Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ
ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ପ୍ରବଳ ବର୍ଷା ଓ ନଦୀବନ୍ଧ ଉଛୁଳିବା ଫଳରେ ରାଜ୍ୟର ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ସରକାରୀ ଆକଳନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା!-->…
ବର୍ଷା ବିତ୍ପାତ, ରାୟପୁର-ବ୍ରହ୍ମପୁର ଜାତୀୟ ରାଜପଥ ୫୯ ବନ୍ଦ
ଟିଟିଲାଗଡ଼ : ଟିଟିଲାଗଡ଼ ଅଞ୍ଚଳ ତଥା ଉପରମୁଣ୍ଡରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ନେଇ ରାୟପୁର ବ୍ରହ୍ମପୁର ଜାତୀୟ ରାଜପଥ ୫୯ର ଟିଟିଲାଗଡ଼ ବେଲଗାଁ ରାସ୍ତାର ତରାସିଂହା ନିକଟରେ ତେଲନଦୀ ଜଳ ପ୍ରବାହିତ ହୋଇ ଆଜି ସକାଳୁ ରାସ୍ତା ବନ୍ଦ ରହିଛି। ଏନେଇ ରାସ୍ତାର ଉଭୟ କଡରେ ଶତାଧିକ!-->…
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା
ଭୁବନେଶ୍ୱର : ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ। ପ୍ରାୟ ଦଶ ବର୍ଷ ପରେ ମହାନଦୀ ଜଳ ବଣ୍ଟନ ବିବାଦର ସମାଧାନ ଦିଗରେ ପୁଣି ଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->…
ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ବନ୍ଦ
ଭୁବନେଶ୍ବର: ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଛୁଟି କରାଯାଇଛି । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଛୁଟି!-->…
ବନ୍ୟା ଘେରରେ ଫସିଥିବା ୧୩ ଲୋକଙ୍କୁ ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
କଣ୍ଟାବାଞ୍ଜି : ବଲାଙ୍ଗୀର ଉନ୍ଦେର ନଦୀ ବନ୍ୟା ପାଣିରେ ଫସିଥିଲେ ୧୩ ଜଣ । ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ବଙ୍ଗୋମୁଣ୍ଡା ବ୍ଲକ ଶୁଣ୍ଢୀମୁଣ୍ଡା ଗାଁର ୪ ଜଣ , ଗନ୍ଧର୍ଲା ଗାଁର ୫ ଜଣ ଏକ କୁକୁଡ଼ା ଫାର୍ମରେ ଫସି ରହିଥିଲେ । ଏହାସହ ଟିଟିଲାଗଡ଼ ବ୍ଲକ କଣ୍ଡରା ଗାଁରେ!-->…
ଭାଙ୍ଗିଲା କାନପୁର ନଦୀବନ୍ଧର କପର୍ ଡ୍ୟାମ୍ , ନଦୀ ନିକଟକୁ ଯିବାକୁ ବାରଣ
ଯୋଡ଼ା : ଭାଙ୍ଗିଲା କପର୍ ଡ୍ୟାମ୍ । କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ସେଠାରେ ବାଜୁଛି ସତର୍କ ସାଇରନ୍ । ଡ୍ୟାମର ସ୍ପିଲଓ୍ବେ ନିର୍ମାଣ କାମ ପାଇଁ ସ୍ପିଲଓ୍ବେ ନିକଟରେ ମାଟିର!-->…
ବାଇକ ଧକ୍କାରେ ୨ ମୃତ
ଆନନ୍ଦପୁର: ବାଇକ ଦୁର୍ଘଟଣାରେ ୨ ମୃତ । ଆନନ୍ଦପୁର ଥାନା ସିଙ୍ଗଡୋଭ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହାଟଡିହି ବ୍ଲକ ଯଶୋବନ୍ତପୁର ଗାଁର ଜ୍ଞାନ ରଞ୍ଜନ ସାହୁ ଓ ସିଙ୍ଗଡୋଭ ଗାଁର ମହିଳା ବୁଲ ବେହେରା । ସୂଚନା ଅନୁସାରେ, ସିଙ୍ଗଡୋଭ ନିକଟରେ ଜଣେ!-->…
ପାଣିକୁଣ୍ଡରୁ ମିଳିଲା ନିଖୋଜ ଛାତ୍ରୀର ମୃତଦେହ
ଭୁବନେଶ୍ବର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସକାଳେ ସ୍କୁଲ ଯାଇ ନିଖୋଜ ଥିବା ୭ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଆଚାର୍ଯ୍ୟବିହାରର ଏକ ସରକାରୀ!-->…
ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ
କଟକ : ଫୁଲିଲା ମହାନଦୀ । ଉତ୍ତର ବାଙ୍କୀର ସୁବର୍ଣ୍ଣପୁରରୁ ତିଗିରିଆକୁ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ। ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ବାଙ୍କୀ ର ଦୁଇଟି ପଞ୍ଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ । ତିଗିରିଆ ବ୍ଲକ୍ ଓ ଉତ୍ତର ବାଙ୍କୀ ର!-->…
ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ
ଭୁବନେଶ୍ୱର : ଉତ୍ତର ଓଡିଶାରେ ପ୍ରବାହିତ ନଦୀର ଜଳସ୍ତର ଆଜି ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା ବଢିବା ଆରମ୍ଭ କରିଛି । ବନ୍ୟା ଦ୍ୱାରା ରାଜ୍ୟର ୫ ଜିଲ୍ଲାରେ ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀର!-->…