Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ବାପ-ପୁଅଙ୍କ ମୃତ୍ୟୁ
ଯାଜପୁର : ଗ୍ୟାସ ସିଲିଣ୍ଡର ଲିକ ହୋଇ ୩ଜଣ ଗୁରୁତର ହେବା ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ବାପା ପୁଅଙ୍କ ମୃତ୍ୟୁ । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଗୁଲଜାରନଗରପାଟଣାରେ ଥିବା ଏକ ଜଳଖିଆ ଦୋକନରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ଜଣ!-->…
ମାଆକୁ ପିଟିପିଟି ମାରିଦେଲା ପୁଅ
ଆଳି : ମାଆକୁ ପିଟିପିଟି ମାରିଦେଲା ପୁଅ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାତୁଳି ଗାଁରେ ହୀରାମଣି ସାହୁଙ୍କୁ (୭୫ )ତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ଏକ ବାଡ଼ିରେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମାଆ ଶୋଇଥିବା ବେଳେ!-->…
ଯାଆଁଳା କନ୍ୟା ସନ୍ତାନ ଜନ୍ମ ହେବାରୁ ଗାଁ ଦାଣ୍ଡରେ ପୁଅ-ବୋହୁଙ୍କୁ ମାଡ଼
ସାଲେପୁର : କନ୍ୟା ସନ୍ତାନ ଜନ୍ମ ହେବାରୁ ପୁଅ ବୋହୁଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଶାଶୁ ଶଶୁର ଓ ନଣନ୍ଦ । ମାସେ ହେଲା ଦେଉଥିଲେ ଅକଥନୀୟ ନିର୍ଯାତନା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ!-->…
ଦୁଇଟି ହାତୀର ମୃତଦେହ ଉଦ୍ଧାର
ନର୍ଲା : ଦୁଇଟି ହାତୀର ମୃତ୍ୟୁ ଖବର ମିଳିଛି । ଗୋଟେ ଦନ୍ତା ହାତୀର ମୃତ୍ୟୁ ହୋଉଥିବାବେଳେ ଆଉ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। କଳାହାଣ୍ଡି ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଏକ ପୋଖରୀ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ପ୍ରବଳ ଖରା ସାଙ୍ଗକୁ ଜଙ୍ଗଲରେ ପାଣିର ଅଭାବ!-->…
ଦଶାହ ଖାଦ୍ୟ ଖାଇ ୪ ମୃତ, ୧୭ ଆକ୍ରାନ୍ତ
ଝାରସୁଗୁଡ଼ା: ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦଶାହ ଭୋଜି ଖାଇବା ପରେ ବିଷାକ୍ତ ଖାଦ୍ୟ ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର!-->…
ଟ୍ରେନ ଉପରେ ଚଢ଼ି ସେଲଫି ନେଲା ବେଳେ ଜଳିଗଲେ ଯୁବକ
ଭୁବନେଶ୍ବର: ସେଲଫି ନେବା ପଡିଲା ମହଙ୍ଗା । ଟ୍ରେନ ଉପରେ ସେଲଫି ନେବା ବେଳେ କରେଣ୍ଟ ଲାଗି ରେଳ ଷ୍ଟେସନକୁ ଛିଟିକିପଡ଼ିଲେ ଛାତ୍ର । ମଞ୍ଚେଶ୍ୱର ରେଳ ଷ୍ଟେସନରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ମାଲବାହି ଟ୍ରେନ ଉପରେ!-->…
ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର
ବ୍ରହ୍ମପୁର:ବ୍ରହ୍ମପୁର ସହର ଅଙ୍କୁଲି ନୁଆସାହି ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇ ୨ ଜଣ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆଯୋଧ୍ୟାନଗର ୨ୟ ଲାଇନର ବିଶ୍ୱଜିତ ପଣ୍ଡା(୧୬) ଓ ଖୋଡାସିଂର ଅଭିଜିତ ମାରାଣ୍ଡି(୧୬) । ଆଜି ଉଭୟ ଏହି ପୋଖରୀକୁ ପହଁରା!-->…
ଲୋନ୍ କରାଇଦେବା ନାଁରେ ଠକେଇ, କୋଟିପତି ଠକକୁ ବାନ୍ଧିଲା ପୋଲିସ
ଜୟପୁର: ପୋଲିସ ହାତରେ କୋଟିପତି ଠକ । ଲୋକଙ୍କୁ ଲୋନ୍ କରାଇଦେବା ନାଁରେ ଠକେଇ । ୩୦ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ନୂଆସାହି ଅଞ୍ଚଳର କୋଟିପତି ଠକ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ପଣ୍ଡା!-->…
ସୁନ୍ଦରଗଡ଼ରେ ଝାଡ଼ାବାନ୍ତି ଆତଙ୍କ, ସ୍ୱାସ୍ଥ୍ୟ ପରୀକ୍ଷା କଲା ଡାକ୍ତରୀ ଟିମ୍
ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ବ୍ଲକ ନୂଆଡିହିରେ ଝାଡ଼ାବାନ୍ତି ଆତଙ୍କ । ୨୯ରୁ ଅଧିକ ଆକ୍ରାନ୍ତ । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନା ଓ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ପୂର୍ବରୁ ଗାଁରେ ଏକ ଶୁଦ୍ଧି କାର୍ଯ୍ୟ!-->…
ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ
ଜଗତସିଂହପୁର : ଜଗତସିଂହପୁର ସହରର ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼ ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଜଗତସିଂହପୁର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ !-->…