Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନଭେମ୍ବର ୨୪ରୁ ବାଲିଯାତ୍ରା, ଉଭୟ ପଡିଆ ପାଇଁ ସରକାରଙ୍କୁ ପ୍ରସ୍ତାବ
କଟକ:ଚଳିତବର୍ଷ କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା ଆୟୋଜନ କରାଯିବ।!-->…
ସାତ ଦିନ ପ୍ରବଳ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ସାତ ଦିନ ପ୍ରବଳ ବର୍ଷା । ୧ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ!-->…
ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର
ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା । ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ । ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ!-->…
ରାସୁଲଗଡ଼ ଛକରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର
ଭୁବନେଶ୍ବର: ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର । ଭୁବନେଶ୍ବର ରସୁଲଗଡ଼ କୋଚିଲେଇ ହାଟରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ସେଲୁନ କର୍ମଚାରୀ ମଙ୍ଗୁ ଡାକୁଆ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ AIIMS!-->…
ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ
କୁଚିଣ୍ଡା: ସମାଧାନ କରିବାକୁ ଆସିଲେ ବଳି ପଡିଲେ । ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ । ଝିଅ ଜ୍ୱାଇଁଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହର ସମାଧାନ କରିବାକୁ ଆସି ହତ୍ୟାକାଣ୍ଡର ଶିକାର ହେଲେ ଶ୍ୱଶୁର । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା!-->…
୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଥିବା କହିଲେ
ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଭୁବନେଶ୍ୱର ପାଇଁ!-->…
ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରେଜୁ ନିକଟସ୍ଥ କ୍ରାଣ୍ଡିମାସ୍କାଠାରେ ଏକ ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ସମେତ ୨ ଗୋରୁଙ୍କର ମୃତ୍ୟୁ ଘଟିଛି। ଧକ୍କା କରିଥିବା ଗାଡ଼ିର ପତ୍ତା ଏଯାଏଁ ମିଳିପାରିନାହିଁ। ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ!-->…
ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ
ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ,!-->…
ପୁଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଡକାୟତ ଦଳ
ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୁଲିସ ପଣ୍ଡ କରିଛି। କୌଣସି ସିନେମାର ଦୃଶ୍ୟ ଭଳି ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। କିନ୍ତୁ ଅନ୍ଧାରର ସୁଯୋଗ ନେଇ ଡକାୟତମାନେ ପୁଲିସ ଗାଡ଼ି ଭାଙ୍ଗି!-->…
ଯୁବକଙ୍କୁ ପଥରରେ ଛେଚି ହତ୍ୟା
ପୁରୀ : ପୁରୀରେ ପୁଣି ହତ୍ୟା । ଜଗନ୍ନାଥ ବଲ୍ଲଭ ଭିତରେ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ବଲ୍ଲଭ ଭିତରେ ଥିବା ଵେଣ୍ଟ ପୋଖରୀ ନିକଟରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ ହୋଇଛି । ଜଣେ!-->…