Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ, ଦିଲ୍ଲୀରୁ ଗିରଫ କଲା କମିଶନରେଟ୍ ପୋଲିସ
କଟକ: ପୋଲିସ ଜାଲରେ ସେକ୍ସଟର୍ସନ ଅଭିଯୁକ୍ତ । ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ । ଏହାପରେ ବ୍ଲାକ ମେଲ୍ କରି ଲକ୍ଷାଧିକ ଟଙ୍କା ହଡ଼ପ । ପୁଣି ଟଙ୍କା ମାଗି ନ!-->…
ସକ୍ରିୟ ରାଜନୀତିରୁ ବିଦାୟ ନେବେ ନିରଞ୍ଜନ ପଟ୍ଟନାୟକ !
କେନ୍ଦୁଝର : ମୁଁ ଭାବୁଛି ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି । ବାପ ପୁଅ ଏକାଠି ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଠିକ ଭାବେ ଗ୍ରହଣ କରେ ନାହିଁ । ଆଜି କେନ୍ଦୁଝରରେ ଏକ ସଭାରେ କହିଲେ ନିରଞ୍ଜନ ପଟ୍ଟନାୟକ । ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ!-->…
୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା, ଦୀପତଳ ଅନ୍ଧାର….
ଭୁବନେଶ୍ୱର: ବାଲି ଚୋରା ଚାଲାଣ ମାମଲାରେ ବଡ ସୂଚନା ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀ ଜିଲ୍ଲାକୁ ବାଦ୍ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ ବର୍ଷରେ ବାକି ୨୭ ଜିଲ୍ଲାରେ ରୁଜୁ ହୋଇନାହିଁ । ତେବେ!-->…
ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୟାଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ୩୦!-->…
ଭିନ୍ନ ମୋଡ଼ ନେଲା ବିବାଦ; ଯୁବତୀଙ୍କୁ ଗ୍ରହଣ କଲେ ଓଏଏସ୍ ଅଫିସରଙ୍କ ପରିବାର
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କ ପ୍ରେମ ବ୍ୟାପାରରେ ପଡିଲା ପୂର୍ଣ୍ଣଚ୍ଛେଦ। ଜଗତସିଂପୁରର ଜଣେ (ଓଏଏସ୍) ଅଧିକାରୀଙ୍କ ପରିବାର ସଦସ୍ୟମାନେ ବହୁ ବାଦବିବାଦ ପରେ ଆଦିବାସୀ ଯୁବତୀଙ୍କୁ ଘରର ବୋହୂ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।
ଯାହାକୁ ସେ ପ୍ରାୟ ତିନି!-->!-->!-->…
ଆଉ ୨ ଦିନ ବର୍ଷିବ, ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ
ଭୁବନେଶ୍ୱର : ଆଉ ୨ ଦିନ ବର୍ଷିବ। ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ମୂଷଳଧାରାରେ ବର୍ଷା ହୋଇଛି । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର,!-->…
ମହାନଦୀ ଜଳ ବିବାଦ: ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା
ଭୁବନେଶ୍ଵର: ମହାନଦୀ ଜଳ ବିବାଦ । ବିଜେଡିକୁ ବିଜେପିର କଡ଼ା ଭର୍ତ୍ସନା । ବିଜେଡିକୁ ଭର୍ତ୍ସନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି । ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ । କିନ୍ତୁ ଥରେ ମାତ୍ର!-->…
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍
ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍ । ୫ ଦିନ ଧରି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଫେରିଲା । ୧୪ରୁ ୧୫ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଝାରସୁଗୁଡ଼ା ସରବାହାଲସ୍ଥିତ ନବଙ୍କ ଘରେ ଦୀପାଳି ଓ ବିଶାଳଙ୍କ ବୟାନ!-->…
ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ବିଜେଡିର ଆହ୍ବାନ
ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ବିଜେଡିର କଟାକ୍ଷ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟକୁ କହିଛନ୍ତି ଯେ, ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ଆମେ ମଧ୍ୟ ସମସ୍ତେ!-->…
ସିଆରପିଏଫ୍ ଯବାନଙ୍କୁ ଚୁନା, ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଲେ ୨୮ଲକ୍ଷ
ଭୁବନେଶ୍ୱର : ସିଆରପିଏଫ୍ ଯବାନଙ୍କୁ ଚୁନା । ଆପାର୍ଟମେଣ୍ଟ ଦେବା ନାଁରେ ଠକି ନେଇଗଲେ ୨୮ଲକ୍ଷ ଟଙ୍କା । ଠକେଇର ଶୀକାର ହୋଇଛନ୍ତି ଯବାନ ଉମାକାନ୍ତ ପାଣିଗ୍ରାହୀ । ଏନେଇ ଉମାକାନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଠକ ନରୋତ୍ତମ ମହାନ୍ତିଙ୍କୁ ଅଟକ ରଖିଛି ପୋଲିସ । ତା ଘର ସୋର!-->…