡି : ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିବା ବେଳେ ଆସନ୍ତା

ଟ୍ରେନ୍ ଧକ୍କାରେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଖମାରୀପଡା ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେନ୍ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଲକ୍ଷ୍ମଣ ଦାସ। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଖଣ୍ଡପଡ଼ା ଗ୍ରାମର ଧର୍ମେନ୍ଦ୍ର ଦାଶଙ୍କ ପୁଅ ଲକ୍ଷ୍ମଣ ଦାସ ସମ୍ଭବତଃ ଅନ୍ୟମନସ୍କ

ନେପାଳରେ ସୁରକ୍ଷିତ ଅଛନ୍ତି ୬ ଓଡ଼ିଆ ଫୁଟବଲ ଖେଳାଳି, ଫେରାଇ ଆଣିବାକୁ ସରକାରଙ୍କ ପ୍ରୟାସ

ଭୁବନେଶ୍ବର ୨୭।୮: ନେପାଳ-ତିବ୍ଦତ ସୀମାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଏବେ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦୦ ଭାରତୀୟଙ୍କ ସମେତ ହଜାରେରୁ ଅଧିକ ଏବେ ବି ନିଖୋଜ ଅଛନ୍ତି । ୮୫ରୁ ଅଧିକ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଆଜି

ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର : ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ବୁଧବାର ହାଇକୋର୍ଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାରମ୍ବାର ସୁଯୋଗ ସତ୍ତେ୍ୱ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ନୋଟିସ୍ ଜାରି କରାଯାଇଛି। ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବାର ମଧ୍ୟ

ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଦାୟିତ୍ୱ ନେଲେ ଡିଆଇଜି ଚରଣ ସିଂହ ମୀନା

ଭୁବନେଶ୍ବର  : ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା

ଭୁବନେଶ୍ୱର ଡିସିପି ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଓଡ଼ିଶା ସରକାର ଗୁରୁବାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ଏହି ତାଙ୍କ ସମ୍ପର୍କିତ ଏନଓସି (ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି । କେନ୍ଦ୍ର ଗୃହ ବିଭାଗ ତାଙ୍କ ଇସ୍ତଫାକୁ ମଂଜୁରି ଦେଲେ ଶ୍ରୀ ମୀନା

ଓସିଏ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା, ଗ୍ରହଣୀୟତା ଉପରେ ଜାରି ରହିଲା ଶୁଣାଣି

କଟକ ୨୭।୮: ଓଡ଼ିଶା କ୍ରିକେଟ୍ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ମାମଲା ଉପରେ ଆଜି ବି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇପାରିଲା ନାହିଁ । ବରଂ ଦାୟର ମାମଲାର ଗ୍ରହଣୀୟତାକୁ ନେଇ ଶୁଣାଣି ଜାରି ରହିଛି । ଆବେଦନକାରୀ ତଥା ଭେଟେରାନ ରଣଜୀ ପ୍ଲେୟାର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ