Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘କୌନ ବନେଗା କରୋଡ଼ପତି’ ମଞ୍ଚରେ ମାଲକାନଗିରିର ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଦା
ମାଲକାନଗିରି: ଦିନେ ମାଆଙ୍କ ସହ ଜଙ୍ଗଲରୁ ମହୁଲ ଫୁଲ ଓ ଜାଳେଣି କାଠ ସଂଗ୍ରହ କରୁଥିବା ଝିଅ ଆଜି ପହଞ୍ଚିଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ଶୋ”କୌନ ବନେଗା କରୋଡ଼ପତି’ (କେବିସି)ମଞ୍ଚରେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପରିଚିତ ଚେହେରା ତଥା’ଜଙ୍ଗଲ!-->…
ବଜ୍ରାଘାତରେ ଚାଲିଗଲା ଚାଷୀର ଜୀବନ, ୩ ଗୁରୁତର
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ରବିବାର ହଠାତ୍ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଲଲହଡା ଥାନା ଅନ୍ତର୍ଗତ ନାଥପୋସି ଗ୍ରାମରେ ସକାଳ ପ୍ରାୟ ୧୦ ଟାରୁ ୧୦.୩୦ ସମୟରେ ପ୍ରାୟ ୧୨ ଜଣ ପୁରୁଷ ଓ ମହିଳା ବିଲରେ କାମ କରୁଥିବା!-->…
ଖୋଲିଲା ମନ୍ଦିରା ଡ୍ୟାମ୍ର ୬ ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା
ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍ର ୬ଟି ଗେଟ୍ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର!-->…
‘ଗୋ-ବ୍ୟାକ୍’ ନାରାକୁ ନେଇ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ସମ୍ବଲପୁର : ‘ନିଟ୍’ ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ!-->…
ଏଣିକି NHରୁ ହଟିବେ ବୁଲା ଗାଈ ଗୋରୁ, ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ରହିବ ଗୋଶାଳା
ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ!-->…
ଆସନ୍ତା ୧୨ରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଓଡ଼ିଶାରେ ହେବ ନାହିଁ ଦୃଶ୍ୟମାନ
ପୁରୀ : ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ!-->…
ପୁଣି ଡରାଇଲାଣି ବୈତରଣୀ ଓ ନାଳିଆ : ଚାଷ ଜମି ଜଳମଗ୍ନ, ଗାଁରେ ପଶିଲା ପାଣି
ଯାଜପୁର / ଭଦ୍ରକ : ପୁଣି ଡରାଇଲାଣି ବୈତରଣୀ ବନ୍ୟା । ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାପାଣି ଗାଁ ଭିତରକୁ ମାଡ଼ି ଆସୁଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର । ଗତ ଜୁଲାଇ ୨୯ରେ ବୈତରଣୀ ନଦୀର ଶାଖା କାଣୀ!-->…
୫ ମାସ ହେଲା ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ଜଗୁଛନ୍ତି ପାଚିକା
ପୁରୀ : ବିନା ଶିକ୍ଷକରେ ସ୍କୁଲ । ୫ ମାସ ହେଲାଣି ନାହାନ୍ତି ଶିକ୍ଷକ । ପିଲାଙ୍କୁ ଜଗୁଛନ୍ତି ପାଚିକା । ସବୁଦିନ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଘରକୁ ପଳାଉଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡ଼ରାଣପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏଭଳି!-->…
ପେଟ୍ରୋଲ ଢାଳି ଯୁବକଙ୍କୁ ହତ୍ୟା ଉଦ୍ୟମ, ଅବସ୍ଥା ଗୁରୁତର
ରାଉରକେଲା: ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଘଣିଘଷାରେ ଘଟିଛି ବିଭତ୍ସ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ କାହ୍ନୁଚରଣ ମହାନ୍ତଙ୍କୁ ଜାଳିନେଲେ । ୪ ମୁଖାପିନ୍ଧା ଦୁର୍ବୁତ୍ତ ପେଟ୍ରୋଲ ଢାଳିବା ସହ ଜୋର ଜବରଦସ୍ତ ପେଟ୍ରୋଲ ପିଆଇ!-->…
ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ
ମୟୂରଭଞ୍ଜ : ଶିମିଳିପାଳରେ କଳା ବାଘୁଣୀର ମୃତ୍ୟୁ । ୫ ବର୍ଷୀୟା ବାଘୁଣୀର ମୃତଦେହ ଉଦ୍ଧାର । ଶିମିଳିପାଳ ଟାଇଗର ରିଜର୍ଭର କୋର୍ ଅଞ୍ଚଳରେ ବାଘୁଣୀର ମୃତଦେହ ମିଳିଛି । ଶିମିଳିପାଳ ଦକ୍ଷିଣ ଡିଭିଜନର ଉପର ବାରହା କକୁଡ଼ା ରେଞ୍ଜ ଅଧୀନ ଜାତିଆଣୀ କ୍ୟାମ୍ପ ନିକଟରୁ କଳା ବାଘୁଣୀର ମୃତଦେହ!-->…