Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ୟାଞ୍ଚଳରେ ଗୃହପାଳିତ ପଶୁଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ!-->…
ଖୋଲିଲା ହୀରାକୁଦର ଆଉ ୩ ଗେଟ, ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ ଗେଟ୍ ଖୋଲା । ପୂର୍ବରୁ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୩ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ!-->…
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା, ତଳିଆ ଅଞ୍ଚଳ ଉପରେ ନଜର
ଭୁବନେଶ୍ୱର : ବିପଦ ସଙ୍କେତ ଉପରେ ବୈତରଣୀ-ଜଳକା । ଲଗାଣ ବର୍ଷା ଯୋଗୁ ରାଜ୍ୟର ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ଆଜି ସକାଳ ୯ଟା ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଅନୁସାରେ ୩ଟି ଗେଜ୍ ସାଇଟ୍ ରେ ଏହି ଦୁଇ ନଦୀ ବିପଦ ସଙ୍କେତ ଉପରେ!-->…
ପ୍ରେମିକାକୁ ହତ୍ୟା ଅଭିଯୋଗ, ବନ୍ଧା ହେଲା ପ୍ରେମିକ
ସମ୍ବଲପୁର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ । ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ।!-->…
ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
ପୁରୀ: ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ । ଅଳାଁ ବେଢାକୁ ଚଢି ପୂଜାର୍ଚ୍ଚନା କଲେ ଯୁବକ । ଯୁବକଙ୍କୁ ଧରିବାକୁ ଯାଇ ନାକେଦମ ହେଲା ପୋଲିସ । ଦୀର୍ଘ ସମୟର ହାଇଡ୍ରାମା ପରେ ଯୁବକଙ୍କୁ ତଳକୁ ଅଣାଯାଇଥିଲା । ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପଚରା ଉଚରା କରାଯାଉଛି ।!-->…
ଘରେ ପଶିଲା ବନ୍ୟା ପାଣି, ନିଷ୍କାସନ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବାସୁଦେପୁର : ଚାଷ ଗଲା, ବାସ ବି ଗଲା। ୪ ଥର ବନ୍ୟା ପାଣି ଆସି ସବୁ ବୁଡାଇ ଦେଲା। ବାସହରା କଲାଣି ବହୁ ପରିବାରକୁ। ପାଣି ନିଷ୍କାସନ ପଥକୁ ଅବରୋଧ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଣି ନିଷ୍କାସନ ଦାବିରେ ସୁଦର୍ଶନପୁର ପଞ୍ଚାୟତ ମାଛ ହାଟ ଛକରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।!-->…
୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଆରଆଇ
ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ!-->…
ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କତା ଅବଲମ୍ବନ କରିବାକୁ ଆଇଏମଡିର ପରାମର୍ଶ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ୧୦ଟି ଜିଲ୍ଲାକୁ ଏକ ସତର୍କ ସୂଚନା ଜାରି କରିଛି।ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କରାଯାଇଛି।
ମଙ୍ଗଳବାର ସକାଳେ ଜାରି ହୋଇଥିବା ସତର୍କତା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ!-->!-->!-->…
ଛିନତାଇ ବେଳେ ବାଇକରୁ ଖସିପଡ଼ିଲା ଲୁଟେରା, କାବୁ କଲେ ଲୋକେ…
ଭୁବନେଶ୍ୱର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା । ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ ଆସିଥିବା ମହିଳାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ମହିଳାଙ୍କ ବେକରୁ!-->…
ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀ, ବିପନ୍ନଙ୍କ ସମସ୍ୟା ବୁଝି ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ
ଯାଜପୁର : ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଶରଥପୁରର ପତିରି ଘାଟରୁ ବୋଟ୍ ଯୋଗେ ବନ୍ୟାଞ୍ଚଳ ବୁଲିବା ସହ ବିପନ୍ନଙ୍କ ସହ କଥା ହୋଇ ସ୍ଥିତି ବୁଝିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପତିରି ଘାଟରେ ଦେଖିବାକୁ!-->…