Browsing Category

ଓଡିଶା

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିବ ନୂଆ କବାଟ

ପୁରୀ: ଶ୍ରୀମନ୍ଦିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ଲାଗିବ ନୂଆ କବାଟ । ହସ୍ତୀ ଦ୍ୱାର ତଥା ଉତ୍ତରଦ୍ୱାର ଗୁମୁଟରେ ଲାଗିବ ନୂଆ ପିତ୍ତଳରେ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ କବାଟ । ଏହା ଦେଖିବା ପାଇଁ ଖୁବ ସୁନ୍ଦର ହୋଇଛି । ଦ୍ୱାରର ଲମ୍ବ ୧୩

ପିକଅପ ଭ୍ୟାନ ଓଲଟି, ୨୭ରୁ ଅଧିକ ଶ୍ରମିକ ଗୁରୁତର

ବାସୁଦେବପୁର: ପିକଅପ ଭ୍ୟାନରୁ ଓଲଟି ୨୭ରୁ ଅଧିକ ଶ୍ରମିକ ଗୁରୁତର। ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତାର ବେକମୁଡି ଛକ ନିକଟରେ ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ପିକଅପ ଭ୍ୟାନ । ତା ମଧ୍ୟରେ ଥିବା ୨୭ରୁ ଅଧିକ ଶ୍ରମିକ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କଲା ଆମ୍ବୁଲାନ୍ସ ଓ

ଡିଜେଲ ଅଭାବରୁ ଚିଲିକାରେ ଫସିଲେ ମତ୍ସ୍ୟଜୀବୀ

ପିପିଲି: ଡିଜେଲ ଅଭାବରୁ ସମୁଦ୍ର ମଝିରେ ଫସିଲେ ମତ୍ସ୍ୟଜୀବୀ । ଚିଲିକାକୁ ମାଛ ଧରିବାକୁ ଯାଇ କଣାସ ଅଞ୍ଚଳର ଅନେକ ମତ୍ସ୍ୟଜୀବୀ ଫସିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଟାପୁରେ ଆଶ୍ରୟ ନେଇଛନ୍ତି । କଣାସ ଜାଗୁଳାଇପଦର ଠାରୁ ୮ କିଲୋମିଟର ଦୂରରେ ଥିବା ଦୟାନଦୀ ମୁହାଣରେ ବି ଏକାଧିକ

ମୋରମ ମାଫିଆଙ୍କ ଆତଙ୍କରାଜ: ଖଣି ଅଧୀକାରୀଙ୍କୁ ଆକ୍ରମଣ

ସୋର: ସୋରରେ ଘଟିଛି ଅଘଟଣ । ଖଣି ଅଧିକାରିଙ୍କୁ ଆକ୍ରମଣ । ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆଙ୍କ ସଂଘବନ୍ଧ ଆକ୍ରମଣ କରାଯାଇଛି । ଟେକା ଓ ପଥର ଫିଙ୍ଗି ଗାଡ଼ିର କାଚ ଭାଙ୍ଗିଲେ ମାଫିଆ । ଜୀବନରୁ ମାରିଦେବାକୁ ମଧ୍ୟ ଦେଲେ ଧମକ ।

ସ୍କର୍ପିଓ-ବାଇକ ଧକ୍କାରେ ୩ ମୃତ

ସମ୍ବଲପୁର: ୨ ଗାଡି ମୁହାଁମୁହିଁ ଧକ୍କା ୩ ମୃତ୍ୟୁ । କୁଚିଣ୍ଡା ଥାନା ନିକଟସ୍ଥ ଫରେଷ୍ଟ ପାର୍କ ନିକଟରେ ସ୍କର୍ପିଓ ଓ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା । ଘଟଣାସ୍ଥଳରେ ୨ ବାଇକ ଆରୋହୀ ମୃତ ହୋଇଥିବା ବେଳେ । ଜଣେ ଶିଶୁ ଗୁରୁତର ଅବସ୍ଥାରେ ବୁର୍ଲା

ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଡ୍ରାଇଭର

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବର୍ବରତା । ଗାଡ଼ି ଚାଳକକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଡ୍ରାଇଭର। ଗତକାଲି ଭସ୍ମା ଥାନା ଅଞ୍ଚଳରେ ଘଟିଛି ବର୍ବରକାଣ୍ଡ । ଦୁର୍ଘଟଣା ପରେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ । ମୃତ ଡ୍ରାଇଭର ହେଲେ ଭସ୍ମା ଥାନା ଗୁଲଠା ଗାଁର ରାଜେଶ

କିଲୋମିଟର ପିଛା ୨ ପଇସା ବଢ଼ିଲା ଘରୋଇ ବସ ଭଡ଼ା

କଟକ: ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପକେଟକୁ ମହଙ୍ଗା ମାଡ଼। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ ଭଡ଼ା । ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି ।

ସାବିତ୍ରୀ ବ୍ରତ ଦିନ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ବଲାଙ୍ଗୀର: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ଏହି ଦିନ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ନିରୋଗ ଜୀବନ କାମନା କରି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ନିଷ୍ଠାର ସହ ଉପବାସ ଏବଂ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ବିଧିର ବିଡ଼ମ୍ବନା ଦେଖନ୍ତୁ, ଯେଉଁ ସ୍ୱାମୀର ମଙ୍ଗଳ ପାଇଁ ସ୍ତ୍ରୀ

ତୈଳ ସଙ୍କଟ: ସୋମବାର ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ, ଡିଲର ସଂଘର ପ୍ରତିଶ୍ରୁତି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ

ରାଇଘର ବ୍ଲକରେ କାଳବୈଶାଖୀର ତାଣ୍ଡବ : ପ୍ରବଳ ପବନରେ ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବିଦ୍ୟୁତ ସେବା ବିପର୍ଯ୍ୟସ୍ତ

ଉମରକୋଟ / ରାଇଘର (ରସିକ ସରକାର) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ ସାଙ୍ଗକୁ ବର୍ଷା ଯୋଗୁଁ ସମଗ୍ର ବ୍ଲକରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସୂଚନା ଅନୁଯାୟୀ, ଆଜି