Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ
ବେଗୁନିଆ: ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ଖୋର୍ଦ୍ଧାରେ ଆକ୍ରମଣ ଅଭିଯୋଗ । ତାଙ୍କୁ ଜୀବନରେ ମାରିଦେବାକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ତାଙ୍କ ସମର୍ଥକ ଧମକ ଦେଇଥିବା ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ!-->!-->!-->…
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
କଟକ: ଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଆସନ୍ତା ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚରା କରିବ । ସେମାନେ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ!-->…
ନାବାଳିକା ଝିଆରିକୁ ଦୁଷ୍କର୍ମ, ଗର୍ଭବତୀ କରିବା ଅଭିଯୋଗରେ ପିଉସା ଗିରଫ
ଜଳେଶ୍ୱର : ନାବାଳିକା ଝିଆରିକୁ ଦୁଷ୍କର୍ମ । ଗର୍ଭବତୀ କରିବା ଅଭିଯୋଗରେ ସମ୍ପର୍କୀୟ ପିଉସା ଗିରଫ । ପିଉସା-ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଭାନୁପୁରରେ ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପରିବାର । ଘଟଣାସ୍ଥଳରେ!-->…
ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ
ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ!-->…
ସ୍ବାଧିନତା ଦିବସ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା
ମାଲକାନଗିରି : ଆଜି ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ଵାଧୀନତା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ!-->…
ଚାରିଧାମ ଯାତ୍ରା ପାଲଟିଲା କାଳ: ୩୫ ବର୍ଷ ପରେ ମିଳନ, ପ୍ରକୃତି କୋଳରେ ହଜିଗଲେ ୨୪ ସ୍କୁଲ ସାଙ୍ଗ
ପୁଣେ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଓ ଭୟଙ୍କର ଭୂସ୍ଖଳନ ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି। ଶହ ଶହ ରାସ୍ତା ଭାସିଯାଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରବଳ ବାଧା ସୃଷ୍ଟି ହେଉଛି ଏବଂ ନିଖୋଜ ଲୋକଙ୍କୁ!-->…
ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀର ସ୍ନେହ ଓ ସମର୍ପଣର ଅନନ୍ୟ ପରମ୍ପରା
ପୁରୀ : ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା | ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ସମଗ୍ର ଭାରତରେ ପାଳନ ହେଉଥିବା ରାକ୍ଷୀ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ଓ ଅନନ୍ୟ ଝଲକ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ର ପୁରୀରେ। ଏଠାରେ ଏହି ପର୍ବକୁ "ଗହ୍ମା ପୂର୍ଣ୍ଣିମା" ଭାବରେ ପାଳନ କରାଯାଏ ଏବଂ ଏହା କେବଳ!-->…
ଯୁବତୀ ଜିଅନ୍ତା ଜଳିଯିବା ଘଟଣା, ଆତ୍ମହତ୍ୟା ଭଳି ଲାଗୁଛି କହିଲେ ଏସପି
କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସପି ସିଦ୍ଧାର୍ଥ କାଟାରିଆ । ଏସପି କହିଛନ୍ତି ଯେ ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣାପଡିଛି । କାରଣ ସବୁ ବାଟ ବନ୍ଦ ଥିଲା, ତେଣୁ!-->…
‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମାଧୁରୀ ଦୀକ୍ଷିତ
ଭୁବନେଶ୍ବର ୭।୮: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମରେ ଯୋଗଦେଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । କାର୍ଯ୍ୟକର୍ମର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା ଚାପାରେ ଚାଲିଗଲା ବାପା-ଝିଅଙ୍କ ଜୀବନ
ପାରାଦୀପ: ବାପା- ଝିଅଙ୍କ ଉପରେ ଚଢ଼ିଗଲା ହାଇଓ୍ବା। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୋଠିଆସାହି ନିକଟରେ। ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା!-->…