Browsing Category

ଓଡିଶା

ଲଗାଣ ବର୍ଷା ଯୋଗୁଁ ବଢୁଛି ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର : ଅନେକ ତଳିଆ ଅଞ୍ଚଳ ପ୍ରଭାବିତ

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ବୃଦ୍ଧି ପାଉଛି ସାଳନ୍ଦୀ ନଦୀର ଜଳସ୍ତର। ସକାଳ ୭ଟା ସୁଦ୍ଧା ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୬.୨୦ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି।

ବୈତରଣୀରେ ପୁଣି ବନ୍ୟା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

ଆଖୁଆପଦା: ରାଜ୍ୟରେ ଜାରି ରହିଛି ବର୍ଷା। ବୈତରଣୀରେ ପୁଣି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ ୨୪ ଘଣ୍ଟାରେ ୧୯୨ ମିଲିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁର

ଭୁବନେଶ୍ବରରେ ନିର୍ମାଣ ହେବ ‘ସମର୍ପିତ ବସ୍‌ ପଥ’

ଭୁବନେଶ୍ୱର: ଭୁବନେଶ୍ବରରେ ନିର୍ମାଣ ହେବ ’ସମର୍ପିତ ବସ୍‌ ପଥ’ (ଡେଡିକେଟେଡ୍‌ ବସ୍‌ ଲେନ୍‌)। ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ

ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ

ମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା - ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି । ସେହିପରି ବାରମାଇଲ - ବାଘଡା ମୁଖ୍ୟର ମୋହନପୁର ବନ୍ଧ ଉପରେ ୪ ଫୁଟ ଉପରେ

ସିମୁଳିଆରୁ ଟିଏମସି ପୂର୍ବତନ ବିଧାୟକ ଗିରଫ, ଆରଜି କର ମେଡିକାଲ ଘଟଣାରେ ସମ୍ପୃକ୍ତି ସନ୍ଦେହ

ସୋର : ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖୋର୍ଦ୍ଧା ପୋଲିସ ଦ୍ୱାରା ସିମୁଳିଆ ଥାନାରେ ଅଟକ। ସୂଚନା ଅନୁଯାୟୀ  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଲୁଚି ରହିଥିଲେ। ଆଜି

ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପ-ମୁଖ୍ୟମନ୍ତ୍ରୀ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆକସନ ହେବ । ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର ଷ୍ଟାମ୍ପ ନୁହେଁ । ଅଫିସରମାନଙ୍କ ଧମକକୁ ଡରୁ

ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ

ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ । ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ । ୨୨

ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ ଧାରଣ କ୍ଷମତା ୭୭.୭ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମର ଜଳସ୍ତର ବିପଦ ସଂକେତ ଛୁଇଁଲା ।

ବେଳାଭୂମିକୁ ଯିବାକୁ ବାରଣ କରିବାରୁ ପୋଲିସକୁ ପିଟିଲେ ଦୁଇ CISF ଯବାନ

ପାରାଦୀପ : ଦୁଇ CISF ଯବାନଙ୍କ ଦବଙ୍ଗଗିରି । ବିଳମ୍ୱିତ ରାତିରେ ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ଖାକି ବର୍ଦ୍ଦିକୁ ଚିରିଦେଲେ । ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଘଟିଛି ଘଟଣା । ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ନିରାପତ୍ତାକୁ ଦୃଷ୍ଟିରେ

ଜଗତସିଂହପୁରରେ ସାର କଳାବଜାରୀ, ୧୭୦ ବସ୍ତା ନକଲି ସାର ଜବତ

ଜଗତସିଂହପୁର: ଆକ୍ସନ ମୋଡ଼ରେ ପ୍ରଶାସନ । ୧୭୦ ବସ୍ତା ନକଲି ସାର ଜବତ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରେଇରେ ଚଢାଉ କରି ୧୭୦ ବସ୍ତା ସାର ଜବତ କରିଛି ପ୍ରଶାସନ । ଅନେକ ସମୟରେ ପୁରୀରୁ ଚୋରାରେ ସାର ଆସି ଜଗତସିଂହପୁରର ବିଭିନ୍ନ ବ୍ଲକକୁ ଚାଲାଣ କରାଯାଉଛି । ଖବରପାଇ ଚଢାଉ