Browsing Category

ଓଡିଶା

୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ

କଟକ : ୪ ବସ୍ତା ଚାଇନା ମାଞ୍ଜା ସୂତା ଜବତ । କଟକ ଝୋଲା ସାହିର ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଜବତ ହେଲା ଚାଇନା ମାଞ୍ଜା ସୂତା । କଟକ ମହାନଗର ନିଗମ ଏନ୍ ଫୋର୍ସମେଣ୍ଟ ସ୍ଵାଡ ଜବତ କରିଛି ମାଞ୍ଜା ସୂତା । କେଉଁ ଠାରୁ ଏତେ ପରିମାଣରେ ମାଞ୍ଜା ସୂତା ଆସିଲା ସେ…

ଆଜି ଭୁବନେଶ୍ବରରୁ ବାତିଲ ହେଲା ୮ଟି ଇଣ୍ଡିଗୋ ବିମାନ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ବାତିଲ । ବିମାନ ବାତିଲ ନେଇ ସୂଚନା…

ଭୀମ ଭୋଇ ଭିନ୍ନକ୍ଷମ ସାମ୍ୟର୍ଥ ଶିବିର…

କୋଟପାଡ଼ :କୋରାପୁଟ ଜ଼ିଲ୍ଲା ପ୍ରଶାସନ ଦ୍ୱାରା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମ୍ୟର୍ଥ ଶିବିର ଆୟୋଜିତ ହୋଇଯାଇଛି l ଶିବିରକୁ କୋଟପାଡ଼ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ବେଳେ ସତର ଗୋଟି…

ଭକ୍ତଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ

ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ…

ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ କରି କଲେଜ ଅଧ୍ୟକ୍ଷ ଗିରଫ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷଙ୍କ ମେସେଜ…

ଆଜିଠୁ ୧୪ ତାରିଖ ଯାଏ ଆବେଦନ କରିପାରିବେ ଯୁକ୍ତ ଦୁଇ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ ଜାରି ରହିଛି। ଏହିକ୍ରମେ ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଯୁକ୍ତଦୁଇ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା…

ଜାନୁଆରୀରୁ ଠପ ହୋଇପାରେ ଓପିଡି ରୋଗୀ ସେବା, ଡାକ୍ତର ସଂଘର ଚେତାବନୀ

ଭୁବନେଶ୍ୱର : ଜାନୁଆରୀରୁ ଠପ ହୋଇପାରେ ଡାକ୍ତରଖାନାରେ ଓପିଡି ରୋଗୀ ସେବା । ଜାନୁଆରୀରୁ ଡାକ୍ତର ଓପିଡି ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମକୁ କରିବେ ବୟକଟ । ପ୍ରେସମିଟରେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ଡାକ୍ତର ସଂଘ- ଓମସା । ୧୮…

ସପ୍ତାହାନ୍ତରେ ସାରା ଦିନ ଖୋଲା ରହିବ BDA ପାର୍କ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏହାର ପାର୍କଗୁଡ଼ିକର କାର୍ଯ୍ୟ ସମୟର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ଉତ୍ସାହୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, BDA ସପ୍ତାହାନ୍ତରେ ଏହାର ସମସ୍ତ ପାର୍କଗୁଡ଼ିକୁ…

ଜମି ଟଙ୍କା ନଦେବାରୁ କାର୍ଯ୍ୟାନୁଷ୍ଠାନ: ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ

ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର ସ୍ଵାଧିନ କୁମାର ବେହରାଙ୍କ ଗାଡି,…

ପଠା ପଢ଼ା ଛାଡି ଆନ୍ଦୋଳନ କରିବା ଠିକ ନୁହେଁ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ କଡ଼ା ଚେତାବନୀ । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ଗୁଡିକ ପୂରଣ କରାଯାଇ ପାରିବ ସେ ସବୁ…