Browsing Category

ଓଡିଶା

ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଜାତୀୟ ଚଳଚିତ୍ର ଉତ୍ସବରେ ପୁଷ୍କରାକୁ ଶ୍ରେଷ୍ଠ ଓଡିଆ ଚଳଚିତ୍ର ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ ଚଳଚ୍ଚିତ୍ର

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା: ଆଇନମନ୍ତ୍ରୀ

ଭୁବନେଶ୍ଵର: ୨୦ ଲକ୍ଷ ଟଙ୍କା ପାଇଁ ପୁଲିସ୍‌ କନଷ୍ଟେବଳ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ

ସର୍ପାଘାତରେ ମାଆ, ପୁଅ ମୃତ

ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ବଡଚୂଆଁ ଗାଁ ଆଜି ଭୋରୁ ସାପ କାମୁଡାରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି। ବଡଚୁଆଁ ଗାଁର ରଥ କୁଲୁ ଘରେ ଖଟିଆରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ ତୁଳସୀ କୁଲୁ ଏବଂ ଚାରି ବର୍ଷର ଶିଶୁ ପୁତ୍ର ଅବିନାଶ ତଳେ ଶୋଇଥିଲେ। ଭୋର

ସମ୍ବଲପୁରରେ ୧୮୦ ମି.ମି ବର୍ଷା ରେକର୍ଡ, ଜନଜୀବନ ଅସ୍ତବ୍ୟସ୍ତ

ସମ୍ବଲପୁର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ୧୨ ଘଣ୍ଟାରେ ୧୮୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା କାରଣରୁ ଘରେ ବାହାରେ ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ସବୁଠି ଜଳବନ୍ଦୀ ପରିସ୍ଥିତି

ଚାଉଳ ପାଇଁ ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ବଳକା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ବିରୋଧୀ ସଦସ୍ୟ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ଖାଉଟି ଏବଂ

ବାଦ୍‍ ପଡ଼ିଲେ ଅଯୋଗ୍ୟ ସାମିଲ ହେଲେ ନୂଆ

ଭୁବେନଶ୍ବର: ରାଜ୍ୟରେ ୩୦ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିସାରିଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ । ସେହିପରି ଇକେୱାଇସିରେ ବାଦ୍‍ ପଡିଛନ୍ତି ୧ଲକ୍ଷ ୯ହଜାର ୮୫୩ଜଣ । ୬ଲକ୍ଷ ୩୮ହଜାର ୯୯୬ମୃତକ ପାଇଥିଲେ ରାସନ୍‍

ଗୁରୁବାରଠାରୁ ବଡ ବର୍ଷା !

ଭୁବନେଶ୍ଵର : ଗୁରୁବାର ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୬ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ସୁଦ୍ଧା ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ। ଗୁରୁବାର ପାଇଁ କୋରାପୁଟ, ନବରଙ୍ଗପୁର

ଲଘୁଚାପ ଜନିତ ଲଗାଣ ବର୍ଷା, ଉମରକୋଟ ସହର ଜଳବନ୍ଦୀ

ଉମରକୋଟ: କାହାର ଘର ଆଗରେ ପାଣି ଜମି ରହିଛି ତ ପୁଣି କାହା ଘର ଭିତରେ ଲହଡି ମାରୁଛି ବନ୍ୟା ପାଣି । କିଏ ଘର ଭିତରେ ଜମିଥିବା ପାଣିକୁ ସଫା କରିବାରେ ବ୍ୟସ୍ତ ତ ପୁଣି କିଏ ନିଜର ମାଟି ଘରକୁ ସଜାଡୁଛି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ପରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଘରେ

ହାତୀ-ମଣିଷ ଲଢେଇ: ୪ମାସରେ ଯାଇଛି ୪୫ଜଣଙ୍କ ଜୀବନ

ଭୁବନେଶ୍ୱର: ସାଢେ ୪ମାସରେ ହାତୀ-ମଣିଷ ଲଢେଇରେ ଯାଇଛି ୪୫ଜଣଙ୍କ ଜୀବନ । ଏହି ସମୟ ଭିତରେ ଭିନ୍ନ ଭିନ୍ନ କାରଣରୁ ୯ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ବିଦ୍ୟୁତ୍‍ ଆଘାତରେ ୭ଟି ହାତୀ ମୃତ୍ୟୁ ବରଣ କରିଥିବା