Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ
ଯାଜପୁର: ‘ବିକାଶ ନାଁରେ ଓଡିଶାର ବିନାଶ କରିଛି ବିଜେଡି । ଓଡିଶାକୁ ଲୁଟିଛି । ଯାଜପୁରକୁ ବହୁ ପଛକୁ ନେଇଯାଇଛି ।’ ଆଜି ଯାଜପୁର ବଡଚଣାରେ ବିଜେଡି ପ୍ରତି ସ୍ବର ଶାଣିତ କରି କିଛି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ!-->!-->!-->…
ଆସୁଛି ଆଉ ଏକ ଲଘୁଚାପ!
ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ କରାଯାଇଥିବା ବିସ୍ତାରିତ ପରିସର ଆକଳନରେ ଏହି କଥା କୁହାଯାଇଛି।
!-->!-->!-->…
ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ
ଭୁବନେଶ୍ବର: ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ସାମଲ କହିଛନ୍ତି, ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ବୋର୍ଡ ଏବଂ!-->!-->!-->…
ଡିପଥେରିଆକୁ ନେଇ ମାଲକାନଗିରିରେ ଆତଙ୍କ
ମାଲକାନଗିରି: ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ!-->…
ମନ କି ବାତ୍: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ
ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।!-->…
ମହାପ୍ରସାଦ ପ୍ରସ୍ତୁତ ପରେ ନୁହଁ ବରଂ ପ୍ରସ୍ତୁତି ପୂର୍ବରୁ ଘିଅ ଯାଞ୍ଚ କରାଯାଉ : ସୁଆର ମହାସୁଆର ନିଯୋଗ ସାଧାରଣ…
ପୁରୀ : ତିରୁପତିଙ୍କ ପ୍ରସାଦରେ ଅପମିଶ୍ରଣ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦରେ ନିମ୍ନ ମାନର ଘିଅ ଏବଂ ବିଭିନ୍ନ ସାମଗ୍ରୀ ମିଶୁଥିବା ପ୍ରସଙ୍ଗ l ମହାପ୍ରସାଦ ଯାଞ୍ଚ ନେଇ ପତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସାଧାରଣ ସମ୍ପାଦକ l ମହାପ୍ରସାଦ!-->…
ନକ୍ସଲଙ୍କ ଆଇଇଡି ବିସ୍ଫୋରଣ: ୫ ଯବାନ ଆହତ
ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ଟେରାମ୍ ଗୁଡୁମ୍ ଗାଁ ଜଙ୍ଗଲରେ ନକ୍ସଲ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସିଆରପିଫ୍ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ମାଲକାନଗିରି ସୀମାନ୍ତ ଛତିଶଗଡ଼!-->!-->!-->…
ଫେଲ୍ ମାରିଲା ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲେ ରୋଗୀ
ଅନୁଗୁଳ : ନାବାଳକ ଟ୍ରଲିରେ ଶୋଇଛନ୍ତି । ଜ୍ବରରେ ତାଙ୍କ ଦେହ ହାତ ଥରୁଛି । ସେ ଘୋଡ଼ାଇ ମଧ୍ୟ ହୋଇଛନ୍ତି । ସେହି ଥର ଥର ଦେହରେ ଟ୍ରଲିରେ ଅସି ପହଞ୍ଚିଛନ୍ତି ମେଡିକାଲରେ । ଆପଣ ଭାବୁଥିବେ ଆଜିକାଲି ଟେକ୍ନୋଲୋଜି କେତେ ଆଗରେ ପହଞ୍ଚିଲାଣି । ଗାଡ଼ି ମୋଟରର ତ କୌଣସି ଅସୁବିଧା ନାହିଁ!-->…
ଅକ୍ଟୋବର ୯ରେ ଖାତାକୁ ଯିବ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ଅପେକ୍ଷାର ଅନ୍ତ । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ଆସନ୍ତା ଅକ୍ଟୋବର ୯ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।
ଏନେଇ ପ୍ରଭାତି ପରିଡା କହିଛନ୍ତି, ଆସନ୍ତା ଅକ୍ଟୋବର ୯ରେ!-->!-->!-->…
ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଭଦ୍ରକ: ଭଦ୍ରକ ଉତ୍ତେଜନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଭଦ୍ରକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି । ବ୍ୟାପକ ଉତ୍ତେଜନା ପରେ ନିୟନ୍ତ୍ରଣରେ ଭଦ୍ରକ ପୁରୁଣା ଥାନା!-->…