Browsing Category

ଓଡିଶା

ବାରିପଦାରେ ଟ୍ରାକ୍ ଧସିବାରୁ ଏକାଧିକ ଟ୍ରେନ୍ ବାତିଲ

ବାରିପଦା: ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସ୍ୱାଭାବିକ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଗାଣ ବର୍ଷା କାରଣରୁ ସୋମବାର ଦିନ ବାରିପଦା ଷ୍ଟେସନ୍ ମାର୍କେଟ୍ ଅଞ୍ଚଳରେ ଥିବା ସୁଙ୍ଗାଡିଆ ନିକଟରେ ରେଳଧାରଣା

ହୀରାକୁଦରେ ବଢୁଛି ବନ୍ୟାଜଳ ପରିମାଣ, ଖୋଲିଲା ଆଉ ୫ଟି ଗେଟ୍‌

ବୁର୍ଲା : ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ସୋମବାର

ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଆଶିଷ ନେଲେ ଅତିରିକ୍ତ ଡିଜିପି ବିନୟତୋଷ ମିଶ୍ର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଓଡ଼ିଶାର ନୂଆ ଅତିରିକ୍ତ ପୋଲିସ ମୁଖ୍ୟ ବିନୟତୋଷ ମିଶ୍ର। ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ ପରେ ମହିଳା ସୁରକ୍ଷା, ସାଇବର ଅପରାଧ ଦମନ ଏବଂ ପର୍ବ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ନୂଆ ଅତିରିକ୍ତ ପୋଲିସ ମୁଖ୍ୟ।

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷା, ୪୨୬୦୦ ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍ । ବାଲେଶ୍ଵର ଜିଲ୍ଲାର ୧୨ ଟି ବ୍ଲକ୍ ମଧ୍ୟରୁ ଭୋଗରାଇ , ଜଳେଶ୍ୱର, ବାଲିଆପାଳ, ବସ୍ତା,ସଦର,ରେମୁଣା ଓ ବାହାନଗା ବ୍ଲକ୍ ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୯୬ଟି ପଞ୍ଚାୟତ ୪୪୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି

ପୁରୁଣା ପେନସନ ଲାଗୁ ଦାବି ନେଇ ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର : ବର୍ଷାରେ ଭିଜି ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଗଣଧାରଣା। ଏକାଧିକ ଦାବି ନେଇ ଧାରଣାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି । ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଆଜି ଭୁବନେଶ୍ୱର

କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରବଳ ବର୍ଷା ନେଇ ସତର୍କ ସୂଚନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଘୋଷଣା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ଷା ପାଇଁ କେନ୍ଦୁଝର ଜିଲ୍ଲାକୁ

ମାଡ଼ିଆସିଲା ବନ୍ୟା ପାଣି, ସ୍କୁଲରେ ଫସିଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା : ହଠାତ ମାଡ଼ିଆସିଲା ବନ୍ୟା ପାଣି । ସ୍କୁଲ ଘରେ ଫସିଗଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ଆବାସିକ ବିଦ୍ୟାଳୟରେ ଫସିରହିନ୍ତି ଛାତ୍ରଛାତ୍ରୀ । ବ୍ରାହ୍ମଣୀ ନଦୀରେ ହଠାତ ବନ୍ୟାପାଣି ଆସିବା କାରଣରୁ

ବନ୍ୟା ଓ ବର୍ଷା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ୩ ଦିନ ବଡ଼ ବର୍ଷା । ଆଜିଠୁ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ସମସ୍ତ

ପୋଲ ଉପରେ ବନ୍ୟାପାଣି, ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁପୁତ୍ର

ଦେବଗଡ଼: ଦେବଗଡ଼ରେ ପୋଲ ଉପରେ ଆଣ୍ଠୁଏ ପାଣି । ଅଧାରେ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି ଟାଙ୍କୁଜୁରା ନାଳ ଅତିକ୍ରମ କଲେ ପରିବାର ଲୋକେ । ବାରକୋଟ ବ୍ଲକ କାଳିଆପାଳ ଗାଁର ଘଟଣା । ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ

ଜମି ବିବାଦକୁ ନେଇ RIଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପୁରୀ ଜିଲ୍ଲା ମାଟିଆପଡା RI ଆଶୁତୋଷ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ପିପିଲି ଆଠବାଟିଆରେ କିଛି ଦୁବୃତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜମି ବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏ ନେଇ ପିପିଲି ଥାନାରେ ଅଭିଯୋଗ